ଯେବେ ଇନ୍ଦିରା ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ମନ୍ଦିରରେ ମିଳିନଥିଲା ପ୍ରବେଶ ଅନୁମତି, କାହିଁକି ଉଠିଥିଲା ପ୍ରଶ୍ନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ଵାଧୀନ ବିହାର ସରକାରଙ୍କଠୁ ବିବାଦ ପିଛା ଛାଡୁନି। ଏବେ ତାଙ୍କର ମନ୍ତ୍ରୀ ଇଜରାଏଲ ମନସୁରୀ ଗୟାର ବିଷ୍ଣୁପଦ ମନ୍ଦିରରେ ପ୍ରବେଶ କରି ହିନସ୍ତା ହେବାକୁ ପଡିଛି।…

ବିଜେପି ନେତା ଟିକଟକ୍ ଷ୍ଟାର ସୋନାଲି ଫୋଗାଟଙ୍କ ଦେହାନ୍ତ, ହୃଦଘାତରେ ମୃତ୍ୟୁ

ନୂଆଦିଲ୍ଲୀ: ବିଜେପି ନେତା ସୋନାଲି ଫୋଗାଟଙ୍କ ମଙ୍ଗଳବାର ପରଲୋକ ଘଟିଛି। ଗୋଆରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ସୋନାଲି ଫୋଗାଟ ଜଣେ ଟିକଟକ୍ ଷ୍ଟାର ଏବଂ ସାମାଜିକ ଗଣମାଧ୍ୟମର ଇନଫ୍ଲୁଏନ୍ସର ଥିଲେ।…

ଆପଣଙ୍କ ହାତରେ ଅଛି କି ଏହି ରେଖା? ବିବାହ ପରେ ବଦଳିବ ଭାଗ୍ୟ

ମଣିଷ ଭାଗ୍ୟର ସବୁ ରହସ୍ୟ ତା ହାତରେ ଥିବା ରେଖାରେ ଲୁଚି ରହିଥାଏ । ଯାହାଦ୍ୱାରା ହସ୍ତରେଖା ଶାସ୍ତ୍ରର ବିଶେଷଜ୍ଞମାନେ ହାତ ପାପୁଲି ଦେଖି ଭାଗ୍ୟ ଏବଂ ଭବିଷ୍ୟତ ବିଷୟରେ କହିପାରନ୍ତି । ତେବେ କିଛି କ୍ଷେତ୍ରରେ ଦେଖାଯାଏ…

ସବୁ ଦେବତା ନିଚ ଜାତିର….ପ୍ରଭୁ ଜଗନ୍ନାଥ ମଧ୍ୟ ଆଦିବାସୀ ସମ୍ପ୍ରଦାୟର, କିଛି ଏଭଳି କହି ବିବାଦରେ କୁଳପତି

ଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ଘେରରେ ଦିଲ୍ଲୀ ଜେଏନୟୁ ର କୁଳପତି ଶାନ୍ତିଶ୍ରୀ ଧୁଳିପୁଡି । ଆମେ ଆଜି ମଧ୍ୟ ସେହି ସମାଜରେ ପ୍ରଶ୍ୱାସ ନେଉଛୁ ଯେଉଁଠାରେ ଏବେ ପର୍ଯ୍ୟନ୍ତ ଜାତିପ୍ରଥାର ନିମ୍ନ ଗନ୍ଧ ଘୁରିବୁଲୁଛି…

ଭୁବନେଶ୍ୱର ଷ୍ଟେସନରୁ ସ୍ବାଭାବିକ ହେଲା ଟ୍ରେନ ଚଳାଚଳ

ଭୁବନେଶ୍ୱର: ବାତିଲ ହେଲା ୬ଟି ଟ୍ରେନ । ଭୁବନେଶ୍ୱରରେ ମାଲଗାଡି ଲାଇନଚ୍ୟୁତ ହେବା ପରେ ୬ଟି ଟେନ୍ରକୁ ବାତିଲ କରାଯାଇଛି । ଆଜି ପାଇଁ ଉଭୟ ପଟୁ ୬ଟି ଟ୍ରେନକୁ ବାତିଲ କରିଛନ୍ତି ପୂର୍ବତଟ ରେଳବାଇ । ଭୁବନେଶ୍ୱର-ହାୱଡା,…

HomeLoneନେବା ପୂର୍ବରୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ,ନଚେତ ସହିବାକୁ ପଡିବ କ୍ଷତି

ନୂଆଦିଲ୍ଲୀ: ଯଦି ଆପଣ ଆଗାମୀ ସମୟରେ ଘର ଋଣ ନେବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର ଅଛି । ବାସ୍ତବରେ, ଲାଇଫ୍ ଇନସୁରାନ୍ସ କମ୍ପାନୀର ହାଉସିଂ ଫାଇନାନ୍ସ , LIC ହାଉସିଂ ଫାଇନାନ୍ସ, ଏହାର ଘର ଋଣର…

ଏହି ଦିନ ପଡୁଛି ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ:ଜାଣନ୍ତୁ କେଉଁ ପର୍ବ ଉପରେ ପଡୁଛି ଏହାର ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ନକ୍ଷେତ୍ରଙ୍କ ପରିକ୍ରମା ଓ ଗତିପଥ ପରିବର୍ତ୍ତନକୁ ନେଇ ଚନ୍ଦ୍ର ଗ୍ରହଣ ସୂର୍ଯ୍ୟ ପରାଗ ଆଦି ହୋଇଥାଏ । ଅକ୍ଟୋବର ୨୫ ତାରିଖରେ ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ପଡୁଛି । ଯାହା…

ନିଜ ସ୍ୱାମୀଙ୍କୁ ଅନ୍ୟ ଯୁବତୀଙ୍କ ସହ ଦେଖି.. ଇର୍ଷାରେ ଜଳୁଛନ୍ତି ଅଲ୍ଲୁଙ୍କ ପତ୍ନୀ

ସମସ୍ତଙ୍କୁ ଜଣା ଅଲୁ ଅର୍ଜୁନ ବର୍ତ୍ତମାନ ଆମେରିକାରେ ଅଛନ୍ତି। ସେ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀ ଏବଂ ନିର୍ଦ୍ଦେଶକ ହରିଶ ଶଙ୍କରଙ୍କ ସହ ଏକ ସ୍ୱାଧୀନତା ସପ୍ତାହ ପରେଡରେ ଭାଗ ନେଇଥିଲେ। ପରେଡରେ ଏକ ରୋଚକ ଘଟଣା…

୪୦ ଫୁଟ ବିଜ ତଳକୁ ଖସି ବାଇକ୍‌, ପେଟ ଫାଟି ଚାଳକଙ୍କ ବାହାରିପଡିଲା ଅନ୍ତପୁଟଳ: ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି

ଭଞ୍ଜନଗର, (ଭାସ୍କର ନ୍ୟୁଜ ): ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡା ଗ୍ରାମ ନିକଟ ରେ ଥିବା ୪୦ଫୁଟ ବିଜ ତଳକୁ ଖସି ଗୁରୁତର  ।ସେ ହେଲେ ଦେବବ୍ରତ ବିଶ୍ୱାଳ ଘର ଯାଜପୁର ଅଞ୍ଚଳ ଜଣେ ଠିକାଦାର ବୋଲି ଜଣାପଡିଛି । ଖବର…

ଆପଣ ଶୀଘ୍ର ଓଜନ କମାଇବାକୁ ଚାହାଁନ୍ତି, ଧୀର ଚାଲିବା ପରିବର୍ତ୍ତେ ଜୋର୍‌ରେ ଚାଲିଲେ ଚର୍ବି କମିବ

ନୂଆଦିଲ୍ଲୀ: ଯଦି ଆପଣ ଶୀଘ୍ର ଓଜନ କମାଇବାକୁ ଚାହାଁନ୍ତି, ତେବେ ଧୀର ଚାଲିବା ପରିବର୍ତ୍ତେ ବଡ଼ ଜୋର୍‌ରେ ଚାଲନ୍ତୁ, ଏହା ପେଟର ଚର୍ବିକୁ ଶୀଘ୍ର କମାଇବ । ସାଧାରଣତଃ ସମସ୍ତେ ବଡ଼ ଜୋର୍‌ରେ ଚାଲିବାରେ ଅଭ୍ୟସ୍ତ ନୁହଁନ୍ତି,…