ଅନାଥ ପିଲାଙ୍କୁ ମିଳିବ ମାଗଣାରେ ଉଚ୍ଚ ଶିକ୍ଷା, ଉଚ୍ଚଶିକ୍ଷା ବିଭାଗର ନୂଆ ପ୍ରୟାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅନାଥ ପିଲାମାନେ ପାଇବେ ମାଗଣାରେ ଉଚ୍ଚଶିକ୍ଷା । ଏହି ଲକ୍ଷ୍ୟନେଇ ପାଞ୍ଚ ବର୍ଷ ପୂର୍ବେ ଗ୍ରୀନ୍ ପ୍ୟାସେଜ୍ ସ୍କିମ ପ୍ରସ୍ତୁତ କରାଯାଇଥିଲା । ତେବେ ବର୍ତ୍ତମାନ ଏହି ଯୋଜନାର…

ନିବେଶକଙ୍କ ପାଇଁ ଖୁସି ଖବର: Mutual Fund ନିବେଶରେ ଏଣିକି ମିଳିବ ‘Nominee’ ଅପସନ୍, SEBI ଜାରିକଲା ସର୍କୁଲାର

ନୂଆଦିଲ୍ଲୀ: ନିବେଶକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏଣିକି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ସମୟରେ ଆପଣଙ୍କୁ ନୋମିନି ଆଡ୍ କରିବା ବା ବାହାର କରିବାର ବିକଳ୍ପ ଅପସନ୍ ମିଳିବ । ଭାରତୀୟ ପ୍ରତିଭୂତି ଏବଂ ବିନିମୟ…

କିଏ ହେବ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ! ୩ ନେତାଙ୍କୁ ନେଇ ମମତାଙ୍କ ବୈଠକରେ ଚାଲିଛି ମାନସ ମନ୍ଥନ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ୧୮ ତାରିଖରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ତେବେ ଏହାକୁ ନେଇ ଶାସକ ଓ ବିରୋଧୀ ଶିବିର ଚଳଚଞ୍ଚଳ ହୋଇଉଠିଛି । ଶାସକ ଏନଡିଏ ତା’ର ଅଙ୍କ ଯୋଗାଡ଼ କରିବାରେ ଲାଗିପଡ଼ିଥିବା…

RBI ଓ Bank of Russia ମଧ୍ୟରେ ହେବ ବଡ଼ ଡିଲ୍: ମୋଦୀ-ପୁଟିନଙ୍କ ନିଷ୍ପତ୍ତିରେ ହତବାକ୍ ହୋଇଯିବ ବିଶ୍ୱ

ନୂଆଦିଲ୍ଲୀ: ଭାରତ ଓ ରୁଷିଆକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଆସିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ତେବେ ଏହି ଦୁଇ…

ଆୟରଲ୍ୟାଣ୍ଡ ବିପକ୍ଷ T-20 ସିରିଜ୍: ଘୋଷଣା ହେଲା ଭାରତୀୟ ଟିମ୍, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ପୂର୍ବରୁ ହେବାକୁ ଥିବା ଆୟରଲ୍ୟାଣ୍ଡ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ଭୁବନେଶ୍ୱର କୁମାରଙ୍କୁ…

ୟୁପିରେ ଯୋଗୀଙ୍କ ବୁଲଡୋଜର ଅଟକିଯିବ କି, ଆସନ୍ତାକାଲି ସୁପ୍ରିମକୋର୍ଟ କରିବେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର ଷ୍ଟୋରୀ କାହାକୁ ବା ଅଜଣା । ଏହି ବୁଲଡୋଜର ଅନେକ ବେଆଇନ ଘରକୁ ନିମିଷକ ମଧ୍ୟରେ ଧୂଳିସାତ କରିଦେଇଥିଲା । ତେବେ ଅପରାଧୀଙ୍କ ବେଆଇନ ସମ୍ପତ୍ତି…

ରାଷ୍ଟ୍ରପତି ନିର୍ବାଚନ: ନବୀନଙ୍କ ସହ କଥା ହେଲେ ରାଜନାଥ ସିଂହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ୧୮ ତାରିଖରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହାକୁ ନେଇ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ଓ ବିରୋଧୀମାନେ କସରତ ଆରମ୍ଭ କରିଦେଇଛନ୍ତି ।…

ଖୁବଶୀଘ୍ର Adobe ଜାରି କରିବାକୁ ଯାଉଛି Photoshopର ଫ୍ରି ୱେବ ଭର୍ସନ, Canva ସହିତ ହେବ ଜୋରଦାର ଟକ୍କର

ନୂଆଦିଲ୍ଲୀ: ଖୁବଶୀଘ୍ର ଆଡୋବେ ଫଟୋଶପର ଫ୍ରି ୱେବ ଭର୍ସନ ମିଳିପାରେ । କମ୍ପାନୀ ଫଟୋଶପର ୱେବ ଭର୍ସନ ଉପରେ ପରୀକ୍ଷଣ କରୁଥିବା ଜଣାପଡ଼ିଛି । ପାଖାପାଖି ଏକବର୍ଷ ପୂର୍ବରୁ ଆଡୋବେ ଫଟୋଶପର ୱେବ ଭର୍ସନ ଜାରି କରିଥିଲା ।…

ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ, ପାଣି ନ ବାହାରିଲେ ବୋରୱେଲକୁ ପୋତି ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସମସ୍ତଙ୍କ ମୁହଁରେ ଗୋଟିଏ ଶବ୍ଦ ‘ରାହୁଲ’ । ଦୀର୍ଘ ୧୦୫ ଘଣ୍ଟାର ସଂଘର୍ଷମୟ ଅପରେସନ ପରେ ଉଦ୍ଧାର ହୋଇଥିଲା ଛତିଶଗଡ଼ର ୧୦ ବର୍ଷର ବାଳକ ରାହୁଲ । ମଙ୍ଗଳବାର ରାତି ପାଖାପାଖି ୧୨ଟା…

ରାହୁଲକୁ ମୃତ୍ୟୁମୁଖରୁ ଫେରାଇ ଆଣିଲେ ମହାପ୍ରଭୁ ଜଗନ୍ନାଥ: ପୁରୀରେ ହଜିଥିଲା ୧୦ ବର୍ଷର ବାଳକ, ଏବେ ପାଇଲା ପୁନର୍ଜନ୍ମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୧୦୫ ଘଣ୍ଟାର ସଂଘର୍ଷ, କୋଟି କୋଟି ଜନତାଙ୍କ ଆକୁଳ ନିବେଦନ ବ୍ୟର୍ଥ ଯାଇନାହିଁ । ଶେଷରେ ସମସ୍ତ ଆଶଙ୍କା ଉପରେ ବିଜୟ ଲାଭ କରି ଧରାପୃଷ୍ଠରେ ନୂଆ କରି ଜନ୍ମଲାଭ କଲା ୧୦ ବର୍ଷର ବାଳକ…