ଯଦି ଚେକ ବାଉନ୍ସ ହୁଏ ତେବେ ଆପଣ ଯାଇପାରନ୍ତି ଜେଲ ! ଜାଣନ୍ତୁ ଅଭିଯୁକ୍ତଙ୍କୁ କେତେ ବର୍ଷ ପାଇଁ ମିଳେ ଏହି ଦଣ୍ଡ
ନୂଆଦିଲ୍ଲୀ: ପ୍ରତିଦିନ ବ୍ୟାଙ୍କରେ ଚେକ୍ ବାଉନ୍ସ ଖବର ଶୁଣିବାକୁ ମିଳେ। ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣକୁ ଚେକ୍ ପ୍ରଦାନ କରେ ଏବଂ ପର୍ଯ୍ୟାପ୍ତ ଅର୍ଥ ହେତୁ ଚେକ୍ ଫେରସ୍ତ ହୁଏ, ତେବେ ଏହା ଅପରାଧ ବର୍ଗ ଅଧୀନରେ ଆସେ ।…