CHARIDHAM

ହୁରୁନ୍ ଧନୀ ତାଲିକା ପ୍ରଥମରେ ମୁକେଶ ଅମ୍ବାନୀ; ଅଦାନୀଙ୍କ ସମ୍ପତ୍ତିରେ ୨୬୧ ପ୍ରତିଶତ ଅଭିବୃଦ୍ଧି

ନୂଆଦିଲ୍ଲୀ: ଗୁରୁବାର ପ୍ରକାଶ ପାଇଛି ହୁରୁନ ଇଣ୍ଡିଆ ଧନୀକ ତାଲିକା । ଏସିଆର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଗୌତମ ଅଦାନୀ । ୬୪ ବର୍ଷୀୟ…

ଦୁବାଇରେ ସାଉଥ୍ ଡର୍ବି: CSK ସମ୍ମୁଖରେ ୧୩୫ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଦୁବାଇରେ ଆଇପିଏଲର ୪୪ତମ ମ୍ୟାଚରେ ଏକ ସାଉଥ୍ ଡର୍ବି ଦେଖିବାକୁ ମିଳିଛି । ଦୁଇ ଦକ୍ଷିଣ ଭାରତୀୟ ଦଳ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଚେନ୍ନାଇ…

ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେବେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ବୁଧବାର କ୍ଷମତାସୀନ ଦଳ ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ସର୍ବସମ୍ମତିକ୍ରମେ ଫୁମିଓ କିଶିଦା ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା…

IED ବିସ୍ଫୋରଣରେ ୨ ସିଆରପିଏଫ୍ ଯବାନ ଆହତ

ନୂଆଦିଲ୍ଲୀ: ଛତିଶଗଡର ବିଜାପୁର ନିକଟ କୋଡେପାଲରେ ହୋଇଛି ଆଇଇଡି ବୋମା ବିସ୍ଫୋରଣ । ଏହି ଅଘଟଣରେ ୨ ଜଣ ସିଆରପିଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…

ଟ୍ୱିନ ସିଟିରେ ବଢିଲା ନାଇଟ କର୍ଫ୍ୟୁର ସମୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ଅକ୍ଟୋବର ମାସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସ୍ଥାନରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ରାଜ୍ୟର…

ଅକ୍ଟୋବର ପାଇଁ ଆସିଲା ଗାଇଡଲାଇନ୍; ନାଇଟ କର୍ଫ୍ୟୁ ବଳବତ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ଅକ୍ଟୋବର ମାସ ପାଇଁ ଗାଇଡ ଲାଇନ୍ । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କରୋନା ଗାଇଡ ଲାଇନ୍ ଘୋଷଣା କରାଯାଇଛି । ରାଜ୍ୟରେ କରୋନା…

ଭୋଟ ଦେଲେ ମମତା; ଅପରାହ୍ନ ୩ଟା ସୁଦ୍ଧା ଭବାନୀପୁରରେ ୪୮ ପ୍ରତିଶତ ମତଦାନ

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁରରେ ହେଉଥିବା ଉପ ନିର୍ବାଚନରେ ଭୋଟିଂ ପ୍ରତିଶତ ଧୀରେ ଧୀରେ ବଢିବାରେ ଲାଗିଛି । ଅପରାହ୍ନ ୩ଟା ସୁଦ୍ଧା ଭୋଟିଂ ପ୍ରତିଶତ ୪୮.୦୮ ପ୍ରତିଶତ ରହିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା…

ହସ୍ପିଟାଲରେ କରୋନା ବିସ୍ଫୋରଣ; ଟିକା ନେଇ ମଧ୍ୟ ୨୩ ଡାକ୍ତରୀ ଛାତ୍ରଛାତ୍ରୀ କରୋନା ପଜିଟିଭ

ମୁମ୍ବାଇ: ମୁମ୍ବାଇରେ ପୁଣି ଥରେ ଅଣାୟତ ହୋଇଛି କରୋନା । ଆର୍ଥିକ ରାଜଧାନୀ ମୁମ୍ବାଇର ଏକ ହସ୍ପିଟାଲରେ କରୋନା ବିସ୍ଫୋରଣ ଘଟିଥିବା ବେଳେ ପ୍ରାୟ ୨୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।…

ଶତକ ଆଡକୁ ଅଗ୍ରସର ସ୍ମୃତି ମନ୍ଧାନା; ଐତିହାସିକ ଟେଷ୍ଟରେ ଭାରତ ୧୪୪/୧

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଐତିହାସିକ ଦିବାରାତ୍ର ମହିଳା ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ । ଉଭୟ ଦଳ ମଧ୍ୟରେ ଖେଳାଯାଉଥିବା ଏହି ଏକମାତ୍ର ଟେଷ୍ଟର ପ୍ରଥମ ଦିନରେ ଶତକ ଆଡକୁ…

ହକି ଟର୍ଫରେ ଦେଖିବାକୁ ମିଳିବନି ରୂପିନ୍ଦରଙ୍କ Drag Flick; ଟ୍ୱିଟ୍ କରି ସମାପ୍ତ କଲେ କ୍ୟାରିୟର

ନୂଆଦିଲ୍ଲୀ: ହକି ଟର୍ଫରେ ଆଉ ଦେଖିବାକୁ ମିଳିବନି ଡ୍ରାଗ ଫ୍ଲିକର ରୂପିନ୍ଦର ପାଲ ସିଂଙ୍କ ଯାଦୁ । ଭାରତର ଏହି ଅଭିଜ୍ଞ ଡ୍ରାଗ ଫ୍ଲିକର ଟ୍ୱିଟ କରି ନିଜ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି । ଟୋକିଓରେ ବ୍ରୋଞ୍ଜ ବିଜେତା…