DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍! ସେପ୍ଟେମ୍ବର ମାସରେ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିବେ ମୋଦୀ ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ କର୍ମଚରୀ ଓ ପେନସନଧାରୀମାନେ ମହଙ୍ଗା ବୃଦ୍ଧି (ଡିଏ)କୁ ନେଇ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ଏହା ମଧ୍ୟରେ ଆସିଛି ଏକ ଗୁଡ୍ ନ୍ୟୁଜ୍ । ନରେନ୍ଦ୍ର ମୋଦୀ ସରକାର…