ଦକ୍ଷିଣ ଆଫ୍ରିକାରେ ପାୱାର ଦେଖାଇଲେ ଓଡ଼ିଆ ପୁଅ: ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ଜିତିଲେ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଦେଶରେ କ୍ରୀଡ଼ା କ୍ଷେତ୍ରର ଚମକିଛନ୍ତି ଜଣେ ଓଡ଼ିଆ ପୁଅ । ତାଙ୍କ ନାମ ହେଉଛି ରୋହିତ ପାତ୍ର । ରୋହିତ ହେଉଛନ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଗଣିତ ବିଭାଗର ପ୍ରଥମ ବର୍ଷର…

ବଢ଼ିବାରେ ଲାଗିଛି ‘Sex Tourism’! ଯୌନ ଶୋଷଣର ଶିକାର ହେଉଛନ୍ତି ନିରୀହ ଯୁବତୀ, ୧୫ ଥର ବିବାହ କରୁଛନ୍ତି ଏକାଧିକ ଗରିବ ଝିଅ

ନୂଆଦିଲ୍ଲୀ: ଇଣ୍ଡୋନେସିଆରୁ ଆସିଛି ଏକ ଚିନ୍ତାଜନକ ଖବର । ସେଠାରେୁ ‘ସେକ୍ସ ଟୁରିଜିମ୍’ ମାମଲା ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଆଉ ଏହାର ଶିକାର ହେଉଛନ୍ତି ଅନେକ ଗରିବ ଘରର ଯୁବତୀ । ସାମାନ୍ୟ କିଛି ଟଙ୍କା ପାଇଁ…

ଅଚାନକ ବିମାନରେ ଚାଲିଲା ଅଶ୍ଲୀଳ ଫିଲ୍ମ: ବନ୍ଦ କରିବା ଚକ୍କରରେ ୧ ଘଣ୍ଟା ବିତିଗଲା

ନୂଆଦିଲ୍ଲୀ: ଅନେକ ସମୟରେ ଯାନ୍ତ୍ରିକ ତ୍ରୁଟି ବା ଅନ୍ୟ କିଛି କାରଣରୁ କିଛି ବଡ଼ ଧରଣର ଅଘଟଣ ଘଟିଯାଇଥାଏ । ଏପରିକି ଅନେକ ସମୟରେ କିଛି ହାସ୍ୟାସ୍ପଦ ତଥା ଲଜ୍ଜାଜନକ ଘଟଣା ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ…

(Video) ‘ସୁଭଦ୍ରା’ ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇନି: ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟିକରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଜନାଭିମୁଖୀ ଯୋଜନା ‘ସୁଭଦ୍ରା’କୁ ନେଇ ଗତ କିଛିଦିନ ଧରି ରାଜ୍ୟରେ ଚର୍ଚ୍ଚା ଜାରି ରହିଛି । ତେବେ ହିତାଧିକାରୀଙ୍କ ଆକାଉଣ୍ଟକକୁ ୧ ଟଙ୍କା ଯାଇଥିବା ନେଇ କିଛି ମିଡ଼ିଆରେ…

ପାର୍ବଣରେ ଅଲୌକିକ ଘଟଣା! ରାତି ୩ଟାରେ ଅଚାନକ ଲିଭି ଯାଉଛି ଷ୍ଟ୍ରିଟ୍ ଲାଇଟ୍, ଏହାପରେ ଦୃଶ୍ୟମାନ ହେଉଛି ରକ୍ତଛିଟା, ସିନ୍ଦୁର, ଫୁଲ ଆଉ ଦୀପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ମା’ଙ୍କର ପାର୍ବଣ ଋତୁ ଚାଲିଥିବା ବେଳେ ଲୋକମାନେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚାରେ ବ୍ୟସ୍ତ ରହୁଛନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଅଲୌକିକ ଘଟଣା ସାମ୍ନାକୁ ଆସିଛି ।…

ଏକ ହୃଦୟ ବିଦାରକ ଘଟଣା! ଘାସ ଖାଇବା ସମୟରେ ବଳଦର ପାଟି ଭିତରେ ବିସ୍ଫୋରଣ ହେଲା ବୋମା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖପାଖରେ କିଛି ଅବିଶ୍ୱସନୀୟ ଘଟଣା ଘଟିଥାଏ । ଏଭଳି କିଛି ଘଟଣା ପାଇଁ ଅନେକ ସମୟରେ ଅକାଳରେ କାହାର ଜୀବନ ବି ଚାଲି ଯାଇଥାଏ । ତେବେ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା…

ରେଲୱେ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା: କନିଷ୍ଠ ଯନ୍ତ୍ରୀ, ALP, ଟେକ୍ନିସିଆନ, RPF SI ପରୀକ୍ଷାର ଶିଡ୍ୟୁଲ ଜାରି

ନୂଆଦିଲ୍ଲୀ: ରେଲୱେ ନିଯୁକ୍ତି ବୋର୍ଡ (ଆରଆରବି) ପକ୍ଷରୁ ବିଭିନ୍ନ ପଦ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । କନିଷ୍ଠ ଯନ୍ତ୍ରୀ (ଜେଇ), ଆସିଷ୍ଟାଣ୍ଟ ଲୋକୋ ପାଇଲଟ (ଏଏଲପି), ଟେକ୍ନିସିଆନ, ରେଳ ସୁରକ୍ଷା ବଳ…

ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର ସନ୍ନ୍ୟାସ ଘୋଷଣା କଲେ

ନୂଆଦିଲ୍ଲୀ: ଭାରତୀୟ କ୍ରୀଡ଼ା ଜଗତରୁ ଆସିଛି ଏକ ନୈରାଶ୍ୟଜନକ ଖବର । ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର ସନ୍ନ୍ୟାସ ଘୋଷଣା କରିଛନ୍ତି । ବିଭିନ୍ନ ବିଶ୍ୱସ୍ତରୀୟ କ୍ରୀଡ଼ା ଇଭେଣ୍ଟରେ ଦୀପା ଭାରତ ପାଇଁ ପଦକ ଜିତିବା ସହ ସେ…

ରାଜ୍ୟର ସରକାରୀ ବିଲଡିଂର ରଙ୍ଗ ବଦଳିବ: କୋଠାର ବାହାର ପଟ କମଳା ରଙ୍ଗ ହେବ ଓ ନାଲି ବର୍ଡର ରହିବ

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ଏକ ବଡ଼ ଖବର । ସରକାରୀ ବିଲଡିଂର ରଙ୍ଗ ବଦଳିବ । କୋଠାର ବାହାର ପଟ କମଳା ରଙ୍ଗ ହେବ ଓ ନାଲି ବର୍ଡର ରହିବ । ଏନେଇ ସମସ୍ତ ଯନ୍ତ୍ରୀ, ଓଡ଼ିଶା କୋଠା ଓ ନିର୍ମାଣ ନିଗମ…

ବସ୍ ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହାର: ମନ୍ତ୍ରୀଙ୍କ ସହ ବୈଠକ ପରେ ସଂଘର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବସ୍ ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହାର ହୋଇଛନ୍ତି । ପରିବହନ ମନ୍ତ୍ରୀଙ୍କ ସହ ବୈଠକରେ ଆଲୋନା କରିବା ପରେ ବସ୍ ମାଲିକ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାଫଳରେ ଆଜି ସନ୍ଧ୍ୟା…