‘ପେନସିଲ୍ ମାଗିଲେ ମା’ ମାରୁଛନ୍ତି, ପିଲା ଚୋରି କରିନେଲେ ମୁଁ କ’ଣ କରିବି’, ମୋଦୀଙ୍କୁ ଏମିତି ଚିଠି ଲେଖିଲେ କିଏ?
ଦେଶରେ ବଢ଼ୁଥିବା ଦରଦାମକୁ ନେଇ ଯେଉଁଠି ଗୋଟିଏ ପଟେ ବିରୋଧୀ ସରକାରଙ୍କୁ ଘେରୁଛନ୍ତି । ସାଧାରଣ ଲୋକେ ମଧ୍ୟ ଦରବୃଦ୍ଧିକୁ ନେଇ ଚିନ୍ତାରେ । ଦରବୃଦ୍ଧି ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି । ଖାଇବା ଠାରୁ ଆରମ୍ଭ କରି…