ଏଣିକି ଏକାଧିକ ଗାଡ଼ି କିଣିଲେ ମଧ୍ୟ ଗୋଟିଏ ଇନସ୍ୟୁରାନ୍ସ ପ୍ରିମିୟମ ଭରିବେ, IRDAI ଲାଗୁ କଲା ନୂଆ ନିୟମ
ନୂଆଦିଲ୍ଲୀ: ଗାଡ଼ି ଚାଳକଙ୍କ ପାଇଁ ଏକ ଖୁସି ଖବର । ଯଦି ଜଣେ ଗାଡ଼ି ମାଲିକଙ୍କ ପାଖରେ ଏକାଧିକ ଗାଡ଼ି ଅଛି, ତେବେ ସେ ନୂଆ ବୀମା ପ୍ଲାନର ଫାଇଦା ଉଠାଇ କେବଳ ଗୋଟିଏ ଇନସ୍ୟୁରାନ୍ସ ପ୍ରିମିୟମ ଦେଇ ବୀମା ନେଇ ପାରିବେ ।…