ନଭେମ୍ବର ୧୭ରେ ହୋଇଥିବା ଟ୍ରାଫିକ କନଷ୍ଟେବଳ ପ୍ରିଲିମିନାରୀ ପରୀକ୍ଷାର ଫାଇନାଲ Answer Key ଜାରି କଲା OSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ଟ୍ରାଫିକ କନଷ୍ଟେବଳ ପ୍ରିଲିମିନାରୀ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଖବର । ଗତ ୧୭ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରିଲିମିନାରୀ…

ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ: ଭିଜିଲାନ୍ସ ମାମଲା ଆଧାରରେ କର୍ମଚାରୀଙ୍କ ପେନସନ୍ ସୁବିଧା ବନ୍ଦ ହେବା ଅବୈଧ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ସରକାରୀ କର୍ମଚାରୀଙ୍କ ପେନସନକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ବିଚାରାଧୀନ ଭିଜିଲାନ୍ସ ମାମଲା ଆଧାରରେ ପେନସନ୍ ସୁବିଧା ବନ୍ଦ କରିବା ଘଟଣାକୁ ହାଇକୋର୍ଟ ଅବୈଧ ଓ…

UGC ଅଧ୍ୟକ୍ଷଙ୍କ ସୂଚନା: ଡିଗ୍ରୀ କୋର୍ସ ଶୀଘ୍ର ସାରିବାକୁ କିମ୍ବା ବିଳମ୍ବରେ ସାରିବାକୁ UG ଛାତ୍ରଛାତ୍ରୀଙ୍କୁ ମିଳିବ ବିକଳ୍ପ

ନୂଆଦିଲ୍ଲୀ: ସମସ୍ତ ଅଣ୍ଡର ଗ୍ରାଜୁଏଟ (ୟୁଜି) ଛାତ୍ରଛାତ୍ରୀଙ୍କ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ତରଫରୁ ଆସିଛି ଏକ ଖୁସି ଖବର । ୟୁଜି ଛାତ୍ରଛାତ୍ରୀମାନେ ସେମାନଙ୍କର ଡିଗ୍ରୀ କୋର୍ସ ଶୀଘ୍ର ସାରିବା କିମ୍ବା…

ନୀତି ଆୟୋଗ ଢାଞ୍ଚାରେ ରାଜ୍ୟରେ ଯୋଜନା ବୋର୍ଡ ପୁନର୍ଗଠନ ହେବ! ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ୍ ରହିଥିଲା । ଶୀତ ଅଧିବେଶନର ପ୍ରଥମ ଦିନ ହୋହାଲ୍ଲା ଓ ହଟ୍ଟଗୋଳ ମଧ୍ୟରେ ବିତିଥିବା ବେଳେ ଦ୍ୱିତୀୟ…

୧୭୮୫ଟି ପଦ ପୂରଣ ପାଇଁ ରେଲୱେ ପକ୍ଷରୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ସରକାରୀ ଚାକିରି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ୧୭୮୫ଟି ଆକ୍ଟ ଆପ୍ରେଣ୍ଟିସ୍ ପଦ ପୂରଣ ପାଇଁ ରେଲୱେ ଭର୍ତ୍ତି ସେଲ (ଆରଆରସି), ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ…

ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବ ‘ଉତ୍ସାହ’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ: ଜୀବନରେ ବଡ଼ ସ୍ୱପ୍ନ ଦେଖିବାକୁ ପିଲାଙ୍କୁ ଦେଲେ ଆହ୍ୱାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବ ‘ଉତ୍ସାହ’ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜୀବନରେ ବଡ଼ ହେବା ପାଇଁ ବଡ଼ ସ୍ୱପ୍ନ ଦେଖିବାକୁ ଏହି ଅବସରରେ…

Agoraphobia ମାନସିକ ରୋଗକୁ ଚିହ୍ନିବେ କିପରି: ଭିଡ଼ ସ୍ଥାନକୁ ଯିବାକୁ ଡର ଲାଗିବା, ଶରୀର ଥରିବା ଆଦି ଲକ୍ଷଣ ଦେଖାଦେଲେ ମନୋବିଜ୍ଞାନୀଙ୍କ…

ନୂଆଦିଲ୍ଲୀ: ମଣିଷ ବିଭିନ୍ନ ପ୍ରକାରର ଶାରୀରିକ ଓ ମାନସିକ ରୋଗକୁ ସାମ୍ନା କରିଥାଏ । ତେବେ ସେଥିମଧ୍ୟରୁ ଆଗୋରଫୋବିଆ ହେଉଛି ଏକ ମାନସିକ ରୋଗ । ଏହି ରୋଗରେ ପୀଡ଼ିତ ହେଲେ ଜଣଙ୍କୁ ଗହଳି, ଭିଡ଼ ସ୍ଥାନକୁ ଯିବାକୁ…

ସୋସିଆଲ ମିଡ଼ିଆରେ ଆଉ ଚାଲିବ ନାହିଁ ଅଶ୍ଲୀଳ କଣ୍ଟେଣ୍ଟ: କେନ୍ଦ୍ର ସରକାର ଆଣିବେ ଆଇନ୍

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବଢ଼ିବାରେ ଲାଗିଥିବା ବେଳେ ବିଭିନ୍ନ ପ୍ଲାଟଫର୍ମରେ ଅନେକ ଅଶ୍ଲୀଳ କଣ୍ଟେଣ୍ଟ ଶେୟାର କରାଯାଉଥିବା ଦେଖିବାକୁ ମିଳୁଛି । ଏହି ଅଶ୍ଲୀଳ କଣ୍ଟେଣ୍ଟର ପ୍ରଭାବ ଆମ ସମାଜ…

ସଂଗଠନ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପାର୍ଟିର ସଂଗଠନ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ମହାସଚିବ ସୁନୀଲ ବନସଲଙ୍କୁ ପଶ୍ଚିମବଙ୍ଗ ଓ ବିନୋଦ ତାୱଡ଼େଙ୍କୁ ବିହାର, ଉତ୍ତରପ୍ରଦେଶର…

ସାମ୍ନାକୁ ଆସିଲା ୧୦ଟି ବଡ଼ କାରଣ! ଏହି ସମସ୍ତ କାରଣରୁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବା ହେଉଛି ବିଳମ୍ବ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ବହୁମତ ହାସଲ କରିଥିଲେ ହେଁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣାରେ ବିଳମ୍ବ ହେବାରେ ଲାଗିଛି । ମେଣ୍ଟ ଦଳ ମଧ୍ୟରେ ବିଜେପି ସର୍ବାଧିକ ୧୩୨ଟି ଆସନ ଜିତିଥିବା…