ବ୍ୟାଙ୍କ୍ ରେ ଆଉ ଦେବାକୁ ପଡିବ ନାହିଁ ଫିଙ୍ଗର ପ୍ରିଣ୍ଟ! ଏଣିକି IRIS Scanner ସାହାଯ୍ୟରେ ଉଠାଇ ପାରିବେ ଟଙ୍କା
ନୂଆଦିଲ୍ଲୀ: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ରେ ଅଛି, ତେବେ ଏହି ଖବର ଆପଣଙ୍କୁ ଖୁସି କରିବ। ପେନସନଭୋଗୀ ଏବଂ ବରିଷ୍ଠ ନାଗରିକଙ୍କୁ ଶୀଘ୍ର ଏସବିଆଇ ଦ୍ୱାରା ଏକ ନୂତନ ସୁବିଧା ଦିଆଯିବ।…