ସୁଶୀଲ କୁମାର ଏକାଡେମୀରେ ନିଶା ଦାହିୟାଙ୍କୁ ଗୁଳି କରି ହତ୍ୟା: ଜାଣନ୍ତୁ ଭାଇରାଲ ଖବର ପଛର ସତ୍ୟତା;ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜାତୀୟ ସ୍ତରର ରେସଲର ନିଶା ଦାହିୟାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏମିତି ଏକ ଖବର ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ଖବରଟି ବେଶ ଭାଇରାଲ ହୋଇଥିବା ବେଳେ ସମସ୍ତେ ଏହାକୁ ବିଶ୍ୱାସ…

ସଡ଼କ ସୁରକ୍ଷା ପାଇଁ ନୂତନ ଆପ୍ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ; ୩୦ଟି ଜିଲ୍ଲାରେ ପ୍ରଶିକ୍ଷଣ ଦେବେ ୩୦୦ ପ୍ରଶିକ୍ଷକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟର ଠାରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ପରିବହନ ବିଭାଗ ଦ୍ବାରା…

ପଦ୍ମଶ୍ରୀ ଆଓ୍ଵାର୍ଡ ପାଇବା ପରେ ମୁଖ୍ୟମନ୍ତ୍ରୀ ବାସଭବନ ବାହାରେ ଧାରଣାରେ ବସିଲେ ‘ପହିଲମାନ’

ନୂଆଦିଲ୍ଲୀ : ମୁକ ପହିଲମାନ ନାମରେ ପ୍ରସିଦ୍ଧ ହରିୟାଣାର ବୀରେନ୍ଦ୍ର ସିଂହଙ୍କୁ ନିକଟରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କୁ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ…

ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ବଡ ଘୋଷଣା; ମେଣ୍ଟରେ ଲଢିବନି BSP

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ବିଏସପି (ବହୁଜନ ସମାଜ ପାର୍ଟି) ସୁପ୍ରିମୋ ମାୟାବତୀ ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ବିଏସପି ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବନି ।…

ଦୁଇ ଦିନରେ ୩.୭୧ ଲକ୍ଷ କୋଟି ହରାଇଲେ ଏଲନ ମସ୍କ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ବିଶ୍ୱର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଥିବା ଏଲନ ମସ୍କ ହରାଇଛନ୍ତି ୫୦ ବିଲିୟନ ଡଲାର । ମାତ୍ର ଦୁଇ ଦିନ ମଧ୍ୟରେ ମସ୍କ ଏହି ଅର୍ଥରାଶି ହରାଇଛନ୍ତି । ଟେସଲାର ଅଂଶଧନ ମୂଲ୍ୟରେ ହ୍ରାସ…

ICC ଟି-୨୦ ରାଙ୍କିଙ୍ଗ: ୮ମ ସ୍ଥାନରେ କୋହଲି; ରାହୁଲ ଶ୍ରେଷ୍ଠ ଭାରତୀୟ

ନୂଆଦିଲ୍ଲୀ: ବୁଧବାର ଆଇସିସି ପକ୍ଷରୁ ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି । ଚଳିତ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ର୍ୟାଙ୍କିଙ୍ଗ ହ୍ରାସ ପାଇଥିବା ବେଳେ କେ ଏଲ…

ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ ଉପଭୋଗ କରିବେ ୨୫ ହଜାର ଦର୍ଶକ, ସମସ୍ତ ଟିକେଟ୍‌ ବିକ୍ରି ଶେଷ

ଦୁବାଇ: ଆସନ୍ତା ୧୪ ତାରିଖ ଦିନ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚକୁ ଉପଭୋଗ କରିବେ ୨୫ ହଜାର ଦର୍ଶକ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମର ଦର୍ଶକ କ୍ଷମତା ୨୫…

NDRFର ନୂଆ ଡିଜି ଭାବେ ଅତୁଲ କରୱାଲଙ୍କୁ ମିଳିଲା ଦାୟିତ୍ବ

ନୂଆଦିଲ୍ଲୀ : ବଦଳିଲେ ଏନ୍‌ଡିଆର୍‌ଏଫ୍‌ ଡିଜି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନ୍‌ଡିଆର୍‌ଏଫ୍‌) ନୂତନ ଡିଜି ଭାବେ ଗୁଜୁରାଟ କ୍ୟାଡରର ଅତୁଲ କରୱାଲଙ୍କୁ ମିଳିଲା ନିଯୁକ୍ତ। ବରିଷ୍ଠ ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ…

ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ପ୍ରଥମ ସେମି ଫାଇନାଲ୍‌ ମୁହାଁମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ, ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ…

ଅବୁଧାବି: ଆଜି ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ତେଣୁ ଏହି ସୁଯୋଗରେ ଇଂଲଣ୍ଡ ବିରୋଧଟ୍ଟା ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚ ପରାଜୟର ଚରମ ପ୍ରତିଶୋଧ ନେବା ପାଇଁ…

ବିବାହ ପୂର୍ବରୁ କ୍ୟାଟ୍ରିନାଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଲେ ବିକି, ଜାଣନ୍ତୁ କ’ଣ ଥିଲା ଜିଦ୍ ପଛର କାରଣ…

ମୁମ୍ବାଇ ; ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଗରେ ମୁଣ୍ଡ ନୁଆଁଇଲେ ଉରି ଫେମ୍‌ ଅଭିନେତା ବିକି କୌଶଲ । ରହିଲାନି ବିକିଙ୍କ କଥା । ଶେଷରେ ବିବାହ ପୂର୍ବରୁ କ୍ୟାଟ୍ରିନାଙ୍କ କଥାରେ ରାଜି ହେଲେ ବିକି । ବଲିଉଡ…