ବିଜେପିକୁ ଝଟକା, ଗୁଜରାଟ  ନିର୍ବାଚନ ପୂର୍ବରୁ ଦଳ ଛାଡିଲେ ୪ ଥରର ବିଧାୟକ

ନୂଆଦିଲ୍ଲୀ: ଗୁଜୁରାଟ  ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଜୋରଦାର ଝଟକା। ପାର୍ଟିର ବରିଷ୍ଠ ନେତା ତଥା ଚାରି ଥରର ବିଧାୟକ ଜୟ ନାରାୟଣ ବ୍ୟାସ୍ ଦଳରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ ସେ କଂଗ୍ରେସ…

କର୍ମଚାରୀଙ୍କ ଛଟେଇକୁ ନେଇ ମୁହଁ ଖୋଲିଲେ ଏଲନ୍ ମସ୍କ: କହିଲେ ଏହି କାରଣ ପାଇଁ ଚାକିରିରୁ ବାହାରୁଛନ୍ତି…

ନୂଆଦିଲ୍ଲୀ: ଏଲନ୍ ମସ୍କ ଟ୍ୱିଟରକୁ କିଣିବା ପରେ ବର୍ତ୍ତମାନ ଆକ୍ସନ ମୋଡରେ ଅଛନ୍ତି । ସେ କିଛିଦିନ ମଧ୍ୟରେ ଅନେକ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ନିକଟରେ ସେ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଥିବା ବେଳେ…

ଗୁଜରାଟ ବିଧାନସଭା ନିର୍ବାଚନରେ ପାକିସ୍ତାନରୁ ଆସିଥିବା ହିନ୍ଦୁ ପ୍ରଥମ ଥର କରିବେ ମତଦାନ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନରେ ଏଥର ଏକ ହଜାରରୁ ଅଧିକ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀ ମତଦାନ କରିବେ। ୧୦୩୨ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳି ସାରିଛି। ଅହମ୍ମଦାବାଦ ଜିଲ୍ଲାପାଳଙ୍କ ପକ୍ଷରୁ ଗତ…

କୋଣାର୍କ ପରେ ଏହି ସ୍ଥାନରେ ରହିଛି ଆଉ ଏକ ସୂର୍ଯ୍ୟ ମନ୍ଦିର: ଦେଢ ଲକ୍ଷ ବର୍ଷ ତଳେ ଭଗବାନ ବିଶ୍ୱକର୍ମା କରିଥିଲେ ନିର୍ମାଣ

ବିହାର: ଆରମ୍ଭ ହୋଇଯାଇଛି ହିନ୍ଦୁ ଛଟ୍ ପୂଜା । କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଷଷ୍ଠ ଦିନରେ ପାଳନ କରାଯାଏ ଏହି ପର୍ବ । ଛଟ୍ ପୂଜାରେ ସୂର୍ଯ୍ୟ ଦେବ ଏବଂ ଛଠୀ ମା'ଙ୍କୁ ପୂଜା କରାଯାଏ । ପ୍ରଥମେ ଭାରତ ଏବଂ ଏବେ ସାରା…

ଗୁଜୁରାଟ ନିର୍ବାଚନ ଚୟନ ପୂର୍ବରୁ କେଜ୍ରିୱାଲଙ୍କୁ ଝଟକା: କଂଗ୍ରେସରେ ସାମିଲ ହେଲେ APP ନେତା

ଅହମଦାବାଦ: ବର୍ତ୍ତମାନ ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ମଇଦାନ ସଜା ଚାଲିଥିବା ବେଳେ ଦଳମାନଙ୍କ ମଧ୍ୟରେ ଅଙ୍କକଷା ଅବ୍ୟହତ ରହିଛି । ସେପଟେ ନିର୍ବାଚନ ପାଇଁ ବିଗୁଲ ମଧ୍ୟ ବାଜିସାରିଛି । କିନ୍ତୁ ଏତତ୍ ବ୍ୟତିତ…

ପାକିସ୍ତାନ ଗୃହମନ୍ତ୍ରୀଙ୍କ ଦାବି: ଇମ୍ରାନଙ୍କ ଉପରେ ହୋଇନାହିଁ ଗୁଳି ଚାଳନା, ଆହତ ହେବା ଘଟଣା ମିଛ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସମେତ ତିନି ଜଣଙ୍କୁ ଦାୟୀ କରିଛନ୍ତି । ଶୁକ୍ରବାର ଦିନ ଲାହୋରର ଶୌକତ ଖାନମ୍…

ମାଦ୍ରାସ ହାଇକୋର୍ଟର ଦ୍ୱାରସ୍ଥ ହେଲେ କ୍ୟାପଟେନ କୁଲ: ଅଧିକାରୀଙ୍କ ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆଇପିଏସ ଅଧିକାରୀ ସମ୍ପତ କୁମାରଙ୍କ ବିରୋଧରେ ଅଭିଯୋଗ ନେଇ ମାଦ୍ରାସ ହାଇକୋର୍ଟରେ ପହଞ୍ଚିଛନ୍ତି…

ରାଗିଂର ଶିକାର ହେଲେ ଛାତ୍ରୀ; କାର୍ଯ୍ୟାନୁଷ୍ଠାନ ପାଇଁ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କୁ ଗୁହାରୀ

ନିମାପଡା: ଦେଶ ତଥା ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସିନିୟରମାନଙ୍କ ରାଗିଂ ଥମିବାର ନାଁ ନେଉନାହିଁ । ଗୋଟିଏ ପରେ ଗୋଟିଏ ଛାତ୍ରୀ ଏହାର ଶିକାର ହେଉଛନ୍ତି । ପୂର୍ବରୁ ଏହିପରି ଘଟଣା ଅନେକ ଦେଖିବାକୁ ମିଳିଥିବା…

୨୦୦ ପ୍ରେତ ଆତ୍ମାଙ୍କ ଘର , ଯାହା ପରିବାରର ୫ଜଣଙ୍କ ଜୀବନରେ ଆଣିଦେଲା ଝଡ

ଆପଣ ଭୁତ ପ୍ରେତ ଆଦିକୁ ବିଶ୍ୱାସ କରନ୍ତି କି ? କହିବାକୁ ଗଲେ ଏହାର ଜବାବ କିଛି ଲୋକଙ୍କ ଠାରୁ ହଁ ଆସିବା ବେଳେ କିଛି ଲୋକଙ୍କ ଉତ୍ତର ନାଁ ହୋଇପାରେ । ହେଲେ ଆମେ ଆପଣଙ୍କୁ ଏମିତି ଏକ ସତ୍ୟ କାହାଣୀ  ଉପରେ ଆଲୋଚନା…

ଦିଲ୍ଲୀର ପ୍ରଦୂଷଣକୁ ନେଇ ଚିନ୍ତାରେ ସରକାର: ସବୁ ଜାଗାରେ ୪୦୦ ପାର ହେଲା AQI

ନୂଆଦିଲ୍ଲୀ: ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀ NCRର ବାୟୁମଣ୍ଡଳ । ଆଜି ମଧ୍ୟ ଘନ ଧୂଆଁ ଯୋଗୁଁ ରାଜଧାନୀ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ବାୟୁମଣ୍ଡଳର ଗୁଣବତ୍ତା ଗମ୍ଭୀର ସ୍ଥିତିରେ ରହିଛି । ଦିଲ୍ଲୀ-NCRରେ…