fbpx

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୨୧ ପଜିଟିଭ୍, ୨ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଆଜି ନିର୍ବାଚନ ଘୁଞ୍ଚିବା ନିଷ୍ପତ୍ତି ନେଇପାରନ୍ତି ପ୍ରଧାନମନ୍ତ୍ରୀ, ଅପରାହ୍ଣରେ ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଆଶଙ୍କା ଜାରି ରହିଛି । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ପରିଷଦ ବୈଠକ ଡକାଇଛନ୍ତି । ଏହି ବୈଠକ…

ଏଣିକି ବାଲକୋନୀରେ ଲୁଗା ଶୁଖାଇଲେ ଦେବାକୁ ପଡ଼ିବ ଜରିମାନା, ଜାଣନ୍ତୁ କେଉଁଠି ଲାଗୁ ହେଲା ଏହି ନିୟମ

ନୂଆଦିଲ୍ଲୀ: ସାଧାରଣତଃ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଭିନ୍ନ ଭିନ୍ନ ନିୟମ ରହିଥାଏ । ଭାରତରେ ଅଧିକାଂଶ ଲୋକ ବାଲକୋନୀ, ଛାତ, କାନ୍ଥ ଆଦିରେ କପଡ଼ା ଶୁଖାଇଥାନ୍ତି । ତେବେ ଯଦି ଆପଣଙ୍କୁ କିଏ କହିବ ବାଲକୋନୀରେ ଲୁଗା…

DSP ପାହ୍ୟାକୁ ପଦୋନ୍ନତି ପାଇଲେ ୫୯ Police Inspector, ଦେଖନ୍ତୁ ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟରତ ୫୯ ଜଣ ଇନ୍ସପେକ୍ଟର ଡିଏସପି ପାହ୍ୟାକୁ ପ୍ରମୋସନ ପାଇଛନ୍ତି । ଏହି ତାଲିକାରେ ଅଛନ୍ତି ଜୟନାରାୟଣ ପଟେଲ, ହୃଦାନନ୍ଦ ବେହେରା, ଶ୍ରୀନିବାସ ସାମଲ,…

ଗୋଟିଏ ପଟେ ଓମିକ୍ରନ ବଢ଼ୁଛି, ଅନ୍ୟପଟେ ରାଜ୍ୟରେ ସ୍କୁଲ ଖୋଲୁଛି, ଏହା ସଂକ୍ରମଣ ବଢ଼ାଇବନି ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଚିନ୍ତା ବଢ଼ିଯାଇଛି । ଇତିମଧ୍ୟରେ ଓଡ଼ିଶାରେ ବତ୍ତର୍ମାନ ସୁଦ୍ଧା ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।…

(VIDEO) କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ନେଇ ଆସିଲା ଗାଇଡଲାଇନ୍: ଜାଣନ୍ତୁ ଏନେଇ ସରକାର କ’ଣ କହିଲେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ୍ ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ଲଗାଇବା ନେଇ ଗାଇଡଲାଇନ ଜାରି କରାଯାଇଛି । ବୁଷ୍ଟର ଡୋଜ୍ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରଦାନ କରାଯିବ । ଗମ୍ଭୀର ବିମାରୀରେ ଆକ୍ରାନ୍ତ…

ମାତ୍ର ୧୭୦୦ ଟଙ୍କାରେ ଆପଣ ଫ୍ଲାଇଟରେ ବୁଲି ପାରିବେ ସୁନ୍ଦର ସୁନ୍ଦର ସ୍ଥାନ, ଥରେ ଚେକ୍ କରି ନିଅନ୍ତୁ ଅଫର୍ ଲିଷ୍ଟ

ନୂଆଦିଲ୍ଲୀ: ନୂଆବର୍ଷ ପାଇଁ ଆପଣ ଯଦି ବୁଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖାସ୍ ଅଫର୍ ଆସିଛି । ବହୁତ ଶସ୍ତାରେ ଆପଣ ବହୁ ସୁନ୍ଦର ସୁନ୍ଦର ସ୍ଥାନ ବୁଲି ପାରିବେ । କେବଳ ଏତିକି ନୁହେଁ, ଗୋଟିଏ ସ୍ଥାନରୁ…

ଛେଳି ଗର୍ଭରୁ ଜନ୍ମହେଲା ମଣିଷ ପରି ଦିଶୁଥିବା ଏକ ବିରଳ ପ୍ରାଣୀ, ଘଟଣାଟି ଘଟିଛି ଏହି ରାଜ୍ୟରେ

ନୂଆଦିଲ୍ଲୀ: ଅନେକ ସମୟରେ ଆମର ଚାରିପାଖରେ ଏପରି କିଛି ଘଟଣା ଘଟିଯାଇଥାଏ, ଯାହାକୁ ଦେଖିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆସାମର କଛାର ଜିଲ୍ଲାର । ଜିଲ୍ଲାର…

ଆସନ୍ତା ଫେବୃଆରୀ ଶେଷ ସୁଦ୍ଧା ତୃତୀୟ ଲହର ପିକ୍: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ବଢ଼ି ଚାଲିଥିବା ବେଳେ ଓଡ଼ିଶା ପାଇଁ ମଧ୍ୟ ଏହାର ପ୍ରଭାବ ଭୟଙ୍କର ହୋଇପାରେ । ତେବେ ଆସନ୍ତା ଫେବୃଆରୀ ମାସ ଶେଷ…

ବିଶ୍ୱ ବଜାରରେ ଏକଘରିକିଆ ହୋଇଯିବ କପଟି ଚୀନ: ଏକାଠି ହୋଇ ରଣନୀତି ପ୍ରସ୍ତୁତି କରିବେ ପାଶ୍ଚାତ୍ୟ ଦେଶ

ନୂଆଦିଲ୍ଲୀ: ଭାରତର ପ୍ରମୁଖ ଦୁଇ ଶତ୍ରୁ ରାଷ୍ଟ୍ର ହେଉଛନ୍ତି ଦୁଇ ପଡ଼ୋଶୀ ଚୀନ ଆଉ ପାକିସ୍ତାନ । ବିଭିନ୍ନ ସମୟରେ ଏହି ଦୁଇ ଦେଶ ପକ୍ଷରୁ ଭାରତ ପ୍ରତି ବିପଦର ସମ୍ଭାବନା ଥାଏ । ତେବେ ଚୀନ ବିଭିନ୍ନ ସମୟରେ ଭାରତ ସହିତ…