ହାର୍ଦ୍ଦିକ ହେବେ ଟିମ ଇଣ୍ଡିଆର ଅଧିନାୟକ? ଶୁଣନ୍ତୁ କଣ କହିଲେ ଲିଟିଲ ମାଷ୍ଟର
ନୂଆଦିଲ୍ଲୀ: ସରିଯାଇଛି ଆଇପିଏଲ-୨୦୨୨ ମହାଯୁଦ୍ଧ । ଯୁଦ୍ଧରେ ମହା ମହାରଥୀଙ୍କୁ ପରାସ୍ତ କରି ଚମ୍ପିଆନର ମୁକୁଟ ପିନ୍ଧିଛି ଚଳିତ ବର୍ଷର ଡେବ୍ୟୁ ଟିମ ଗୁଜୁରାଟ ଟାଇଟନ୍ସ । ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ…