ଆସନ୍ତା ଜାନୁଆରୀ ୨୦ରୁ OAS ମେନ୍ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜାନୁଆରୀ ମାସ ୨୦ ତାରିଖରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ମୁଖ୍ୟ ପରୀକ୍ଷା ଆରମ୍ଭ ହେବ । ଏହା ଜାନୁଆରୀ ୨୦ରୁ ଆରମ୍ଭ ହୋଇ ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ…

ସ୍ଥଳସେନା ମୁଖ୍ୟ ନରୱଣେ ହୋଇପାରନ୍ତି ଦେଶର ପରବର୍ତ୍ତୀ CDS

ନୂଆଦିଲ୍ଲୀ: ତାମିଲନାଡ଼ୁର କୁନ୍ନୁର ହେଲିକପ୍ଟର କ୍ରାସରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତଙ୍କ ଅଚାନକ ମୃତ୍ୟୁ ଦେଶର ଅପୂରଣୀୟ କ୍ଷତି ଘଟାଇଛି । ତେବେ ପ୍ରତିରକ୍ଷା ବିଭାଗ ଦେଶର ସବୁଠାରୁ…

ଆଜି ପଞ୍ଚଭୂତରେ ବିଲୀନ ହେବେ CDS ବିପିନ ରାୱତ

ନୂଆଦିଲ୍ଲୀ: ଆଜି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତଙ୍କ ଅନ୍ତିମ ସଂସ୍କାର କରାଯିବ । ଏହି ଅବସରରେ ଦିଲ୍ଲୀ ସ୍ଥିତ କାମରାଜ ମାର୍ଗ ବାସଭବନରେ ଅନ୍ତିମ ଦର୍ଶନ ବ୍ୟବସ୍ଥା କରାଯାଇଛି । ପୂର୍ବାହ୍ନ…

ଶିଶୁ ଓ ଟିକା ନେଇନଥିବା ବ୍ୟକ୍ତିଙ୍କୁ ଅଧିକ ସଂକ୍ରମିତ କରିବ ଓମିକ୍ରନ୍: ସତର୍କ ସୂଚନା ଜାରିକଲା ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଭୟର ବାତାବରଣ ଛାଇ ରହିଛି । ଏହା ମଧ୍ୟରେ ନୂଆ ଭାରିଆଣ୍ଟକୁ ନେଇ ବିଶେଷଜ୍ଞମାନେ ରିସର୍ଚ୍ଚ ଜାରି ରଖିଥିବା ବେଳେ ଖୁବଶୀଘ୍ର ଏନେଇ ନୂଆ…

ଆଗକୁ ପୁଣି କନ୍ଦାଇବ ମହଙ୍ଗା ମାଡ଼: ସାଧାରଣ ଜନତାଙ୍କୁ RBI ଗଭର୍ଣ୍ଣରଙ୍କ ୫ ପଏଣ୍ଟ ଫର୍ମୂଲା

ନୂଆଦିଲ୍ଲୀ: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚତୁର୍ଥ ଦ୍ୱିମାସିକ ମୁଦ୍ରାନୀତି ଉପସ୍ଥାପନ କରିଛନ୍ତି । ଓମିକ୍ରନକୁ ଦୃଷ୍ଟିରେ ରଖି ସୁଧ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ…

Omicronକୁ ଦୃଷ୍ଟିରେ ରଖି Repo Rate ଅପରିବର୍ତ୍ତିତ ରଖିଲା RBI

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ଓମିକ୍ରନକୁ ନେଇ ଆଶଙ୍କା ଜାରି ରହିଛି । ଏଭଳି ସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପଲିସି ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ରେପୋ ରେଟ୍ ପୂର୍ବ…

(VIDEO) ଆସନ୍ତାକାଲି କୋର୍ଟରେ ଉପସ୍ଥିତ ରହିବେନି ତପସ୍ୱିନୀ-ସୁମିତ: ଜଣାପଡ଼ିବ ପ୍ରେମର ଶକ୍ତି କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁ ସାତ ଦିନ ପାଇଁ ଏକାଠି ରହିଛନ୍ତି । ତେବେ ଏହି ଅବଧି ଏବେ ସରିବାକୁ ବସିଲାଣି । ଆସନ୍ତାକାଲି ତପସ୍ୱିନୀଙ୍କ…

ଭାରତର ସବୁଠାରୁ ପାୱରଫୁଲ ମହିଳା ହେଲେ ନିର୍ମଳା, Forbes ପକ୍ଷରୁ ପ୍ରକାଶ ପାଇଲା ବିଶ୍ୱର ୧୦୦ ଜଣଙ୍କ ଲିଷ୍ଟ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଚର୍ଚ୍ଚିତ ମ୍ୟାଗାଜିନ୍ ଫୋର୍ବସ ପକ୍ଷରୁ ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି । ଏହି ଲିଷ୍ଟରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ଥାନ ପାଇଛନ୍ତି । ସେ ଏହି…

ବଲିଉଡରେ ଏଣ୍ଟ୍ରି ମାରିବେ କି ସଚିନଙ୍କ ଝିଅ ସାରା, ବିଜ୍ଞାପନ ଭିଡିଓଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ବଲିଉଡରେ ଷ୍ଟାରକିଡମାନଙ୍କର ଏଣ୍ଟ୍ରି ଏକ ସାଧାରଣ କଥା । ପୂର୍ବରୁ ଅଭିଶେକ ବଚନ, ଟାଇଗର ଶ୍ରଫ୍, ଅନନ୍ୟା ପାଣ୍ଡେ, ଜାହ୍ନବୀ କାପୁର, କରନ ଦେଓଲ, ସାରା ଅଲ୍ଲୀ ଖାନ ଆଦି ଷ୍ଟାରକିଡମାନେ ବଲିଉଡରେ ଡେବ୍ୟୁ କରି ନିଜର ଝଲକ…

G-Mail ଆଣିଲା ନୂଆ ଫିଚର୍: ଏଣିକି ସହଜରେ ହୋଇପାରିବ Video ଓ Audio କଲିଂ

ନୂଆଦିଲ୍ଲୀ: ନିଜର ୟୁଜର୍ସଙ୍କ ସୁବିଧା ପାଇଁ ଜି-ମେଲ ତରଫରୁ ଏକ ନୂଆ ଫିଚର ଆସୁଛି । ୟୁଜର୍ସ ଜି-ମେଲରେ ଗୁଗଲ ଚ୍ୟାଟ ମାଧ୍ୟମରେ ଅଡିଓ ଓ ଭିଡିଓ କଲ୍ କରିପାରିବେ । ଏନେଇ ଏକ ବ୍ଲକ ପୋଷ୍ଟରେ ଏହି ଆମେରିକୀୟ କମ୍ପାନୀ…