Breaking News ମେ ୧୮ରେ ହେବ JEE Advanced ପରୀକ୍ଷା ୨୦୨୫: ଘୋଷଣା ହେଲା ତାରିଖ Manas Pradhan Dec 2, 2024 ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ପରୀକ୍ଷା ୨୦୨୫ର ତାରିଖ ଘୋଷଣା କରିଛି ଆଇଆଇଟି କାନପୁର । ଯେଉଁ ପ୍ରାର୍ଥୀମାନେ ଏହି ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଥିଲେ ସେମାନେ ଜେଇଇ ଆଡଭାନ୍ସଡର…
Breaking News ସଂଶୋଧନ ହେବ ବ୍ୟାଙ୍କିଂ ନିୟମ: ଏଣିକି ଗୋଟିଏ ଆକାଉଣ୍ଟ ପାଇଁ ୪ ଜଣ ନୋମିନୀ ରଖିପାରିବେ ବ୍ୟାଙ୍କ ଗ୍ରାହକ! Manas Pradhan Dec 2, 2024 ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନର ନିୟମ ମୁତାବକ, ଜଣେ ଖାତାଧାରୀ ନିଜର ବ୍ୟାଙ୍କ ଆକାଉଣ୍ଟ ପାଇଁ କେବଳ ଜଣେ ମାତ୍ର ନୋମିନୀ ରଖିବାର ବ୍ୟବସ୍ଥା ରହିଛି…
Breaking News ମହାରାଷ୍ଟ୍ରକୁ ମିଳିବ ବିଜେପି ମୁଖ୍ୟମନ୍ତ୍ରୀ: ବିଧାୟକ ଦଳର ନେତା ଚୟନ ପାଇଁ ଦୁଇ ପର୍ଯ୍ୟବେକ୍ଷକ ନିଯୁକ୍ତ Manas Pradhan Dec 2, 2024 ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ୯ ଦିନ ବିତିଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏନଡିଏ ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ଗତ ୨୩ ତାରିଖରେ ଝାଡ଼ଖଣ୍ଡ…
Breaking News I Love You କହି ‘ବ୍ୟାଡ୍ ଟଚ୍’ କରୁଥିଲେ, ହାତ-ଗୋଡ଼ ମାଲିସ୍ କରାଉଥିଲେ ରସିକିଆ ଶିକ୍ଷକ: ୧୬ ଜଣ ଛାତ୍ରୀ ଆଣିଲେ ସଙ୍ଗୀନ୍ ଅଭିଯୋଗ Manas Pradhan Dec 1, 2024 ନୂଆଦିଲ୍ଲୀ: ଆମ ସମାଜରେ ଶିକ୍ଷକଙ୍କୁ ଏକ ସମ୍ମାନଜନକ ସ୍ଥାନ ଦିଆଯାଇଥାଏ । ତେବେ ଅନେକ ସମୟରେ କିଛି ଖରାପ ପ୍ରବୃତ୍ତିର ଶିକ୍ଷକଙ୍କ ପାଇଁ ସାରା ଶିକ୍ଷକ ଜାତିରେ କଳଙ୍କ ଲାଗିଥାଏ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼…
Featured ବିବାହ ପୂର୍ବରୁ ପ୍ରତ୍ୟେକ ଯୁବକ-ଯୁବତୀ ୭ଟି ମେଡିକାଲ ଟେଷ୍ଟ କରିବା ନିହାତି ଆବଶ୍ୟକ: ନଚେତ୍ ବସି ବସି ଖାଲି ଭାବିବା ହିଁ ସାର ହେବ Manas Pradhan Dec 1, 2024 ନୂଆଦିଲ୍ଲୀ: ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଏଥିରେ ଦୁଇଟି ଅଜଣା ମନ ପରସ୍ପର ସହ ନୂଆ ସମ୍ପର୍କରେ ବାନ୍ଧି ହୋଇଥାନ୍ତି । କୁହାଯାଏ, ହୋମ ନିଆଁକୁ ସାକ୍ଷୀ ରଖି ଉଭୟ ପୁଅ ଓ ଝିଅ ପରସ୍ପରଙ୍କୁ ସାତ ଜନମର ସାଥୀ ବୋଲି…
Breaking News ASO ଓ SA ପଦର ମୁଖ୍ୟ ଲିଖିତ ପରୀକ୍ଷାର ଟେକ୍ନିକାଲ ପେପର ସିଲାବସ୍ ବଦଳିଲା Manas Pradhan Dec 1, 2024 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ସହକାରୀ ପରିସଂଖ୍ୟାନ ଅଧିକାରୀ (ଏଏସଓ) ଓ ପରିସଂଖ୍ୟାନ ସହାୟକ (ଏସଏ) ପଦ ପାଇଁ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି…
Breaking News Waqf Boardକୁ ଭଙ୍ଗ କଲେ ଆନ୍ଧ୍ର ସରକାର: YSR କଂଗ୍ରେସ ଅମଳରେ ହୋଇଥିଲା ଗଠନ Manas Pradhan Dec 1, 2024 ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ସରକାର ଅମଳରେ ଗଠନ ହୋଇଥିବା ୱାକଫ ବୋର୍ଡକୁ ଭଙ୍ଗ କରିଛନ୍ତି ଏନ. ଚନ୍ଦ୍ରବାବୁ ନାଇଡ଼ୁଙ୍କ ନେତୃତ୍ୱାଧୀନ ଟିଡିପି ସରକାର । ୱାକଫ ବୋର୍ଡକୁ ନେଇ…
Breaking News (Video) ବ୍ୟାଟ୍ ଓ ପଡ଼ିଆ ଦେଲେ ‘ଧୋକ୍କା! ଡାଇମଣ୍ଡ ଡକର ଶିକାର ହେଲେ ବ୍ୟାଟ୍ସମ୍ୟାନ Manas Pradhan Dec 1, 2024 ନୂଆଦିଲ୍ଲୀ: ସାଧାରଣ ଭାବେ କ୍ରିକେଟକୁ ଏକ ଅନିଶ୍ଚିତତାର ଖେଳ ବୋଲି କୁହାଯାଇଥାଏ । ତେବେ ଅନେକ ସମୟରେ କ୍ରିକେଟ ପଡ଼ିଆରେ ଖେଳାଳିଙ୍କ ସହ ଏପରି କିଛି ଅଘଟଣ ଘଟିଥାଏ, ଯେଉଁ ସମୟରେ କେବଳ ଭାଗ୍ୟକୁ ଦୋଷ ଦେବା ଛଡ଼ା ଅନ୍ୟ…
Breaking News OSSC: ଡିସେମ୍ବର ୧୩ରେ ହେବ IGITର ନିର୍ଦ୍ଦେଶକ ପଦ ପାଇଁ ଡକ୍ୟୁମେଣ୍ଟ ଭେରିଫିକେସନ Manas Pradhan Dec 1, 2024 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଜିଆଇଟି)ର ନିର୍ଦ୍ଦେଶକ ପଦର ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ୧୩ ତାରିଖରେ ଆଇଜିଆଇଟିରେ ପୂରଣ…
Breaking News ‘Pushpa-2’ ଫିଲ୍ମର ଟିକେଟ୍ ହୋଇଗଲା ଶସ୍ତା! ମାତ୍ର ୯୫ ଟଙ୍କାରେ ବୁକିଂ କରିପାରିବେ ଦର୍ଶକ Manas Pradhan Dec 1, 2024 ନୂଆଦିଲ୍ଲୀ: ଅଲ୍ଲ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ ଆସନ୍ତା ୫ ତାରିଖରେ ପ୍ରେକ୍ଷାଳୟକୁ ଆସୁଛି । ଏହା ମଧ୍ୟରେ ଫିଲ୍ମର ଆଡଭାନ୍ସ ଟିକେଟ୍ ବୁକିଂ ପାଇଁ ଦର୍ଶକଙ୍କ ମଧ୍ୟରେ…