HDFC ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା: ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କର UPI ସେବା

ନୂଆଦିଲ୍ଲୀ: ଏଚଡିଏଫସିର ବ୍ୟାଙ୍କର ସମସ୍ତ ଗ୍ରାହକଙ୍କ ପାଇଁ ଆସିଛି ଏକ ଜରୁରୀ ସୂଚନା । ଦୁଇଦିନ ପର୍ଯ୍ୟନ୍ତ ବ୍ୟାଙ୍କର ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ସେବା ଉପଲବ୍ଧ ହେବ ନାହିଁ । ଏହି ଅବଧିରେ ଏଚଡିଏଫସି…

ପଶ୍ଚିମ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ବଲାଙ୍ଗିର ଜିଲ୍ଲାରେ ୮୯୦ କୋଟି ଟଙ୍କାର ୮୩ଟି ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଶ୍ଚିମ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ଏକ ବଡ଼ ଉପହାର ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଜିଲ୍ଲାରେ ୮୯୦ କୋଟି ଟଙ୍କାର ୮୩ଟି ପ୍ରକଳ୍ପର ଶୁଭାରମ୍ଭ…

ବିଜେପି ବିଧାୟକ ଦେବେନ୍ଦ୍ର ସିଂହ ରାଣାଙ୍କ ପରଲୋକ: ଭାଇଙ୍କୁ ହରାଇ ଭାଙ୍ଗିପଡ଼ିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ଜମ୍ମୁ କଶ୍ମୀରର ବିଜେପି ବିଧାୟକ ଦେବେନ୍ଦ୍ର ରାଣାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଶ୍ରୀ ରାଣାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ପରିବାରରେ ନିଜର ପତ୍ନୀ,…

ବ୍ୟାଙ୍କ ଅଫ୍ ବରୋଦା ନିଯୁକ୍ତି: ୫୯୨ ପଦ ପୂରଣ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ବ୍ୟାଙ୍କିଂ କ୍ଷେତ୍ରରେ ଚାକିରି କରିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ବ୍ୟାଙ୍କ ଅଫ୍ ବରୋଦା (ବିଓବି) ପକ୍ଷରୁ ୫୯୨ଟି ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି ।…

OPSC: ସହକାରୀ ମତ୍ସ୍ୟ ଅଧିକାରୀ ପଦର ଡକ୍ୟୁମେଣ୍ଟ ଯାଞ୍ଚ ଓ ଇଣ୍ଟରଭ୍ୟୁ ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହକାରୀ ମତ୍ସ୍ୟ ଅଧିକାରୀ ପଦର ଡକ୍ୟୁମେଣ୍ଟ ଯାଞ୍ଚ ଓ ଇଣ୍ଟରଭ୍ୟୁ ତାରିଖ ଘୋଷଣା କରାଯାଇଛି । ଗତ ଜୁଲାଇ ମାସ ୨୧ ତାରିଖରେ ଏହି ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମୋଟ ୨୧ ଜଣ…

ଡିସେମ୍ବରରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି: ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଜନାଭିମୁଖୀ ଯୋଜନା ସୁଭଦ୍ରା ଯୋଜନାର ତୃତୀୟ କିସ୍ତି କେବେ ମିଳିବ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଥିବା ବେଳେ ଏବେ ଚତୁର୍ଥ କିସ୍ତିକୁ ନେଇ ସୂଚନା…

GATE 2025: ନଭେମ୍ବର ୧୦ ପର୍ଯ୍ୟନ୍ତ ବଢ଼ିଲା ଆପ୍ଲିକେସନ ଫର୍ମ ସଂଶୋଧନର ଅନ୍ତିମ ତାରିଖ

ନୂଆଦିଲ୍ଲୀ: ଗ୍ରାଜୁଏଟ ଆପ୍ଲିଟ୍ୟୁଡ ଟେଷ୍ଟ ଇନ୍ ଇଞ୍ଜିନିୟରିଂ (ଗେଟ) ୨୦୨୫ ପାଇଁ ରେଜିଷ୍ଟ୍ରେସନ କରୁଥିବା ପ୍ରାର୍ଥୀମାନେ ନିଜର ଆପ୍ଲିକେସନ ଫର୍ମରେ ସଂଶୋଧନ କରିପାରିବେ । ଆପ୍ଲିକେସନ ଫର୍ମ ସଂଶୋଧନ କରିବାର ଅନ୍ତିମ…

(Video) ଦୀପାବଳିର ବାଣରେ ଧୂଆଁମୟ ହେଲା ରାଜଧାନୀର ଆକାଶ: ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାରେ ଜନସାଧାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଥିବା ବେଳେ ଏବେ ସମାନ ସ୍ଥିତି ଦେଖିବାକୁ ମିଳିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ । ଅକ୍ଟୋବର ୩୧ରେ…

ଦେଶର ପ୍ରଥମ ‘Analog Space Mission’ ଆରମ୍ଭ ହେଲା: ଅନ୍ୟ ଗ୍ରହରେ ଭାରତୀୟ ମହାକାଶଚାରୀ କିପରି ରହିବେ, ତାହା ମିଶନର ମୁଖ୍ୟ ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ଦେଶର ପ୍ରଥମ ‘ଆନାଲଗ୍ ସ୍ପେସ୍ ମିଶନ’ ଆରମ୍ଭ ହୋଇଛି । ଗଗନଯାନ ମିଶନରେ ନିୟୋଜିତ ହୋଇଥିବା ସାଇଣ୍ଟିଷ୍ଟଙ୍କ ଠାରୁ ଆରମ୍ଭ କରି ୟୁନିଭରସିଟିର ଏକାଡେମିକ, ଆଇଆଇଟିର ଇଞ୍ଜିନିୟର ସାମିଲ ହୋଇଛନ୍ତି । ଏହି…

ବଡ଼ ଦୁଃଖ ଖବର: ପରଲୋକରେ ବିଶିଷ୍ଟ ଫେସନ ଡିଜାଇନର ରୋହିତ ବଲ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର, ବିଶିଷ୍ଟ ଫେସନ ଡିଜାଇନର ରୋହିତ ବଳ ଆଉ ନାହାନ୍ତି । ଗତ ବର୍ଷ ଠାରୁ ହୃଦ ସହ ସମ୍ବନ୍ଧିତ ବୀମାରୀରେ ସଂକ୍ରମିତ ଥିବା ରୋହିତଙ୍କ ପରଲୋକ ଘଟିଛି । ଦୁଇ ସପ୍ତାହ ପୂର୍ବରୁ ରୋହିତ…