ବଲିଉଡ୍ ଅଭିନେତା ମୁସ୍ତାକ ଖାନଙ୍କୁ ଅପହରଣ କଲେ ଦୁର୍ବୃତ୍ତ: ଇଭେଣ୍ଟ ବାହାନାରେ ଡାକି ୩ ଲକ୍ଷ ଲୁଟିନେଲେ
ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ବଲିଉଡ୍ ଅଭିନେତା ମୁସ୍ତାକ ଖାନଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିଥିବା ଖବର ସାମ୍ନାକୁ ଆସିଛି । ଇଭେଣ୍ଟ ବାହାନାରେ ମୁସ୍ତାକଙ୍କୁ କିଛି ଖଳ ପ୍ରକୃତିର ବ୍ୟକ୍ତି ଡାକି ତାଙ୍କୁ ଠାରୁ…