ମୃତ୍ୟୁ ପୂର୍ବରୁ ଶୌଚାଳୟରେ ୨ ଘଣ୍ଟା ଥିଲେ ସୋନାଲୀ, କାହିଁକି? ଗୋଆ ପୋଲିସର ଖୁଲାସା
ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ଟିକଟକ୍ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁ ରହସ୍ୟକୁ ନେଇ ଆଉ ଏକ ଖୁଲାସା କରିଛି ଗୋଆ ପୋଲିସ । ମୃତ୍ୟୁ ପୂର୍ବରୁ ତାଙ୍କୁ ଏକ ପାର୍କରେ ଦେଖାଯାଇଥିଲା ବୋଲି ସୂଚନା ମିଳିଛି । କେବଳ…