ଦିନିକଆ ବିଶ୍ୱକପ ପୂର୍ବରୁ କ୍ରିକେଟରୁ ବିଦାୟ ନେଲେ ଷ୍ଟାର ପ୍ଲେୟର: ୩୩ ବର୍ଷ ବୟସରେ ସନ୍ନ୍ୟାସ
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ଆଉ ମାତ୍ର ୩ ମାସରମ୍ବି କମ୍ ସମୟ ବାକି ରହିଛି । ତେବେ ଏହା ମଧ୍ୟରେ ଜଣେ ଷ୍ଟାର ଖେଳାଳି ଅଚାନକ କ୍ରିକେଟ ଜଗତରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏକ…