IND vs WI ଦ୍ୱିତୀୟ ଦିନିକିଆରେ ହେବ କି ‘ସୂର୍ଯ୍ୟ’ ଅସ୍ତ? ଦଳରେ ୨ଟି ପରିବର୍ତ୍ତନ କରିପାରନ୍ତି ରୋହିତ
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଆଜି ଦ୍ୱିତୀୟ ଦିନିକିଆରେ ମୁହାଁମୁହିଁ ହେବେ ଉଭୟ ଦଳ । ଏହି ମ୍ୟାଚରେ ବିଜୟ ହାସଲ କରି ସିରିଜ କବଜା କରିବାକୁ ଚେଷ୍ଟା…