ସେକ୍ସ ପାଇଁ ହେଉଛି ସଂକ୍ରମଣ! ୪ ମଙ୍କିପକ୍ସ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କ ସଂକ୍ରମଣର କାରଣ ପାଲଟିଲା ଶାରୀରିକ ସମ୍ପର୍କ
ନୂଆଦିଲ୍ଲୀ: ଭାରତରେ ଏବେ ପର୍ଯ୍ୟନ୍ତ ମୋଟ ୪ ଜଣ ବ୍ୟକ୍ତିଙ୍କ ଦେହରେ ମଙ୍କିପକ୍ସ ଭାଇରସ ଚିହ୍ନଟ ହୋଇଛି । ବାହାର ଦେଶରୁ ଆସିଥିବା ପ୍ରବାସୀ ପ୍ରଥମ ଏହି ଭାଇରସରେ ସଂକ୍ରମିତ ହୋଇଥିଲେ । ଏହାପରେ ଅନ୍ୟ ୩ ଜଣ ମଧ୍ୟ…