fbpx

SCBରେ ହେବ ଫୁସଫୁସ୍ ଅସ୍ତ୍ରୋପଚାର, ପୂର୍ବ ଭାରତରେ ପ୍ରଥମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢ଼ି ଆଗକୁ ବଢ଼ିବାରେ ଲାଗିଛି କଟକ ବଡ଼ ଡାକ୍ତରଖାନା । ପୂର୍ବ ଭାରତର ପ୍ରଥମ ଡାକ୍ତରଖାନା ଭାବେ ଏସସିବିରେ ଯକ୍ଷ୍ମା ଓ ଛାତି ରୋଗ ବିଭାଗରେ ଖୁବଶୀଘ୍ର…

ଘଟିବ ଯୁଦ୍ଧର ପରିସମାପ୍ତି: ରୁଷିଆ ସହ ଆଲୋଚନା ପାଇଁ ୟୁକ୍ରେନ ରାଜି, ମାତ୍ର ବେଲାରୁସରେ ନୁହେଁ

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ନେଇ ଆସିଛି ଏକ ଆଶ୍ୱସ୍ତିକର ଖବର । ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଲୋଚନା ପାଇଁ ଅଗ୍ରାହ୍ୟ କରିଥିବା ବେଳେ ଏବେ ଏନେଇ ସହମତି…

ଏହା ଜନାଦେଶ ନୁହେଁ ଧନାଦେଶ, ଅର୍ଥ ଦେଇ ଭୋଟ କିଣିଛି BJD: BJP ସାଂସଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନର ଫଳାଫଳ ଶାସକ ବିଜେଡି ଦଳ ସପକ୍ଷରେ ଯାଇଛି । ମୋଟ ୩୧୫ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଅଧିକାଂଶ ସିଟରେ ବିଜେଡି ଆଗରେ ରହିଥିଲା । ଅନ୍ୟ ପଟେ…

୨୦୨୨ରେ ବିଶ୍ୱ ଦେଖିବ କି ପରମାଣୁ ବୋମାର ତାଣ୍ଡବ, ସତ ହେବକି ମହାନ୍ ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଆଗକୁ ୟୁକ୍ରେନ-ରୁଷିଆ ଯୁଦ୍ଧର ପରିଣତି ଯେ କ’ଣ ହେବ ସେକଥା କେହି କହିପାରିବେ ନାହିଁ । ଗୋଟିଏ ପଟେ ଶକ୍ତିଶାଳୀ ରୁଷ ବେଳକୁ ବେଳ ଭୟଙ୍କର ହୋଇ ଉଠୁଥିବା ବେଳେ ୟୁକ୍ରେନକୁ ଏକାଧିକ ରାଷ୍ଟ୍ର ସମର୍ଥନ…

ଆଜି ରାଜ୍ୟରୁ ୮ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…

ୟୁକ୍ରେନ-ରୁଷିଆ ଯୁଦ୍ଧର ପ୍ରଭାବ ଭାରତ ଉପରେ ପଡ଼ି ନପାରେ, ଜାଣନ୍ତୁ କ’ଣ ରହିଛି ଆର୍ଥିକ ଗଣିତ

ନୂଆଦିଲ୍ଲୀ: ବର୍ତ୍ତମାନ ରୁଷିଆ-ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏଭଳି ସ୍ଥିତିରେ ଭାରତ ଉପରେ ଏହି ଯୁଦ୍ଧର ପ୍ରଭାବ ପଡ଼ିବ ବୋଲି ପୂର୍ବରୁ ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ । ଭାରତ ନିଜର ଆବଶ୍ୟକତାର…

ୟୁକ୍ରେନ ପଛରେ ଛିଡ଼ାହେବେ ୨୭ ରାଷ୍ଟ୍ର: ରୁଷ ବିରୋଧରେ ବଢ଼ିବ ୟୁକ୍ରେନର ଶକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଚତୁର୍ଥ ଦିନରେ ପହଞ୍ଚିଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ଏହି ଯୁଦ୍ଧରେ ଶକ୍ତିଶାଳୀ ରୁଷ୍ ବିରୋଧରେ ଏକାକୀ ଲଢ଼ୁଛି କ୍ଷୁଦ୍ର ରାଷ୍ଟ୍ର ୟୁକ୍ରେନ । ଆମେରିକା, ନାଟୋ ରାଷ୍ଟ୍ର ସମୂହ…

ଜାଗର ପାଇଁ ଗାଇଡଲାଇନ ଜାରି କଲେ SRC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାଶିବରାତ୍ରି ଜାଗର ପାଇଁ ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) । ମନ୍ଦିର, ମେଳା, ମହୋତ୍ସବ ଆଦିରେ ପ୍ରବଳ ଜନ ସମାଗମ ହେବାର ଆଶଙ୍କା ଥିବାରୁ ସମସ୍ତଙ୍କୁ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୫୧ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

କେହି ନାହାନ୍ତି ପଛରେ, ଏକା ଏକା ଲଢ଼ୁଛନ୍ତି ଜେଲେନସ୍କି: କ’ଣ ଘଟିବ ଆଗକୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଚତୁର୍ଥ ଦିବସ । ଇତିମଧ୍ୟରେ ଉଭୟ ପକ୍ଷରୁ ବହୁ ଧନଜୀବନ ନଷ୍ଟ ହୋଇଥିବା ବେଳେ ବେଶିମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ୟୁକ୍ରେନ ।…