ପାକିସ୍ତାନ GDP ଠାରୁ ଧନୀ ଏଲନ୍ ମସ୍କ; ଦିନକରେ ସମ୍ପତ୍ତି ୩୬ ମିଲିୟନ ଡଲାର ବଢିଲା

ନୂଆଦିଲ୍ଲୀ: ଆମେରିକୀୟ ଶିଳ୍ପପତି ତଥା ଟେସଲାର ମାଲିକ ଏଲନ ମସ୍କଙ୍କ ସମ୍ପତ୍ତି ୩୦୦ ମିଲିୟନ୍ ଡଲାର ଛୁଇଁବାକୁ ଯାଉଛି । ଏଲନ ମସ୍କଙ୍କ ସମୁଦାୟ ସମ୍ପତ୍ତିର ପରିମାଣ ୨୯୨ ମିଲିୟନ ଡଲାର ରହିଥିବା ବେଳେ ସମ୍ପତ୍ତି…

ହସରଙ୍ଗାଙ୍କ ହ୍ୟାଟ୍ରିକ୍ ବ୍ୟର୍ଥ: ମିଲରଙ୍କ ବ୍ୟାଟିଂରେ ଜିତିଲା ସାଉଥ୍ ଆଫ୍ରିକା

ନୂଆଦିଲ୍ଳୀ: ୱିନିନ୍ଦୁ ହସରଙ୍ଗାଙ୍କ ହ୍ୟାଟ୍ରିକ ବ୍ୟର୍ଥ ହେବା ସହିତ ସାଉଥ୍ ଆଫ୍ରିକା ହାତରୁ ମ୍ୟାଚ୍ ଛଡେଇ ନେଇଛନ୍ତି ଡେଭିଡ ମିଲର । ସାଉଥ୍ ଆଫ୍ରିକା ୧୪୩ ରନର ପିଛା କରୁଥିବା ବେଳେ ଶେଷ ଓଭରରୁ ୧୫ ରନ ଆବଶ୍ୟକ ଥିଲା…

ବଜାରକୁ ଆସିଲା ମେଡ ଇନ ଇଣ୍ଡିଆ ସ୍ମାର୍ଟ ଟିଭି; ମୂଲ୍ୟ ମାତ୍ର ୭୫୦୦

ନୂଆଦିଲ୍ଳୀ: ଦୀପାବଳି ପୂର୍ବରୁ ଭାରତୀୟ ବଜାରରେ ପ୍ରବେଶ କରିଛି କାର୍ବନର ସ୍ମାର୍ଟ ଟିଭି । ମେଡ ଇନ ଇଣ୍ଡିଆ ଟିଭିଟିର ମୂଲ୍ୟ ମଧ୍ୟ ଭାରତୀୟଙ୍କ ପକେଟକୁ ସୁହାଇବା ପରି ରହିଛି । ଏହି ଟିଭିର ମୂଲ୍ୟ ମାତ୍ର ୭୫୦୦ ଟଙ୍କା…

ଆସନ୍ତା କାଲି ନ୍ୟୁଜିଲାଣ୍ଡ ମୁକାବିଲା; ଇତିହାସ ପରିବର୍ତ୍ତନ ଲକ୍ଷ୍ୟରେ ବିରାଟ ବାହିନୀ

ନୂଆଦିଲ୍ଳୀ: ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଦୟନୀୟ ପରାଜୟ ପରେ ଚାପରେ ରହିଥିବା ଭାରତ ତାର ଦ୍ୱିତୀୟ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟି । ସୁପର-୧୨ର ଏହି ମୁକାବିଲାରେ ଭାରତ ପାଇଁ ବିଜୟ ଅବଶ୍ୟମ୍ଭାବୀ ରହିଛି…

ରାଜଧାନୀରେ ଗାଡିରୁ ଚୋରି ହେଲା ବନ୍ଧୁକ: ଫେସବୁକ ସାହାଯ୍ୟରେ ଧରାପଡିଲା ଚୋର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଧରାପଡିଛି ବନ୍ଧୁକ ଚୋର । ଗାଡି ମଧ୍ୟରୁ ବନ୍ଧୁକ ଚୋରି ହୋଇଥିବା ବେଳେ ସୋସିଆଲ ମିଡିଆ ସାହାଯ୍ୟରେ ଧରାପଡିଛି ଚୋର । ସୋସିଆଲ ମିଡିଆରେ ଲୋକପ୍ରିୟତା ପାଇଁ ବନ୍ଧୁକ…

ବର୍ଷକରେ ବଦଳିଗଲା ଭାଗ୍ୟ; ନିବେଶକଙ୍କୁ ମିଳିଲା ୧୭ ହଜାର ଗୁଣ ଲାଭ

ନୂଆଦିଲ୍ଲୀ: ଇଂରାଜୀରେ ଗୋଟିଏ କଥା ଅଛି ଟାଇମ୍ ଇଜ୍ ମନି । ବେଳେବେଳ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ଆପଣଙ୍କୁ ବେଶ ଫାଇଦା ପହଞ୍ଚାଇଥାଏ । ଏମିତି ଏକ ଷ୍ଟକ ନିଜ ନିବେଶକଙ୍କୁ ମାଲେମାଲ କରିଛି । ଗୋପାଳ ପଲିପ୍ଲାଷ୍ଟ…

ଟି-୨୦ ବିଶ୍ୱକପ୍: ବିରାଟ କୋହଲିଙ୍କ ରେକର୍ଡ ଅତିକ୍ରମ କଲେ ବାବର ଆଜମ୍

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ୍ । ଭାରତ ଅଦ୍ୟାବଧି ଟୁର୍ଣାମେଣ୍ଟରେ ଗୋଟିଏ ମ୍ୟାଚ ଖେଳିଥିବା ବେଳେ ଦଳ ପରାଜିତ ହୋଇଛି । ଅନ୍ୟପକ୍ଷରେ ବାବର ଆଜମ୍…

କ୍ରିକେଟ୍ ନୁହେଁ ରାଜନୀତି ଉପରେ ପ୍ରଶ୍ନ କଲେ ପାକିସ୍ତାନ ସାମ୍ବାଦିକ, ଏମିତି ଜବାବ ଦେଲେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ଶୁକ୍ରବାର ଖେଳାଯାଇଛି । ରୋମାଞ୍ଚକର ମ୍ୟାଚରେ ପାକିସ୍ତାନ ଜିତିଥିଲେ ମଧ୍ୟ ଚାରିଆଡେ ଆଫଗାନିସ୍ତାନର ଖେଳକୁ ପ୍ରଶଂସା କରାଯାଉଛି।…

ବିଧାନସଭା ନିର୍ବାଚନ ପୂର୍ବରୁ ମାୟାବତୀ ଓ ବିଜେପିକୁ ଝଟକା, ସମାଜବାଦୀ ପାର୍ଟିରେ ସାମିଲ ହେଲେ ୭ ବିଧାୟକ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି(ବିଏସପି)କୁ ଲାଗିଛି ଜୋରଦାର ଝଟକା । ଶନିବାର ବିଏସପିର ଛଅ ଜଣ ବିଧାୟକ ସମାଜବାଦୀ ପାର୍ଟି(ଏସପି)ରେ…

ଟି-୨୦ରେ ଇତିହାସ ରଚିଲେ ରଶିଦ ଖାନ, ଭାଙ୍ଗିଲେ ଲସିଥ ମାଲିଙ୍ଗାଙ୍କ ରେକର୍ଡ

ନୂଆଦିଲ୍ଲୀ : ରଶିଦ ଖାନ ଶୁକ୍ରବାର ଟି-୨୦ ବିଶ୍ୱ କପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଇତିହାସ ରଚିଛନ୍ତି । ତାଙ୍କ ଦଳ ଆଫଗାନିସ୍ତାନ ସୁପର ୧୨ ରାଉଣ୍ଡରେ ପାକିସ୍ତାନ ନିକଟରୁ ହାରିଥିଲେ ମଧ୍ୟ ରଶିଦ ଟି-୨୦…