fbpx

ଜବତ ହେଲା ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର, ଗିରଫ ହେଲେ ଜଣେ ପୁରୁଷ ଓ ଜଣେ ମହିଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଏକ ବଡ଼ ଧରଣର ବ୍ରାଉନସୁଗର ଗ୍ୟାଙ୍ଗ ଠାବ କରାଯାଇଛି । ରାଜଧାନୀର କେସୁରା ଅଞ୍ଚଳର ଏକ ଘରୁ ନଗଦ ପ୍ରାୟ ୩୫ ଲକ୍ଷ ଟଙ୍କାର ନୋଟ୍ ବିଡ଼ା ପୋଲିସ ଜବତ କରିଛି । ସହିଦନଗର…

ଦେଶରେ କମିଲା କରୋନା, ଆଜି ୬୨୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…

ଶରଦ ପାୱାର ହେବେ ରାଷ୍ଟ୍ରପତି! ଗେମ୍ ଚେଞ୍ଜର ନବୀନ, ଗୋଟି ଚାଳନା କରୁଛନ୍ତି ପ୍ରଶାନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ବିରୋଧୀ ମହାମେଣ୍ଟ ଚେଇଁ ଉଠିଛି । ଏନସିପି ମୁଖ୍ୟ ଶରଦ ପାୱାର ମହାମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ ନୀତିନିର୍ଦ୍ଧାରକ ପ୍ରଶାନ୍ତ କିଶୋର…

ଓଡ଼ିଶାରେ ଲୁଚିଛନ୍ତି ବାଂଲାଦେଶୀ ଆତଙ୍କବାଦୀ? ରାଜ୍ୟବାସୀଙ୍କ ବଢ଼ିଲା ଭୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଲକାତାରେ ୩ ସନ୍ଦିଗ୍ଧ ବାଂଲାଦେଶୀ ଆତଙ୍କବାଦୀ ଅଟକ ପରେ ଓଡ଼ିଶାକୁ ଭୟ ଘାରିଛି । ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣଙ୍କର ଓଡ଼ିଶା ଲିଙ୍କ ଥିବା ସୂଚନା ଦିଆଯାଇଛି । ଏହି ଆତଙ୍କବାଦୀମାନେ…

ବିଜେଡିର ନୂଆ ପାର୍ଟି ଅଫିସ୍ ରାଜ୍ୟବାସୀଙ୍କ ହିତସାଧନ କରିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବରୁ ସରକାରୀ କୋଠାରେ ଚାଲିଆସୁଥିବା ବିଜେଡିର ପାର୍ଟି ଅଫିସ ବର୍ତ୍ତମାନ ବଦଳିବାକୁ ଯାଉଛି । ପୂର୍ବ ଅଫିସ ପଛପଟେ ୪ ମହଲା ବିଶିଷ୍ଟ ଏକ ଆକର୍ଷଣୀୟ କୋଠା ନିର୍ମାଣ ହେବ । ଏନେଇ ଦଳର…

ଚାକିରିରୁ ବହିଷ୍କାର କଲେ ଡାକ୍ତରାଣୀ, ଜବରଦସ୍ତ ମଥାରେ ସିନ୍ଦୁର ଦେଇ ପ୍ରତିଶୋଧ ନେଲେ କମ୍ପାଉଣ୍ଡର

ନୂଆଦିଲ୍ଲୀ: ଏକତରଫା ପ୍ରେମ ଓ ପ୍ରତିଶୋଧ ନେବା ପାଇଁ ଜଣେ କେତେ ତଳକୁ ଖସିପାରେ ତା’ର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବିହାରର ସମସ୍ତିପୁର ଅଞ୍ଚଳରେ । ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ଜଣେ କମ୍ପାଉଣ୍ଡରଙ୍କ ଅଜବ…

ଖୁବଶୀଘ୍ର ରାଜ୍ୟରେ ପଞ୍ଚାୟତ ନିର୍ବାଚନ, ଜାଣନ୍ତୁ କେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଖୁବଶୀଘ୍ର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଆଗାମୀ ୬ ମାସ ମଧ୍ୟରେ ପଞ୍ଚାୟତ ନିର୍ବାଚନ କରାଇବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ତେବେ…

ଆସିବ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍, ଲିଡ୍ ରୋଲରେ ଏହି ହିରୋ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ଜୀବନୀ ଉପରେ ଏକ ବାୟୋପିକ୍ ନିର୍ମିତ ହେଉଛି । ଜଣେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ ସାଙ୍ଗକୁ ସଫଳ ଅଧିନାୟକ…

ଆଜି ରାଜ୍ୟରେ ୬୫ ଜଣଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ନଅଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୦୭୪ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଗତ ୩ ମାସର ବ୍ୟବଧାନ ପରେ ପ୍ରଥମ ଥର ପାଇଁ ଗତକାଲି ୨ ହଜାର ତଳକୁ ଦୈନିକ ସଂକ୍ରମଣ ଖସିଥିବା ବେଳେ ଆଜି ୨ ଉପରକୁ…