Featured Ratha Yatra Special: ତ୍ରିବିଗ୍ରହଙ୍କ ରଥ ନାମ କାହିଁକି ଭିନ୍ନ ଭିନ୍ନ ? Abinash Kumar Dhal Jul 10, 2021 https://www.youtube.com/watch?v=hTfnoJrC2zo
Breaking News ବିଦ୍ୟୁତ୍ ଆଘାତରେ ଶିଶୁ ଗୁରୁତର ଘଟଣା: ମୁଖ୍ୟ ଶାସନସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ Abinash Kumar Dhal Jul 10, 2021 ଭବାନୀପାଟଣା (ଓଡ଼ିଶା ଭାସ୍କର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଦୁର୍ଗାମଣ୍ଡପ ପାଖ ଖେଳ ପଡିଆରେ ଗତ ୨୦୨୦ ଜୁଲାଇ ମାସ ୧୭ ତାରିଖରେ କ୍ରିକେଟ ଖେଳୁଥିବା ସମୟରେ ବଲ ଗୋଟଳଇବାକୁ ଯାଇ ହରି କୁମାରଙ୍କ…
Breaking News ବାଂଲାଦେଶ ଜୁସ୍ କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ୫୨ ମୃତ, ୫୦ରୁ ଅଧିକ ଆହତ Abinash Kumar Dhal Jul 10, 2021 ଢାକା,(ଓଡ଼ିଶା ଭାସ୍କର): ବାଂଲାଦେଶର ଏକ କାରଖାନାରେ ଶୁକ୍ରବାର ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏଥିସହ ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି ।…
Breaking News ଅଗଷ୍ଟ ୨ରୁ ରମାଦେବୀ ବିଶ୍ୱବିଦ୍ୟାଳୟ ୟୁଜି ଶେଷ ସେମିଷ୍ଟର୍ ପରୀକ୍ଷା Abinash Kumar Dhal Jul 10, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକ(ୟୁଜି) ଶେଷବର୍ଷ ଶେଷ ସେମିଷ୍ଟର୍ ପରୀକ୍ଷା ଅଗଷ୍ଟ ୨ରୁ ଆରମ୍ଭ ହେବ । ଯାହା ୧୧ ତାରିଖରେ ସରିବ । ସେହିପରି ପ୍ରାକ୍ଟିକାଲ୍ ପରୀକ୍ଷା…
Breaking News ରାଜ୍ୟରେ ଟିକା ଅଭାବ, ଆଜି ୧୦ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ Abinash Kumar Dhal Jul 10, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜି ୧୦ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଟିକା ଅଭାବ ପାଇଁ ଏହି ଜିଲ୍ଲାଗୁଡିକରେ ଟିକାକରଣ ବନ୍ଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ବାଲେଶ୍ୱର, ଢେଙ୍କାନାଳ, ଯାଜପୁର,…
Breaking News ମଦ ରନ୍ଧା ଯାଉଥିବା ଘରେ ଅବକାରୀ ବିଭାଗ ଚଢାଉ; ୯୦ଲିଟର ମଦ ଜବତ, ୨ ଗିରଫ Abinash Kumar Dhal Jul 10, 2021 ନବରଙ୍ଗପୁର (ଓଡ଼ିଶା ଭାସ୍କର) : ନବରଙ୍ଗପୁର ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ ବିପ୍ରଚରଣ ମଣ୍ଡଳଙ୍କ…
Astrology ରାଶିଫଳ (ଶନିବାର ,୧୦ ଜୁଲାଇ ,୨୦୨୧) Abinash Kumar Dhal Jul 10, 2021 ମେଷ: ଦିନଟି ସନ୍ତୋଷଜନ ରହିବ । କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବନ୍ଧୁମାନଙ୍କ ସହିତ ଉପଭୋଗ କରନ୍ତୁ । ବୃଷ:…
Featured ଆପଣଙ୍କୁ ଆସିବ ଏସବିଆଇ ନାଁରେ ଏହି ଲିଙ୍କ: ହେଲେ ଭୁଲରେ ବି କ୍ଲିକ୍ କରନ୍ତୁନି Abinash Kumar Dhal Jul 9, 2021 ନୂଆଦିଲ୍ଳୀ: କେୱାଇସି କରାଇବା ବାହାନାରେ ପୂର୍ବରୁ କଲ୍ ଆସୁଥିବା ବେଳେ ସାଇବର ଠକ ମାନେ ବର୍ତ୍ତମାନ ନୂଆ ଫଣ୍ଡା ଆପଣେଇଛନ୍ତି । ଏଣିକି ଇମେଲ ଏବଂ ମେସେଜ ଜରିଆରେ ଇ କେ ୱାଇସି ପାଇଁ ଗ୍ରାହକଙ୍କୁ ମେସେଜ ଆସୁଛି ।…
Featured ୱିମ୍ବଲଡନରେ ଇତିହାସ ରଚିଲେ ବେରେଟ୍ଟିନି Abinash Kumar Dhal Jul 9, 2021 ଲଣ୍ଡନ: ନିଜ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଫାଇନାଲରେ ପହଞ୍ଚିବା ସହିତ ଇଟାଲୀର ମାଟ୍ଟେଓ ବେରେଟ୍ଟିନି ଇତିହାସ ସୃଷ୍ଟି କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ସେମିରେ ହୁବାର୍ଟ ହୁରକାଜଙ୍କୁ ପରାସ୍ତ…
Featured ବାୟୁରେ ରହିଛି କି କରୋନା ଭୂତାଣୂ; ଜାଣିବାରେ ସହାୟତା କରିବ ଏହି ମେସିନ୍ Abinash Kumar Dhal Jul 9, 2021 ବେଙ୍ଗାଲୁରୁ: କରୋନା ସମୟରେ ସମସ୍ତେ ସତର୍କତା ଅବଲମ୍ବନ କରୁଛନ୍ତି । ତେବେ ଆପଣ ନିଶ୍ୱାସ ପ୍ରଶ୍ୱାସରେ ଯେଉଁ ବାୟୁ ନେଉଛନ୍ତି ସେଥିରେ ଅଛି କି କରୋନା ଭୂତାଣୁ । ଏସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଆବିଷ୍କାର ହୋଇଛି ଏକ…