fbpx

ପୁରୁଷମାନେ ମାଂସ ଖାଇବା ଛାଡ଼ନ୍ତୁ, ମହିଳାମାନେ Sex Strike କରନ୍ତୁ: PETAର ଅପିଲକୁ ନେଇ ବଢ଼ିଲା ବିବାଦ

ନୂଆଦିଲ୍ଲୀ: ଅଧିକ ମାଂସ ଖାଉଥିବା ପୁରୁଷମାନେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ପାଇଁ ଦାୟୀ । ପୁରୁଷମାନେ ଏଥିରୁ ନିବୃତ୍ତ ରହିବା ଦରକାର । ଅଧିକ ମାଂସ ଖାଉଥିବା ପୁରୁଷଙ୍କ ସହ ମହିଳାମାନେ ଯୌନ ସମ୍ପର୍କ ରକ୍ଷା କରିବା…

ONGCରେ ୮୭୧ଟି ପଦବୀ ଖାଲି, ଅନଲାଇନ ଆବେଦନ ଆରମ୍ଭ ହୋଇଗଲାଣି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଅଏଲ ଆଣ୍ଡ ଗ୍ୟାସ କର୍ପୋରେସନ (ଓଏନଜିସି) ଲିମିଟେଡ ପକ୍ଷରୁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । କେମିଷ୍ଟ, ଜିଓଲୋଜିଷ୍ଟ, ଟ୍ରାନ୍ସପୋର୍ଟ ଅଫିସର ସହ ଆହୁରି…

Carbon Dating କ’ଣ: ଏହାଦ୍ୱାରା ଜ୍ଞାନବାପୀରୁ ମିଳିଥିବା ‘ଶିବଲିଙ୍ଗ’ର ବୟସ କେମିତି ଜଣାପଡ଼ିବ, ଜାଣନ୍ତୁ ବିସ୍ତୃତ ବୈଜ୍ଞାନିକ ତଥ୍ୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣସୀ ଜ୍ଞାନବାପୀ ପରିସରରେ ଥିବା ‘ଶିବଲିଙ୍ଗ’ର ସଠିକ୍ ବୟସ ଜାଣିବା ପାଇଁ କାର୍ବନ ଡେଟିଂ କରିବା ପାଇଁ ଦାବି କରାଯାଉଛି । ଏହି ମାମଲାର ଶୁଣାଣି ଆସନ୍ତା ୨୯ ତାରିଖରେ କରାଯିବ । ତେବେ…

AIIMS Delhiର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଡ. ଏମ. ଶ୍ରୀନିବାସ

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ଦିଲ୍ଲୀର ନୂଆ ନିର୍ଦ୍ଦେଶକ ଭାବେ ଡ. ଏମ. ଶ୍ରୀନିବାସ ନିଯୁକ୍ତି ପାଇଛନ୍ତି । ଡ. ଶ୍ରୀନିବାସ ଏହା ପୂର୍ବରୁ ଇଏସଆଇସି ମେଡିକାଲ କଲେଜ ଆଣ୍ଡ…

ପୃଥିବୀରୁ ବେଙ୍ଗ ଜାତି ଲୋପ ପାଉଛି, ତେଣୁ ମଶା ବଂଶ ବଢ଼ୁଛି: ମଣିଷ ଡେଙ୍ଗୁ, ମ୍ୟାଲେରିଆ, ଚିକନଗୁନିଆରେ ରୋଗଗ୍ରସ୍ତ ହେଉଛି- ରିସର୍ଚ୍ଚ ଖୁଲାସା

ନୂଆଦିଲ୍ଲୀ: ଦିନକୁ ଦିନ ଆମ ପୃଥିବୀ ପୃଷ୍ଠରୁ ବେଙ୍ଗ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତେବେ ବେଙ୍ଗ ସମାପ୍ତ ହେବା କାରଣରୁ ମଣିଷକୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ୁଛି । ଏଥିପାଇଁ ମଣିଷ ଅଧିକ ମାତ୍ରାରେ…

(Video) ଦୀନେଶ ତୁ ବାହା ବେଦୀରେ ବସିବୁ, ଆଉ ମୁଁ ତୋ ଘର ଆଗରୁ ୬ ଖଣ୍ଡ କାଠରେ ଯିବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନେଶ ତୁ ବାହା ବେଦୀରେ ବସିବୁ ଆଉ ମୁଁ ଏଠି ଛ’ ଖଣ୍ଡ କାଠରେ ଯିବି । ତୁ ଆଉ କାହାର ମଥାରେ ସିନ୍ଦୁର ଦେଉଥିବୁ ଆଉ ଏଠି ମୋତେ ଶେଷ ଦର୍ଶନ କରିବାକୁ ଲୋକେ ଆସୁଥିବେ । ତୋ ଘର ହସ ଖୁସିରେ…

ଅକ୍ଟୋବର ମାସରେ ଖାଲି ମଜା: ୨୧ ଦିନ ବ୍ୟାଙ୍କ ଛୁଟି, ପୂର୍ବରୁ କାମ ସାରିଦେବା ଭଲ

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ସିଜିନ୍ ଚାଲିଥିବା ବେଳେ ଆସନ୍ତା ମାସରେ ଦଶହରା ପଡ଼ିବ । ତେବେ ଏଭଳି ସ୍ଥିତିରେ ସରକାରୀ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଚାକିରିଆମାନେ ସାଧାରଣ ଭାବେ ଅଧିକ ସମୟ ପରିବାର ସହ ରହି…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ବଦଳାଇବ ରାଜସ୍ଥାନ ରାଜନୀତି! ପାଇଲଟ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ, ଗେହଲଟଙ୍କ ଅକଲ ଗୁଡ଼ୁମ୍

ନୂଆଦିଲ୍ଲୀ: ସାରା ଭାରତବର୍ଷରେ ଏବେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନକୁ ନେଇ ଚର୍ଚ୍ଚା ଜାରି ରହିଛି । ଗାନ୍ଧି ପରିବାର ନା ଅନ୍ୟ କାହା ହାତକୁ ଯିବ କଂଗ୍ରେସର ମଙ୍ଗ ତାହା ଏବେ ରହିଛି ମୁଖ୍ୟ ପ୍ରସଙ୍ଗ । ରାହୁଲ…

ପୁଣି ବନ୍ଦ ହେଲା ଆଉ ଏକ ବ୍ୟାଙ୍କ: ଲାଇସେନ୍ସ ରଦ୍ଦ କଲା RBI, ଖାତାଧାରୀ ହତାଶ

ନୂଆଦିଲ୍ଲୀ: ପୁଣି ଏକ ବ୍ୟାଙ୍କ ଉପରେ ଝୁଲିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଖଣ୍ଡା । ଏହା ପୂର୍ବରୁ ପୁଣେର ରୂପୀ ସହକାରୀ ବ୍ୟାଙ୍କ ଲିମିଟେଡର ଲାଇସେନ୍ସ ରଦ୍ଦ କରାଯାଇଥିଲା । ରୂପୀ ସହକାରୀ ବ୍ୟାଙ୍କର ଆର୍ଥିକ…

ରାଜ୍ୟ କ୍ୟାବିନେଟ: ୩୩ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏକାଧିକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ…