ଅଣ୍ଡର-୧୯ ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ଓଡ଼ିଶାକୁ ସ୍ୱର୍ଣ୍ଣ: କମାଲ କଲେ ଓଡ଼ିଆ ଝିଅ ବିଶାଖା ଟୋପ୍ପୋ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ା କ୍ଷେତ୍ରରେ ପୁଣି ଥରେ ଏକ ବଡ଼ ସୁନାମ ଆଣିଛି ଓଡ଼ିଶା । ୪୭ତମ ଜାତୀୟ କନିଷ୍ଠ (ଅଣ୍ଡର-୧୯) ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶାକୁ ମିଳିଛି ସ୍ୱର୍ଣ୍ଣ ପଦକ । ବାଳିକା ଏକକରେ…