୧୫ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ: ୧୦ ବର୍ଷ ପାଇଁ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଅପରାହ୍ଣ ୫.୩୦ରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ…

ପ୍ରସିଦ୍ଧ ଲେଖକ ତାରେକ ଫତହଙ୍କ ପରଲୋକ

ନୂଆଦିଲ୍ଲୀ: ଜଣାଶୁଣା ସ୍ତମ୍ଭକାର ତଥା ଲେଖକ ତାରେକ ଫତହ ଆଉ ନାହାନ୍ତି । ତାରେକ କ୍ୟାନସରରେ ସଂକ୍ରମିତ ହୋଇ ଗତ କିଛିଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ନେଇ ତାଙ୍କ ଝିଅ ନତାଶା ଫତହ ସ୍ପଷ୍ଟ…

ସେଲଫି ନେଉଛି ଜୀବନ: ଏଣିକି ସେଲଫି ନେଲେ ୨୫ ହଜାର ଜରିମାନା ଗଣିବେ, ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲାଗୁ ହେବ ନିୟମ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସେଲଫି ନିଶା ଯୁବପୀଢ଼ିଙ୍କ ମଧ୍ୟରେ ଖୁବ୍ ଦେଖିବାକୁ ମିଳୁଛି । ସାଧାରଣ ଭାବେ ସେଲଫି ନେଲେ ଯଦିଓ ସେପରି କିଛି ଅସୁବିଧା ହୁଏ ନାହିଁ, ତେବେ ଅନେକ ସମୟରେ ଅସାବଧାନତା ହିଁ ବିପଦକୁ ଡାକି…

ରାହୁଲ ଗାନ୍ଧିଙ୍କର ମ୍ୟାରେଜ୍ ହୋଇଗଲା? ଏଇ ବିଜ୍ଞାପନକୁ ଥରେ ଦେଖନ୍ତୁ

ନୂଆଦିଲ୍ଲୀ: ଗତ ୨୨ ତାରିଖରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ନୂଆଦିଲ୍ଲୀ ସ୍ଥିତ ୧୨ ତୁଗଲକ ଲେନ ସରକାର ବଙ୍ଗଳା ଛାଡ଼ିଥିଲେ । ମୋଦୀ ସରନେମ ମାମଲାରେ ରାହୁଲଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଥିଲା । ଏହି…

NTPC ପକ୍ଷରୁ ବାହାରିଲା ଅନେକ ପଦ: ମାସିକ ଦରମା ୪୦-୫୦ ହଜାର

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ (ଏନଟିପିସି) ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ମାଇନ…

ଭାରତୀୟ ସର୍କସର ପିତାମହ ଚାଲିଗଲେ: ଜେମିନୀ ଶଙ୍କରନ ଆଉ ନାହାନ୍ତି

ନୂଆଦିଲ୍ଲୀ: ଭାରତୀୟ ସର୍କସ ଜଗତର ପିତାମହ ଆଉ ନାହାନ୍ତି । ଜେମିନୀ ସର୍କସର ସଂସ୍ଥାପକ ଜେମିନୀ ଶଙ୍କରନ ଓରଫ ଏମବି ଶଙ୍କରନଙ୍କ ମୃତ୍ୟୁ ଘଟିଛି । କେରଳର କନ୍ନୁର ସ୍ଥିତ ନିଜ ବାସଭବନରେ ଶଙ୍କରନଙ୍କ ପରଲୋକ ଘଟିଛି ।…

ଭବିଷ୍ୟତର ବିଶ୍ୱ ପାଇଁ ସତର୍କ ଘଣ୍ଟି: ରୁଷ-ୟୁକ୍ରେନ ଯୁଦ୍ଧ ବଢ଼ାଇଲା ଚିନ୍ତା, ଆହତଙ୍କ ଠାରେ କାମ କରୁନି ଆଣ୍ଟିବାୟୋଟିକ- ଭୟଙ୍କର ରିସର୍ଚ୍ଚ…

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧର ଭୟଙ୍କର ପରିଣତ ଆଜି ସାରା ବିଶ୍ୱ ଭୋଗୁଛି । ତଥାପି ଏହି ଦୁଇ ଦେଶ ନିଜର ଜିଦରେ ଅଟଳ ରହି ଯୁଦ୍ଧ ସମାପ୍ତି ଘୋଷଣା କରୁନାହାନ୍ତି । ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ)ରେ…

(Video) ମାତୃଶକ୍ତି ଆଗରେ ହାର ମାନିଲା ବାଘର ଗର୍ଜନ! ଦୌଡ଼ି ପଳାଇଲା ଶତ୍ରୁ, ବାଛୁରୀ ଜୀବନ ବଞ୍ଚାଇଲା ମାଆ ଗାଈ

ନୂଆଦିଲ୍ଲୀ: ଏ ବିଶ୍ୱ ବ୍ରହ୍ମାଣ୍ଡରେ ମାଆକୁ ଏକ ଶ୍ରେଷ୍ଠ ଆସନ ଦିଆଯାଇଥାଏ । ମାଆର ମମତାର ମୂଲ୍ୟ ଏ ସୃଷ୍ଟିରେ କେହି ଦେଇ ପାରିନାହାନ୍ତି କି ଦେଇ ପାରିବେ ନାହିଁ । ଗୋଟିଏ ଛୁଆକୁ ଜନ୍ମ ଦେବା ପାଇଁ ଗୋଟିଏ ମାଆ ଯେତିକି…

ପୁଣି ଏକ ଚିତାର ମୃତ୍ୟୁ: ଆଖି ବୁଜିଲା ୬ ବର୍ଷୀୟ ‘ଉଦୟ’, ଦୁଇ ମାସରେ ଦୁଇ ଚିତା ଚାଲିଗଲେ

ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିବସ ଅବସରରେ ଦକ୍ଷିଣ ଆଫ୍ରିକାର ନାମିବିଆରୁ ୮ଟି ଚିତା ଅଣାଯାଇଥିଲା । ୫ଟି ମହିଳା ଓ ୩ଟି ପୁରୁଷ ଚିତାଙ୍କୁ…

World Bank- UN Report: ଭାରତ ଓ ଚାଇନା ପ୍ରତିଯୋଗିତା, ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ କାହାର ସ୍ଥାନ କେଉଁଠି

ନୂଆଦିଲ୍ଲୀ: ଜନସଂଖ୍ୟା ଦୃଷ୍ଟିରୁ ଭାରତ ଚୀନକୁ ଟପି ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି । ତେବେ ଭାରତର ଜନସଂଖ୍ୟା ଏବେ ୧୪୨.୮୬ କୋଟି ରହିଥିବା ବେଳେ ଚୀନର ଜନଂସଖ୍ୟା ୧୪୨.୫୭ କୋଟି ରହିଛି । ଅର୍ଥାତ ଦୁଇ ଦେଶର…