ଏକସଙ୍ଗେ ୧୦ ସନ୍ତାନଙ୍କୁ ଜନ୍ମଦେଇ ବିଶ୍ୱ ରେକର୍ଡ କଲେ ମହିଳା

କେପଟାଉନ୍: ସାଉଥ୍ ଆଫ୍ରିକାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସିଛି । ଜଣେ ମହିଳା ୧୦ ଜଣ ସନ୍ତାନଙ୍କୁ ଏକ ସଙ୍ଗେ ଜନ୍ମ ଦେଇଛନ୍ତି । କିଛି ମାସ ତଳେ ମରକୋର ହଲିମା ସିସି ନାମକ ଜଣେ ମହିଳା ୯ ଜଣ ସନ୍ତାନଙ୍କୁ ଏକ…

ସରକାରୀ କେନ୍ଦ୍ରରେ ଗହମ ବିକ୍ରି କରିବା ପାଇଁ ଭଗବାନ ଶ୍ରୀରାମଙ୍କର ଆଧାର କାର୍ଡ ଦରକାର, ବିବାଦରେ ଫସିଲେ ଏସଡିଏମ୍

ବାନ୍ଦା: ରାମରାଜ୍ୟ ଉତ୍ତରପ୍ରଦେଶରେ ପ୍ରଭୁ ଶ୍ରୀରାମଙ୍କୁ ନେଇ ଅଜବ ମାମଲା ସାମନାକୁ ଆସିଛି । ଗହମ ବିକ୍ରି କରିବା ପାଇଁ ଶ୍ରୀରାମଙ୍କର ଆଧାର କାର୍ଡ ଦରକାର । ଏନେଇ ଅଭିଯୋଗ କରିଛନ୍ତି ବାନ୍ଦା ଜିଲ୍ଲାର ରାମ ଜାନକୀ…

ଦେଶରେ ଆଜି ୨୨୧୯ ଜଣଙ୍କ ମୃତ୍ୟୁ, ୯୨ ହଜାର ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୨୧୯ ଜଣଙ୍କ…

OAS ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, (ଓଡିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଆଜି ଅଦଳବଦଳ କରାଯାଇଛି । ନୀତି ରଞ୍ଜନ ସେନଙ୍କୁ ରାଜ୍ୟ ଶ୍ରମ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି…

ଓଡ଼ିଶାରେ ମୃତ୍ୟୁସଂଖ୍ୟାରେ ଲାଗୁନାହିଁ ରୋକ୍: ଆଜି କରୋନାରେ ୪୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…

ଓଡ଼ିଶାରେ କମୁଛି କରୋନା: ଆଜି ଚିହ୍ନଟ ହେଲେ ୬୦୧୯ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…

ଓଡ଼ିଶାରୁ ହଟିବ ତାଲାବନ୍ଦ! ୧୨ଟି ଜିଲ୍ଲା ଅନଲକ୍ ହେବା ନେଇ ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେବେ ହେବ କୋହଳ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୬୨ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୬୨ ହଜାର ୨୭୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୪୭ ଲକ୍ଷ ୩୧…

ସରକାରୀ ହସ୍ପିଟାଲରେ ପଜିଟିଭ୍, ପ୍ରାଇଭେଟରେ ନେଗେଟିଭ୍, କେଉଁଟା ଠିକ୍? କରୋନାର ଭୁଲ୍ ରିପୋର୍ଟ ଯୋଗୁଁ ପେଶି ହେଉଛନ୍ତି ଜନସାଧାରଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ଓଡ଼ିଶାରେ ବର୍ତ୍ତମାନ କୋଭିଡ୍ କଟକଣା ଜାରି ରହିଛି । ତେବେ କିଛିଦିନର କଟକଣା ପରେ ଏବେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଅପରପକ୍ଷେ କରୋନା ରୋଗୀଙ୍କ ଦୈନିକ…

ଓଡ଼ିଶାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି, ଅପରପକ୍ଷେ ସଂକ୍ରମଣ କମୁଛି, କ’ଣ ହୋଇପାରେ ଏହା ପଛର ପ୍ରକୃତ କାରଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ ଲକଡାଉନ୍ ସହ ସପ୍ତାହାନ୍ତ ସଟଡାଉନ୍ ଜାରି ରହିଛି । ତେବେ କିଛିଦିନ ଧରି କରୋନା କଟକଣା ଜାରି ରହିବା ପରେ ରାଜ୍ୟରେ ବର୍ତ୍ତମାନ ପରିସ୍ଥିତି ସାମାନ୍ୟ ସୁଧୁରିଛି ।…