କୋଭିଡ Guideline ଘୋଷଣା କଲେ SRC: ରାତି ୯ଟାରୁ ଭୋର ୫ଟା ଯାଏଁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଥିବା ବେଳେ ନୂତନ କୋଭିଡ୍ ଗାଇଡଲାଇନ ଘୋଷଣା କରାଯାଇଛି । ଏସଆରସି ପ୍ରଦୀପ ଜେନା ଏହି କୋଭିଡ୍ ଗାଇଡଲାଇନ ସମ୍ପର୍କରେ ଘୋଷଣା କରିଛନ୍ତି ।…

ପୋଲିସକୁ ଡେମୋ ଦେଖାଇଲା ପିଶାଚୀ ମା’ ଲକ୍ଷ୍ମୀପ୍ରିୟା: ଏମିତି ଦେଢ ମାସର ପୁଅକୁ ମାରିଥିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଲିସ କବଜାରେ ରହିଥିବା ଶିଶୁ ହନ୍ତା ମା’ ହତ୍ୟାର ଡେମୋ ଦେଖାଇଛି । ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଯାଇଥିବା ବେଳେ ପୋଲିସକୁ ହତ୍ୟାର ଡେମୋ ଦେଖାଇଛି ଲକ୍ଷ୍ମୀପ୍ରିୟା ପରିଡା ।…

ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି: SSPଙ୍କୁ ନିଲମ୍ବନ କଲେ ପଞ୍ଜାବ ସରକାର

ନୂଆଦିଲ୍ଲୀ: ପଞ୍ଜାବର ଫିରୋଜପୁରରେ ନିର୍ବାଚନୀ ରାଲିରେ ଯୋଗ ଦେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ ଫ୍ଲାଏଓଭରରେ ଫସିବା ପରେ ଏସଏସପିଙ୍କୁ ସସପେଣ୍ଡ କରାଯାଇଛି । ମୋଦୀଙ୍କ ଗସ୍ତ ସମୟରେ କିଛି…

ପୂଜାରା ଓ ରାହାଣେଙ୍କ ପରେ ବିହାରୀଙ୍କ ଲଢୁଆ ବ୍ୟାଟିଂ: ୨୪୦ ରନର ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଳୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟକରେ ଭାରତ ୨୬୬ ରନରେ ଅଲଆଉଟ ହୋଇଛି । ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିବା ବେଳେ…

ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ: ୧୮ କୋଟି ବ୍ୟୟରେ ହୋଇଛି ନିର୍ମାଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସିଂ ଜରିଆରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି । ୧୮…

ICC ରାଙ୍କିଙ୍ଗ: ଟପ୍ ଟେନକୁ ଫେରିଲେ ବୁମରା, ବାବରଙ୍କ ପଛରେ କୋହଲି

ନୂଆଦିଲ୍ଳୀ: ବୁଧବାର ପ୍ରକାଶ ପାଇଛି ଆଇସିସି ଟେଷ୍ଟ ରାଙ୍କିଙ୍ଗ । ସେଞ୍ଚୁରିଆନ ଟେଷ୍ଟରେ ଭଲ ବୋଲିଂ ପ୍ରଦର୍ଶନ କରିଥିବା ଦ୍ରୁତ ବୋଲର ଜସପ୍ରୀତ ବୁମରା ଟପ ଟେନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଟେଷ୍ଟରେ ୫ଟି…

ମାସିକ ଋତୁସ୍ରାବ ସମୟରେ ଆପଣାନ୍ତୁ ଏହି ସବୁ ସତର୍କତା: ଭାରି ପଡିପାରେ ସାମାନ୍ୟ ଭୁଲ

ନୂଆଦିଲ୍ଳୀ: ପିରିୟଡସ ଅର୍ଥାତ ମାସିକ ଋତୁସ୍ରାବ ସମୟରେ ମହିଳାମାନଙ୍କର ମୁଣ୍ଡବିନ୍ଧା, କାନ୍ଧ ଦରଜ, ବ୍ଲିଡିଂ, ଅନିଦ୍ରା ଭଳି ସମସ୍ୟା ଦେଖାଦିଏ । ଏହାଦ୍ୱାରା ସେମାନଙ୍କର ଡେଲି ରୁଟିନରେ ପରିବର୍ତନ ହୋଇଥାଏ ।…

ଅସୁରକ୍ଷିତ ରାଜଧାନୀ: ଭୁବନେଶ୍ୱରରେ ଘରେ ପଶି ମହିଳାଙ୍କୁ ହାଣି ଲୁଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି ରାଜଧାନୀ ଭୁବନେଶ୍ୱର । ଦିନ ଦ୍ୱିପ୍ରହରରେ ଘରେ ପଶି ମହିଳାଙ୍କୁ ହାଣି ଲୁଟି ନେଇଛନ୍ତି ଦୁର୍ବୁର୍ତ୍ତ । ସହିଦ ନଗରରେ ଘଟି ଯାଇଛି ଏମିତି ଅଭାବନୀୟ…

ଟିକାରୁ ମୋତେ ଫାଇଦା ମିଳୁଛି: ୧୧ ଥର ଟିକା ନେବା ପରେ ଧରାପଡିଲେ ୮୪ ବର୍ଷୀୟ ବ୍ୟକ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ଓମିକ୍ରନ ସଂକ୍ରମଣ ଶୀର୍ଷରେ ପହଞ୍ଚିଥିବା ବେଳେ ବୁଷ୍ଟର ଡୋଜ ନେବା ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ତେବେ ବର୍ତ୍ତମାନ ଏଭଳି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।…

ଆକାଶରୁ ବର୍ଷିଲା ଟଙ୍କା: ଗୋଟାଇବା ପାଇଁ ଜମିଲା ଅସମ୍ଭାଳ ଭିଡ଼, ଦେଖନ୍ତୁ Viral Video

ନୂଆଦିଲ୍ଲୀ: :ଆକାଶରୁ ହଠାତ୍ ହେଲା ଟଙ୍କା ବର୍ଷା । ବର୍ଷିଲା ଗଦା ଗଦା ଟଙ୍କା । ଆଉ ଏହାକୁ ଗୋଟାଇବାରେ ନାହିଁ ନଥିବା ଲୋକଙ୍କ ଭିଡ ଜମିଲା । ପ୍ରତିଦିନ ଆମ ଚାରିପଟେ ଏଭଳି କିଛି ଘଟଣା ଘଟେ ଯାହା ଆମକୁ ଆଶ୍ଚର୍ଯ୍ୟ…