Breaking News ଓଡ଼ିଶା ସରକାର: ଡିସେମ୍ବର ୨୨ରେ ହେବ ଚାରିଟି ପରୀକ୍ଷା Manas Pradhan Dec 21, 2024 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିସେମ୍ବର ୨୨ ତାରିଖ ଅର୍ଥାତ ଆସନ୍ତାକାଲି ରବିବାର ଦିନ ଅନେକ ପଦ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ଏହି ଦିନ ମୋଟ ୪ଟି ପରୀକ୍ଷା ଅନୁଷ୍ଠିତ ହେବ । ଏହି ଦିନ ଜାତୀୟ ଆୟଭିତ୍ତିକ…
Breaking News ଡିସେମ୍ବର ୨୨ରେ ଅନୁଷ୍ଠିତ ହେବ NMMS ପରୀକ୍ଷା ୨୦୨୪-୨୫ Manas Pradhan Dec 21, 2024 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିସେମ୍ବର ୨୨ ତାରିଖ (ରବିବାର) ଦିନ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି (ଏନଏମଏମଏସ) ପରୀକ୍ଷା ୨୦୨୪-୨୫ ଅନୁଷ୍ଠିତ ହେବ । ପରୀକ୍ଷା ଦୁଇଟି ଶିଫ୍ଟରେ ଅନୁଷ୍ଠିତ ହେବ । ସକାଳ ୧୧ଟାରୁ ୧୨ଟା…
Breaking News ଉତ୍କଳ ହସ୍ପିଟାଲରେ ପ୍ରଥମ Transcatheter Aortic Valve Implantation (TAVI) ସଫଳତାର ସହ ସମ୍ପନ୍ନ Manas Pradhan Dec 21, 2024 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବେନେଶ୍ବରର ନିଳାଦ୍ରୀବିହାର ଠାରେ ଅବସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଲ୍ଟୀ ଉତ୍କଳ ହସ୍ପିଟାଲରେ ପ୍ରଥମ Transcatheter Aortic Valve Implantation (TAVI) ସଫଳତାର…
Breaking News ଜାନୁଆରୀ ୨୧ରେ ହେବ ଆସିଷ୍ଟାଣ୍ଟ ପ୍ରଫେସର ଲିଖିତ ପରୀକ୍ଷା Manas Pradhan Dec 21, 2024 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଷ୍ଟାଣ୍ଟ ପ୍ରଫେସର (ସୁପର ସ୍ପେଶାଲିଟି) ପଦର ଲିଖିତ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଥିବା ସରକାରୀ ମେଡିକାଲ…
Breaking News ନିର୍ବାଚନ ନିୟମ ସଂଶୋଧନ କଲେ କେନ୍ଦ୍ର ସରକାର: ଏଣିକି ନିର୍ବାଚନ ସହ ଜଡ଼ିତ କୌଣସି ଡକ୍ୟୁମେଣ୍ଟ ଜନତାଙ୍କ ପାଇଁ ଉପଲବ୍ଧ ହେବନାହିଁ Manas Pradhan Dec 21, 2024 ନୂଆଦିଲ୍ଲୀ: ନିର୍ବାଚନ ନିୟମରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଏଣିକି ସାଧାରଣ ଜନତା ଇଲୋକ୍ଟ୍ରୋନିକ ରେକର୍ଡ ମାଗିପାରିବେ ନାହିଁ । ଭାରତୀୟ ନିର୍ବାଚନ ଆୟୋଗ (ଇସି)ଙ୍କ…
Breaking News (Video) ଟେକ୍ନୋଲୋଜିର ଚମତ୍କାର! ନା କ୍ୟାଶ, ନା QR କୋଡ୍, କେବଳ ହାତ ଦେଖାଇଲେ ପେମେଣ୍ଟ ଆପେଆପେ ହୋଇଯାଉଛି Manas Pradhan Dec 21, 2024 ନୂଆଦିଲ୍ଲୀ: ଆଜିର ବିଜ୍ଞାନ ଯୁଗରେ ବୈଜ୍ଞାନିକମାନେ ନୂଆ ନୂଆ ଟେକ୍ନାଲୋଜି ବାହାର କରିବା ଫଳରେ ଅନେକ କାର୍ଯ୍ୟ ସହଜସାଧ୍ୟ ହୋଇଯାଉଛି । ତେବେ ଏହା ମଧ୍ୟରେ ଏକ ଟେକ୍ନାଲୋଜି ଅସମ୍ଭବକୁ ସମ୍ଭବ କରିଦେଇଛି । ଏଣିକି…
Breaking News ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବର୍ଷାରେ ଧାନ ନଷ୍ଟ ହେଲେ ଚାଷୀଙ୍କୁ ମିଳିବ କ୍ଷତିପୂରଣ Manas Pradhan Dec 21, 2024 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି । ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ…
Breaking News ଅଣ୍ଡର-୧୯ ମହିଳା ଏସିଆ କପ୍ ଫାଇନାଲରେ ଭାରତ: ଡିସେମ୍ବର ୨୨ରେ ଭାରତ-ବାଂଲାଦେଶ ଟାଇଟଲ ଲଢ଼େଇ Manas Pradhan Dec 21, 2024 ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ମହିଳା ଏସିଆ କପ୍ ଟି-୨୦ ଫାଇନାଲରେ ପହଞ୍ଚିଛି ଭାରତ । ସୁପର-୪ ରାଉଣ୍ଡର ଦ୍ୱିତୀୟ ମ୍ୟାଚରେ ପ୍ରତିପକ୍ଷ ଶ୍ରୀଲଙ୍କାକୁ ୪ ୱିକେଟରେ ପରାସ୍ତ କରି ଟିମ୍ ଇଣ୍ଡିଆ ଏହି ସଫଳତା ହାସଲ କରିଛି ।…
Breaking News ନାଲକୋରେ ବଡ଼ ନିଯୁକ୍ତି: ୫୧୮ଟି ଅଣ-କାର୍ଯ୍ୟନିର୍ବାହୀ ପଦ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି Manas Pradhan Dec 21, 2024 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ (ନାଲକୋ) ତରଫରୁ ୫୧୮ଟି ଅଣ-କାର୍ଯ୍ୟନିର୍ବାହୀ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ…
Breaking News (Video) କ୍ରିକେଟ ଜଗତ ଦେଖିବ ବଣମଲ୍ଲୀର ମହକ! ଜାହିର ଖାନଙ୍କ ପରି ବୋଲିଂ କରୁଥିବା ୧୨ ବର୍ଷୀୟା ଝିଅର ଭାଗ୍ୟ ବଦଳାଇଲେ ସଚିନ Manas Pradhan Dec 20, 2024 ନୂଆଦିଲ୍ଲୀ: ଅନେକ ସମୟରେ କିଛି ଗରିବ ତଥା ସାଧାରଣ ବର୍ଗର କମ୍ ବୟସର ପିଲାଙ୍କର ବିରଳ ପ୍ରତିଭା ସୋସିଆଲ ମିଡ଼ିଆ ଜରିଆରେ ସାମ୍ନାକୁ ଆସିଥାଏ । ବଣରେ ଫୁଟି ସେହିଠାରେ ହିଁ ମଉଳି ଯାଉଥିବା ଏପରି କୁନି ପ୍ରତିଭାଙ୍କ ଜୀବନ…