ଡରୋ ମତ! ବଦଳିଲା ସୋସିଆଲ ମିଡ଼ିଆ ପ୍ରୋଫାଇଲ, ସନ୍ଧ୍ୟାରେ ବୈଠକ ; ରାହୁଲଙ୍କୁ ଦଣ୍ଡ ମିଳିବା ପରେ ଏବେ ତତ୍ପର କଂଗ୍ରେସ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦ୍ୱାରା ମାନହାନୀ ମାମଲାରେ ଦୁଇ ବର୍ଷ ପାଇଁ ଦଣ୍ଡିତ କରାଯାଇଛି। ରାହୁଲଙ୍କ ଉପରେ ଏଭଳି ଅଭିଯୋଗ ଲାଗିବ ପରେ କଂଗ୍ରେସ ଏହାର ନେତାଙ୍କ ପାଇଁ ଏକ…