ଓଜନ ବୃଦ୍ଧି ନୁହେଁ ବରଂ ଓଜନ ହ୍ରାସ କରେ ଆମ୍ବ, ବାସ୍ ଜାଣି ନିଅନ୍ତୁ କିପରି ଓ କେଉଁ ସମୟରେ ଖାଇଲେ ହେବ ଫଳପ୍ରଦ
ଆମ୍ବ ଖାଇବାକୁ କାହାକୁ ବା ପସନ୍ଦ ଆସି ନ ଥାଏ । ବିଶେଷକରି ଖରାଦିନେ ରସାଳ ଆମ୍ବ ଖାଇବାର ମଜା ଅଲଗା । ସ୍ୱାଦିଷ୍ଟ ଲାଗିବା ସହିତ ଏହା ପୋଷକ ତତ୍ତ୍ୱରେ ମଧ୍ୟ ଭରପୁର ହୋଇଥାଏ । କିନ୍ତୁ ପ୍ରାୟ ସମୟରେ ଲୋକମାନେ…