କିରଣଙ୍କଠାରୁ ଅଲଗା ହେବା ପଛର କାରଣ କ’ଣ ଥିଲା, ରିଲେସନସିପକୁ ନେଇ ବଡ଼ ଖୁଲାସା କଲେ ଅମିର

ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମିର ଖାନ ଓ ତାଙ୍କର ଧର୍ମପତ୍ନୀ କିରଣ ରାଓ ଅନେକ ବର୍ଷ ଧରି ରିଲେସନସିପରେ ରହିବା ପରେ ପରସ୍ପରକୁ ବିବାହ କରିଥିଲେ । ତେବେ ୧୫ ବର୍ଷ ଧରି ଏକତ୍ର ରହିବା ପରେ ଗତବର୍ଷ…

ହିରୋସୀମା-ନାଗାସାକି ବିସ୍ଫୋରଣ କିଛି ନୁହେଁ, ଏହାଠାରୁ ହଜାର ହଜାର ଗୁଣ ଭୟଙ୍କର ୯ଟି ପରମାଣୁ ଧମାକା ହୋଇ ସାରିଛି ଏ ବିଶ୍ୱରେ, ଜାଣନ୍ତୁ କେବେ…

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧ ଆଜି ୧୯ ଦିନରେ ପହଞ୍ଚିଛି । ତେବେ ଏହା ମଧ୍ୟରେ ରୁଷର ପରମାଣୁ ଯୁଦ୍ଧକୁ ନେଇ ପ୍ରସ୍ତୁତି ହେବା ସମଗ୍ର ବିଶ୍ୱର ନିଦ ହଜାଇ ଦେଇଛି । କାରଣ ଅତୀତରେ ପରମାଣୁ ଅସ୍ତ୍ରର ଭୟଙ୍କର…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

କ୍ରୀଡ଼ାପେମୀଙ୍କ ଦିଲ୍ ଜିତିଲା ଟିମ୍ ଇଣ୍ଡିଆ: ଶ୍ରୀଲଙ୍କା ପେସ୍ ବୋଲର ଲକମଲଙ୍କୁ ବଧାଇ ଜଣାଇଲେ ଦ୍ରାବିଡ଼-କୋହଲି, Video ଭାଇରାଲ୍

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ମଜବୁତ ସ୍ଥିତିରେ ରହିଛି । ତେବେ ଏହି ଅବସରରେ ଟିମ୍ ଇଣ୍ଡିଆ ସମସ୍ତଙ୍କର ଦିଲ୍ ଜିତି ନେଇଛି । ଶ୍ରୀଲଙ୍କା ପେସ୍ ବୋଲର…

ଅଭିନେତ୍ରୀ ସୋନମ କପୁରଙ୍କ ଶ୍ୱଶୁରଙ୍କ କମ୍ପାନୀ ନାମରେ ୨୭ କୋଟିର ଠକେଇ: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ଶକିଲଙ୍କୁ ନେଇ ପୋଲିସର ବଡ଼ ଖୁଲାସା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ଶ୍ୱଶୁର ହରିଶ ଆହୁଜାଙ୍କ କମ୍ପାନୀ ନାମରେ ହୋଇଥିବା ଠକେଇକୁ ନେଇ ପୋଲିସ ଏକ ବଡ଼ ଖୁଲାସା କରିଛି । ହରିଶଙ୍କର ଫରିଦାବାଦସ୍ଥିତ ଏକ୍ସପୋର୍ଟ କମ୍ପାନୀରେ ୨୭ କୋଟି ଟଙ୍କାରେ…

ଆକାଶରୁ ହଠାତ୍ ଖସିଲା ଏକ ଚମତ୍କାରୀ ପଥର, ରାତାରାତି କୋଟିପତି ପାଲଟିଗଲେ ଯୁବକ

ନୂଆଦିଲ୍ଲୀ: ଅନେକ ସମୟରେ ଏ ଦୁନିଆରେ କିଛି ଲୋକଙ୍କ ସହିତ ଅବିଶ୍ୱସନୀୟ ଘଟଣା ସବୁ ଘଟିଥାଏ । ଏହି କଥାକୁ ଆଖିରେ ଦେଖିବା ନ ଦେଖିବା ପର୍ଯ୍ୟନ୍ତ କେହି ବି ବିଶ୍ୱାସ କରନ୍ତି ନାହିଁ । ତେବେ କଥାଟି ହେଉଛି, ଆକାଶରୁ…

୨୦୨୪ ନିର୍ବାଚନରେ ମୋଦୀଙ୍କୁ ଟକ୍କର ଦେବ କିଏ: କେଜ୍ରିୱାଲ-ମମତା-ରାହୁଲ?

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ୫ଟି ବିଧାନସଭା ନିର୍ବାଚନ ପରେ ବିଜେପି ୪ଟିରେ ଓ ଆମ ଆଦମୀ ପାର୍ଟି (ଆପ) ଗୋଟିଏ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛନ୍ତି । ତେବେ ବିଜେପି ପୂର୍ବରୁ ଏକ ରାଷ୍ଟ୍ରୀୟ ଦଳ ହୋଇଥିବା…

ବନ୍ଦ ହୋଇପାରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଶିକ୍ଷାରୁ ବଞ୍ଚିତ ହେବେ ଶହ ଶହ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୧୫ ମସିହାରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ରହିଛି । ୮ ବର୍ଷ ପରେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର…

ଗହମ ଓ ସୋରିଷ ଚାଷକୁ ନେଇ IARI କୃଷି ବୈଜ୍ଞାନିକ ଜାରି କଲେ ନୂଆ ଆଡଭାଇଜରୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର କିଛି ସ୍ଥାନରେ ଗହମ ଫସଲ ଅମଳ ହେବାକୁ ଯାଉଛି । ଏଭଳି ସ୍ଥିତିରେ ଭାରତୀୟ କୃଷି ଗବେଷଣା ସଂସ୍ଥା (ଆଇଏଆରଆଇ)ର ବୈଜ୍ଞାନିକମାନେ କିଷାନମାନଙ୍କୁ କିଛି ପରାମର୍ଶ ଦେଇଛନ୍ତି ।…

ଆଜି ରାଜ୍ୟରେ କୋଭିଡରେ ୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…