ପାଣି ପିଅନ୍ତୁ, ଶରୀରର ଓଜନ କମାନ୍ତୁ, ମୋଟାପଣକୁ ଦୂର କରିବାରେ ରାମବାଣ ଭାବେ କାମ କରେ ପାଣି
ଓଡ଼ିଶା ଭାସ୍କର: ମେଦ ବହୁଳତା ବର୍ତ୍ତମାନ ସମୟରେ ଭାରତର ବଡ଼ ସମସ୍ୟା ପାଲଟିଛି । ଲୋକମାନେ ପତଳା ହେବା ପାଇଁ ଡାଏଟିଂଠାରୁ ଆରମ୍ଭ କରି ଜିମ୍ ମଧ୍ୟ ଜଏନ କରୁଛନ୍ତି ହେଲେ ଖାସ୍ ପ୍ରଭାବ ପଡ଼ି ପାରୁ ନାହିଁ ।
ଶରୀରର ଓଜନ…