ପହଲଗାମ ଆକ୍ରମଣ ପ୍ରଭାବ: ଶ୍ରୀମନ୍ଦିରକୁ ଚାରିଆଡୁ ଘେରିଛି ପୋଲିସ, କଡ଼ା-କଡ଼ି ହେଲା ସୁରକ୍ଷା ବ୍ୟବସ୍ଥା
ପୁରୀ: ପହଲଗାମ୍ରେ ପର୍ଯ୍ୟଟକଙ୍କୁ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପୁରୀରେ ସୁରକ୍ଷାକୁ ନେଇ ସତର୍କତା ଆପଣାଇଛି ପୁଲିସ । ପୁରୀର ୪ଟି ମେରାଇନ୍ ଥାନାକୁ ଆଲର୍ଟ କରାଯାଇଛି । ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖିବାକୁ…