ଏଣିକି ସମସ୍ତ ସରକାରୀ ବ୍ୟାଙ୍କ ପାଇଁ ଜାରି ହେବ ଗୋଟିଏ Help Line Number

ନୂଆଦିଲ୍ଲୀ: ବ୍ୟାଙ୍କିଂ ବ୍ୟବସ୍ଥାରେ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏଣିକି ସମସ୍ତ ସରକାରୀ ବ୍ୟାଙ୍କ ପାଇଁ ଗୋଟିଏ ହେଲପ ଲାଇନ୍ ନମ୍ବର ଜାରି ହେବ । ଗ୍ରାହକଙ୍କ ଅଭିଯୋଗ ବୁଝିବା ପାଇଁ ଏକ ସିଙ୍ଗଲ ନ୍ୟାସନାଲ…

Cyclone Sitrang Update: ଗଭୀର ଅବପାତର ରୂପ ନେଲା ବାତ୍ୟା, ଆସନ୍ତା କାଲି ୬ଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ସିତ୍ରାଙ୍ଗ’କୁ ନେଇ ରାଜ୍ୟ ପାଇଁ ବିପଦ ହଟିଯାଇଥିବା ବେଳେ ଏବେ ରହିଛି କେବଳ ବର୍ଷା ଭୟ । ବଙ୍ଗୋପସାଗରରେ ଗତକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି…

Odisha Civil Service ପରୀକ୍ଷା ଏଣିକି ଓଡ଼ିଆ ଭାଷାରେ ହେବ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କର ପାଇଁ ଏକ ବଡ଼ ଖୁସି ଖବର । ଏଣିକି ଓଡ଼ିଆ ଭାଷାରେ ହେବ ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷା । ଲିଖିତ ଓ ମୌଖିକ ପରୀକ୍ଷା ଉଭୟ ଓଡ଼ିଆ ଇଂରାଜୀ ଭାଷାରେ…

କୋଣାର୍କ ହେବ ରାଜ୍ୟର ପ୍ରଥମ ସୋଲାର ସିଟି, ୨୦୨୩ ଶେଷ ସୁଦ୍ଧା ହେବ କାର୍ଯ୍ୟକ୍ଷମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର । କୋଣାର୍କ ହେବାକୁ ଯାଉଛି ରାଜ୍ୟର ପ୍ରଥମ ସୋଲାର ସିଟି । ଆସନ୍ତା ୨୦୨୩ ମସିହା ଶେଷ ସୁଦ୍ଧା ଏହି ସୋଲାର ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ହେବ ।…

SSBରେ ଖାଲି ଅଛି ୪୦୦ଟି ପଦବୀ, ନଭେମ୍ବର ୩ ପୂର୍ବରୁ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ସଶସ୍ତ୍ର ସୀମା ବଳ (ଏସଏସବି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ ଦିଆଯାଇଥିବା ନୋଟିଫିକେସନକୁ ଭଲ…

(Video) ଅପେକ୍ଷାର ଘଟିବ ଅନ୍ତ: ଦୀପିକା ପାଇଁ ଶାଢ଼ୀ, ଚୁଡ଼ି, ସିନ୍ଦୁର ନେଇକି ଆସୁଛି ଦିନେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅପେକ୍ଷାର ଘଟିବ ଅନ୍ତ । ଆସୁଛି ଦିନେଶ । ଦୀପିକା ସହ ଦିନେଶ ମନେଇବ ଦିପାବଳୀ । ଦୁହେଁ ମିଶିକି ଦୀପାବଳୀ ପାଳିବେ । ଦୀପିକାଙ୍କ ଖୁସି ପାଇଁ ଦୌଡି ଆସୁଛି ଦିନେଶ । ଦୀପିକାଙ୍କ ମନ ପସନ୍ଦର…

Prasar Bharti ମାଧ୍ୟମରେ କରାଯିବ ସରକାରୀ ସିଧା ପ୍ରସାରଣ କାର୍ଯ୍ୟ: ସମସ୍ତ ରାଜ୍ୟ ଓ ମନ୍ତ୍ରଣାଳୟକୁ କେନ୍ଦ୍ରର ନୋଟିସ୍

ନୂଆଦିଲ୍ଲୀ: ଏଣିକି ସମସ୍ତ ସରକାରୀ ପ୍ରସାରଣ କାର୍ଯ୍ୟ କରିବ ପ୍ରସାର ଭାରତୀ । ଭବିଷ୍ୟତରେ କେନ୍ଦ୍ର ସରକାରଙ୍କର କୌଣସି ମନ୍ତ୍ରଣାଳୟ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରସାରଣରେ ସାମିଲ ହୋଇପାରିବେ ନାହିଁ । ନିଜର…

ମାଗଣା ଭାବି ବୋହିନେଲେ: ଟ୍ୟାଙ୍କର ଓଲଟିଲା, ୪୩ ଲକ୍ଷ ଟଙ୍କାର ସୋରିଷ ତେଲ ସଙ୍ଗେସଙ୍ଗେ ଗାଏବ୍

ନୂଆଦିଲ୍ଲୀ: ଅନେକ ସମୟରେ ମାଗଣାରେ କିଛି ଜିନିଷ ମିଳିଗଲେ ଲୋକମାନେ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥାନ୍ତି । ଅନ୍ୟ କିଏ ବିପଦରେ ପଡ଼ି ଛଟପଟ ହେଉଥାଉ ପଛକେ ନିଜର ସ୍ୱାର୍ଥ ପୂରଣ କରିବାକୁ ପଛାଇ ନଥାନ୍ତି ଏପରି କିଛି…

୧୦ ଲକ୍ଷ ବେକାରୀଙ୍କୁ ମିଳିବ ନିଯୁକ୍ତି: ୭୫ ହଜାର ଆଶାୟୀଙ୍କୁ ଦିଆଗଲା ଚାକିରି, ‘ନିଯୁକ୍ତି ମେଳା’ ଲଞ୍ଚ କଲେ PM Modi

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଲଞ୍ଚ କରିଛନ୍ତି ‘ନିଯୁକ୍ତି ମେଳା’ । ଏହି ନିଯୁକ୍ତି ମେଳା ମାଧ୍ୟମରେ ଦେଶର ୧୦ ଲକ୍ଷ ଯୁବକ, ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ପ୍ରାଥମିକ…

IRCTC Tour Package: ମାତ୍ର ୬୧୫ ଟଙ୍କାରେ ଟିକେଟ ବୁକିଂ କରନ୍ତୁ, ଶସ୍ତାରେ ଦକ୍ଷିଣ ଭାରତ ବୁଲନ୍ତୁ

ନୂଆଦିଲ୍ଲୀ: ଆଗକୁ ଥଣ୍ଡା ସିଜିନ ଆସୁଥିବା ବେଳେ ଏହି ସମୟରେ ନୂଆ ନୂଆ ସ୍ଥାନ ପରିଦର୍ଶନ କରିବାର ମଜା ଅଲଗା । ତେବେ ଯଦି ଆପଣମାନେ ଭ୍ରମଣପ୍ରିୟ ତେବେ ଆପଣଙ୍କ ପାଇଁ ଏକ ଖାସ୍ ସୁଯୋଗ ଆସିଛି । ଆପଣ ମାତ୍ର ୬୧୫ ଟଙ୍କାରେ…