ନୂଆ ଦଳ ଗଠନ କରିବେ ପାଇଲଟ? ଆଗକୁ ବିଧାନସଭା ନିର୍ବାଚନ, ରାଜସ୍ଥାନ ରାଜନୀତିରେ ବିସ୍ଫୋରଣ ଘଟିବ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ବାତାବରଣ ସେଇ ଅନୁପାତରେ ସରଗରମ୍ ହେବାରେ ଲାଗିଛି । ସାଧାରଣ ଭାବେ ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କରେ…

ବିଶ୍ୱର ସବୁଠାରୁ ବଡ଼ ସୁନା ଚୋରି! ଏୟାରପୋର୍ଟରୁ ସୁନା ଭର୍ତ୍ତି କଣ୍ଟେନରକୁ ଉଡ଼ାଇନେଲା ଚତୁର ଚୋର

ନୂଆଦିଲ୍ଲୀ: ସରକାରଙ୍କ ତରଫରୁ ଯେତେ କଠୋର ନିୟମ ଲାଗୁ କରାଗଲେ ମଧ୍ୟ ଚୋରମାନେ ଏ କ୍ଷେତ୍ରରେ ଦୁଇପାଦ ଆଗରେ ରହିଛନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପାଖାପାଖି ୧୨୦ କୋଟି ଟଙ୍କାର ସୁନା ଚୋରି…

ଡାକ୍ତରଙ୍କ ପାଇଁ ଲାଗୁହେଲା DACP ରୁଲ୍: କ୍ୟାରିୟରରେ ହେବ ୪ ଥର ପଦୋନ୍ନତି, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସ୍ୱାସ୍ଥ୍ୟକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯେଗାଇ ଦେବା ପାଇଁ…

Bourn Vita ଶିଶୁଙ୍କ ପାଇଁ ହାନୀକାରକ: ଡାଇବେଟିସ, କ୍ୟାନସର ସମସ୍ୟା ବଢ଼ୁଛି, ଭିଡିଓ ଭାଇରାଲ ପରେ କମ୍ପାନୀ ପଠାଇଲା ନୋଟିସ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି । ତେବେ ଏହିସବୁ ଭାଇରାଲ ଭିଡିଓ ମଧ୍ୟରୁ କିଛି ସଚେତନତାର ବାର୍ତ୍ତା ପ୍ରଦାନ କରୁଥିବା ବେଳେ ଆଉ କିଛି ଆମ ସମାଜ ତଥା ଯୁବବର୍ଗଙ୍କ…

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ଖୁସି ଖବର: ଅନ୍ୟ ରାଜ୍ୟରେ ଖୋଲିବ ସହାୟତା କକ୍ଷ, ନୂଆ ଯୋଜନା ପ୍ରସ୍ତୁତ କଲା ରାଜ୍ୟ ଶ୍ରମ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କ ସମସ୍ୟା ଦୂର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରୁଛନ୍ତି । ଗରିବଙ୍କୁ ମାଗଣାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିଜାତ ସାମଗ୍ରୀ…

ବିବାହ, ବ୍ରତଘର ଭୋଜିରେ ମିଳିବ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ: ଓଡ଼ିଶା କ୍ୟାଟେରିଂ ଆସୋସିଏସନର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମାଣ୍ଡିଆ ଚାଷର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତିବର୍ଷ ନଭେମ୍ବର ମାସ ୧୦ ତାରିଖରେ ‘ମାଣ୍ଡିଆ ଦିବସ’ ପାଳନ କରିବାକୁ ରାଜ୍ୟ ସରକାର…

ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଲାଗିବନି Income Tax!

ନୂଆଦିଲ୍ଲୀ: ଇନକମ ଟ୍ୟାକ୍ସ ପ୍ରଦାନକାରୀଙ୍କ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି । ଅଧିକାଂଶ ଲୋକ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ ହେଁ ସେମାନେ ଇନକମ୍ ଟ୍ୟାକ୍ସକୁ ନେଇ…

DEO-LDC ପଦ ଖାଲି: ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ପକ୍ଷରୁ ବାହାରିଲା ନିଯୁକ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ତରଫରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ), କନିଷ୍ଠ…

ଜ୍ୟାକ ଡୋର୍ସି ଲଞ୍ଚ କଲେ ଟ୍ୱିଟରର ବିକଳ୍ପ ‘Bluesky’

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ସହପ୍ରତିଷ୍ଠାତା ଓ ପୂର୍ବତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଜ୍ୟାକ ଡୋର୍ସି ଏକ ନୂଆ ଆପ୍ଲିକେସନ ଲଞ୍ଚ କରିଛନ୍ତି । ଏହି ଆପ୍ଲିକେସନ ନାମ ହେଉଛି…

ଭାଇରସର ନାମ ‘Mirus’: ସାରା ବିଶ୍ୱର ସମୁଦ୍ରରେ କାୟା ବିସ୍ତାର କଲାଣି, ଜଳରୁ କାର୍ବନ ଓ ପୋଷକ ତତ୍ତ୍ୱକୁ ନଷ୍ଟ କରିଦେବ,…

ନୂଆଦିଲ୍ଲୀ: ସାରା ଦୁନିଆରେ ପୁଣି ଥରେ ଭୟଙ୍କର କରୋନା ଭାଇରସ ତାଣ୍ଡବ ମଚାଇବା ଆରମ୍ଭ କରିଦେଇଥିବା ବେଳେ ଭାରତରେ ମଧ୍ୟ ଧୀରେଧୀରେ କାୟା ବିସ୍ତାର କରୁଛି । ତେବେ ଏନେଇ କେନ୍ଦ୍ର ସରକାରଙ୍କ ଆଲର୍ଟ ମୋଡ଼କୁ ଆସିବା ସହ…