fbpx

Sumo Wrestler ଖାଆନ୍ତି କ’ଣ: କେତେ ଘଣ୍ଟା ବ୍ୟାୟାମ କରନ୍ତି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ପୁରୁଷ ହୁଅନ୍ତୁ କି ମହିଳା ଜଣଙ୍କର ଖାଦ୍ୟ କେତେ କେତେ ତାହା ଆପଣମାନେ ସହଜରେ ଅନୁମାନ କରିପାରିବେ । ତେବେ ଆପଣମାନେ କେବେ ଭାବିଛନ୍ତି ସୁମୋ କୁସ୍ତିଯୋଦ୍ଧାଙ୍କ ଡାଏଟ୍ ବିଷୟରେ । ଏହି ସୁମୋ ରେସଲର…

ଅକ୍ଟୋବର ୧ରୁ ଦେଶରେ ଲଞ୍ଚ ହେବ 5G ମୋବାଇଲ ସର୍ଭିସ, PM ମୋଦୀ କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ଦେଶରେ ୫ଜି ମୋବାଇଲ ସେବା ଲଞ୍ଚ ହେବ । ଏହି ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ…

HSRP Deadline ବଢ଼ିବ! ଅକ୍ଟୋବର ୧ରୁ ୧୦ ହଜାର ଫାଇନ୍, ନମ୍ବର ପ୍ଲେଟ୍ ପାଇଁ କଲବଲ ହେଉଛନ୍ତି ଜନସାଧାରଣ

ନୂଆଦିଲ୍ଲୀ: ଆସନ୍ତା ୩୦ ତାରିଖରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (ଏଚଏସଆରପି) ସମୟସୀମା ସମାପ୍ତ ହେବ । ୨୦୧୯, ଏପ୍ରିଲ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ି (୧, ୨, ୩, ୪ ଶେଷ ନମ୍ବର) ଏହି ଅବଧି…

କେନ୍ଦ୍ର ସରକାର ଲାଗୁ କରିବେ ନୂଆ ପ୍ରମୋସନ ନିୟମ: କର୍ମଚାରୀ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପ୍ରମୋସନ ପାଇଁ ସର୍ବନିମ୍ନ ସେବା ସର୍ତ୍ତର ନିୟମରେ ବଡ଼ଧରଣର ପରିବର୍ତ୍ତନ ହେବାକୁ ଯାଉଛି । କେନ୍ଦ୍ର କର୍ମଚାରୀ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏ…

ମାଆ ଗର୍ଭରେ ଥିବା ଶିଶୁ ସ୍ୱାଦ ଓ ଗନ୍ଧ ବାରି ପାରୁଛି: ଅଲଟ୍ରାସାଉଣ୍ଡ ଶୁଟିଂ ବୈଜ୍ଞାନିକଙ୍କ ନିଦ ହଜାଇଲା

ନୂଆଦିଲ୍ଲୀ: ବହୁବର୍ଷ ପୂର୍ବେ ବୈଜ୍ଞାନିକମାନେ ଅନୁଭବ କରିଥିଲେ ଯେ, ମାତୃ ଗର୍ଭରେ ଥିବା ସମୟରେ ଶିଶୁଟି କୌଣସି ପ୍ରକାରର ସ୍ୱାଦକୁ ବାରି ପାରେ । କାରଣ ସେ ସମୟରେ ଶିଶୁଟି ସିଧାସଳଖ ଖାଦ୍ୟ ପାଇ ପାରିନଥାଏ । ଏପରି…

ଚୋର ପାଇଁ ମଟନ୍ ଶସ୍ତା: ଛେଳି ବୋଝେଇ କଣ୍ଟେନର ଓଲଟିଲା, ସଙ୍ଗେସଙ୍ଗେ ହୋଇଗଲା ଲୁଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖପାଖରେ କିଛି ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ । ଜଣେ ଲୋକ ବିପଦରେ ପଡ଼ିଥିବା ସମୟରେ ଅନ୍ୟମାନେ ତାକୁ ସାହାଯ୍ୟ କରିବା ତ ଦୂରର କଥା, ନିଜର ସ୍ୱାର୍ଥ ପୂରଣ ପାଇଁ…

Golden Blood କ’ଣ: ବିଶ୍ୱର ମାତ୍ର ୪୩ ଜଣଙ୍କଠାରୁ ବୈଜ୍ଞାନିକମାନେ ଚିହ୍ନଟ କରିଛନ୍ତି ଏହି ବିରଳ-ସୁପର ରକ୍ତ

ନୂଆଦିଲ୍ଲୀ: ମଣିଷ ଶରୀର ପାଇଁ ରକ୍ତର ଗୁରୁତ୍ୱ କେତେ ତାହା ବୋଧହୁଏ କାହାକୁ ଅଜଣା ନଥିବ । ତେବେ ମଣିଷର ଶରୀରରେ ବିଭିନ୍ନ ପ୍ରକାରର ବ୍ଲଡ୍ ଗ୍ରୁପ ରହିଥାଏ । ସେଥିମଧ୍ୟରେ ଏ, ବି, ଏବି ଏବଂ ଓ ରହିଛି । ଏହି…

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ: ସମସ୍ତ ଜିଲ୍ଲାପାଳ, ଏସପି, ସିଡିଏମଙ୍କୁ ଚିଠି, ନିର୍ଦ୍ଦେଶନାମା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କାର୍ଯ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଶାରୀରିକ ଭାବେ ଆକ୍ରମଣ କରାଯାଉଛି । ନିକଟରେ ରାଜ୍ୟର ଅନେକ ସ୍ଥାନରୁ ଏଭଳି ଅଭିଯୋଗ ସବୁ ଆସୁଛି । ତେବେ ଡାକ୍ତରଙ୍କ ଉପରେ…

ଆସନ୍ତା ୬ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ! ଜାଣନ୍ତୁ ଏନେଇ କ’ଣ କହିଲେ କେନ୍ଦ୍ର ଖାଦ୍ୟ ସେକ୍ରେଟାରୀ

ନୂଆଦିଲ୍ଲୀ: ଦେଶର କୋଟି କୋଟି ଲୋକଙ୍କୁ କେନ୍ଦ୍ର ସରକାର ଏକ ଖୁସି ଖବର ଦେଇ ପାରନ୍ତି । ଆସନ୍ତା ୬ ମାସ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ମାଗଣା ରାସନ ସାମଗ୍ରୀ ମିଳିପାରେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା…

ରାଜଧାନୀରେ ଉଦଘାଟିତ ହେଲା ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ୯ଟି ପ୍ରମୁଖ ସ୍ୱାସ୍ଥ୍ୟ ସେବା ପାଇବେ ୨୦ ହଜାର ଜନତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲୋକାର୍ପିତ ହୋଇଛି । ଏଥିରେ ୯ଟି ପ୍ରମୁଖ ସ୍ୱାସ୍ଥ୍ୟ ସେବା ମିଳିବା ସହ ଏହାଦ୍ୱାରା ୨୦ ହଜାର ସ୍ଥାନୀୟ…