Breaking News ଟି-୨୦ କ୍ରିକେଟରେ ପ୍ରଥମ: ମ୍ୟାଚରେ ଦଳର ୧୧ ଜଣ ଯାକ ଖେଳାଳି ବୋଲିଂ କଲେ Manas Pradhan Nov 30, 2024 ନୂଆଦିଲ୍ଲୀ: କ୍ରିକେଟରେ ପ୍ରତ୍ୟେକ ମ୍ୟାଚରେ କିଛି ପୁରୁଣା ରେକର୍ଡ ଭାଙ୍ଗିବା ସହ ନୂଆ ରେକର୍ଡ ସ୍ଥାପିତ ହୋଇଥାଏ । ତେବେ ଏହା ମଧ୍ୟରେ ଟି-୨୦ କ୍ରିକେଟରେ ଏକ ପ୍ରଥମ ଘଟଣା ଦେଖିବାକୁ ମିଳିଛି । ମ୍ୟାଚ ସମୟରେ ଗୋଟିଏ…
Breaking News ଓଡ଼ିଶାରୁ ପ୍ରଥମ ଥର ଆବିଷ୍କାର ହେଲା ଦୁଇଟି ମହାସିର୍ ପ୍ରଜାତି ମାଛ: ‘ଭାରତୀୟ ନଦୀର ରାଜା’କୁ ସନ୍ଧାନ କଲେ CUO ଗବେଷକ Manas Pradhan Nov 30, 2024 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରୁ ପ୍ରଥମ ଥର ଆବିଷ୍କାର ହୋଇଛି ଦୁଇଟି ମହାସିର୍ ପ୍ରଜାତିର ମାଛ । ଏହି ମାଛକୁ ‘ଭାରତୀୟ ନଦୀର ରାଜା’ କୁହାଯାଉଥିବା ବେଳେ ଏହି ପ୍ରଜାତିର ମାଛ ସାୟପ୍ରିନୟଡ ପରିବାରର ଅନ୍ତର୍ଭୁକ୍ତ…
Breaking News (Video) ଓଡ଼ିଆରେ ଭାଷଣ ଦେଇ ଓଡ଼ିଶାବାସୀଙ୍କ ହୃଦୟ ଜିତିଲେ ପ୍ରଧାନମନ୍ତ୍ରୀ: ବିରୋଧୀ ହୋଇଗଲେ କାବା Manas Pradhan Nov 30, 2024 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୫୯ତମ ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀରେ ଯୋଗଦେବାକୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ…
Breaking News ମଝି ନଈରେ ଅଚାନକ ଓଲଟିଲା ଡଙ୍ଗା: ୨୭ ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ନିଖୋଜ Manas Pradhan Nov 30, 2024 ନୂଆଦିଲ୍ଲୀ: ଉତ୍ତର ନାଇଜେରିଆର ନାଇଜର ନଦୀରେ ଘଟିଛି ଏକ ବଡ଼ ଅଘଟଣ । ବଜାରକୁ ଖାଦ୍ୟ ନେଇ ଯାଉଥିବା ସମୟରେ ଅଚାନକ ଡଙ୍ଗା ଓଲଟି ପଡ଼ିବା ଫଳରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୧୦୦ରୁ ଅଧିକ ଲୋକ ନିଖୋଜ…
Breaking News ଅଷ୍ଟ୍ରେଲିଆକୁ ବଡ଼ ଝଟକା: ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ଜୋଶ ହେଜଲଉଡ୍ Manas Pradhan Nov 30, 2024 ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଆଡିଲେଡରେ ଦ୍ୱିତୀୟ ଟେଷ୍ଟ ଖେଳାଯିବାକୁ ଥିବାବେଳେ ତା’ ପୂର୍ବରୁ କଙ୍ଗାରୁ ଟିମକୁ ଲାଗିଛି ଏକ ବଡ଼ ଝଟକା । ଦଳର ଷ୍ଟାର ପେସର ଜୋଶ ହେଜଲଉଡ୍ ଆଡିଲେଡ୍ ଟେଷ୍ଟରୁ ବାଦ୍…
Breaking News ସାମନ୍ଥାଙ୍କ ପାଇଁ ଦୁଃଖ ଖବର: ଝିଅକୁ ଛାଡ଼ି ଆରପାରିକୁ ଚାଲିଗଲେ ବାପା Manas Pradhan Nov 30, 2024 ନୂଆଦିଲ୍ଲୀ: ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ପାଇଁ ଆସିଛି ଏକ ବଡ଼ ଦୁଃଖ ଖବର । ସାମନ୍ଥାଙ୍କୁ ହରାଇ ଆରପାରିକୁ ଚାଲିଯାଇଛନ୍ତି ତାଙ୍କର ବାପା ଜୋଶେଫ ପ୍ରଭୁ । ପିତାଙ୍କ ବିୟୋଗ ବାବଦରେ ଅଭିନେତ୍ରୀ ସୋସିଆଲ…
Breaking News OSSC ନିଯୁକ୍ତି: ASO ଓ SA ପଦ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ Manas Pradhan Nov 30, 2024 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ପୁଣି ଆସିଛି ନିଯୁକ୍ତି ସୁଯୋଗ । ସହକାରୀ ପରିସଂଖ୍ୟାନ ଅଧିକାରୀ ଓ ପରିସଂଖ୍ୟାନ ସହାୟକ ପଦରେ ୧୭୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବେ…
Breaking News (Video) ବିରଳ ସଂଯୋଗ! ନଭେମ୍ବର ୨୭ ଲେଖିଲା ପାଣ୍ଡିଆନଙ୍କ ଜୀବନରେ ୩ଟି ଇତିହାସ Manas Pradhan Nov 28, 2024 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବାର ୬ ମାସ ପରେ ସାମ୍ନାକୁ ଆସିଛନ୍ତି ଭି. କାର୍ତ୍ତିକ ପାଣ୍ଡିଆନ୍ । ନଭେମ୍ବର ୨୭ ତାରିଖ ବୁଧବାର ଦିନ କଟକ ନିକଟ ତ୍ରିଶୁଳିଆ ଠାରେ ଥିବା ଏକ ବିବାହ…
Breaking News ବିଧାୟକଙ୍କର କଟିଲା ଟ୍ରାଫିକ୍ ଚାଲାଣ: କଥା ନ ମାନିବାରୁ ଗାଡ଼ିର ଡ୍ରାଇଭରଙ୍କ ଚାକିରି ଗଲା Manas Pradhan Nov 28, 2024 ନୂଆଦିଲ୍ଲୀ: ଅନେକ ସମୟରେ ଟ୍ରାଫିକ୍ ନିୟମ ଅବମାନନା କାରଣରୁ ଅନେକ ଲୋକଙ୍କର ଚାଲାଣ କଟିଥାଏ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଜଣେ ବିଜେପି ବିଧାୟକଙ୍କର ଗାଡ଼ିର ଟ୍ରାଫିକ୍ ଚାଲାଣ କାଟିଛି ଟ୍ରାଫିକ୍ ପୋଲିସ ।…
Breaking News (Video) ଭାରତର ଜଣେ କ୍ରିକେଟରଙ୍କ ସନ୍ନ୍ୟାସ ଘୋଷଣା: ବିରାଟ କୋହଲିଙ୍କ ସହ ଖେଳିଥିଲେ ବିଶ୍ୱକପ Manas Pradhan Nov 28, 2024 ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଜଣେ ଦ୍ରୁତ ବୋଲର ଅବସର ଘୋଷଣା କରିଛନ୍ତି । ଏନେଇ ଖେଳାଳି ଜଣଙ୍କ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି । ଏହି ଖେଳାଳି ଟିମ୍ ଇଣ୍ଡିଆ ପାଇଁ ଦିନିକିଆ ଓ ଟି-୨୦…