କେନ୍ଦ୍ର ସରକାରଙ୍କ ନୂଆ ନିୟମ: ଏଣିକି ହାଇୱେର ୬୦ କିମି ମଧ୍ୟରେ ରହିବ ଗୋଟିଏ ଟୋଲ ପ୍ଲାଜା
ନୂଆଦିଲ୍ଲୀ: ଏଣିକି ରାଜପଥରେ ଯାତ୍ରା କରିବା ଆପଣଙ୍କ ପାଇଁ ଶସ୍ତା ହୋଇଯିବ । ଏଥିସହିତ ଟୋଲ ପ୍ଲାଜା ନିକଟରେ ରହୁଥିବା ବାସିନ୍ଦା ଓ କ୍ରମାଗତ ଭାବେ ହାଇୱେରେ ଯାତ୍ରା କରୁଥିବା ସ୍ଥାନୀୟ ଲୋକଙ୍କୁ ସୁବିଧା ପ୍ରଦାନ…