ଚୀନ୍ ଭାରତର ବିକାଶ ଚାହୁଁଛି, ପଶ୍ଚିମ ଦେଶଗୁଡିକ ଭାରତ ଓ ଚୀନ୍ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି
ନୂଆଦିଲ୍ଲୀ:ଶୀର୍ଷକଟି ପଢି ଆପଣ ଚକିତ ହୋଇପଡିବେ ନିଶ୍ଚୟ । କାରଣ ଚୀନ୍ ମୁହଁରେ ଭାରତର ପ୍ରଶଂସା କୌଣସି ବି ଭାରତୀୟଙ୍କ ଲାଗି ସହଜରେ ଗ୍ରହଣୀୟ ହୋଇପାରିବ ନାହିଁ । କିନ୍ତୁ ଚୀନ୍ର ପ୍ରମୁଖ ସମ୍ବାଦପତ୍ର ଗ୍ଲୋବାଲ…