Google Payରେ ମିଳୁଛି ୧୦୦୧ ଟଙ୍କା, ଦମଦାର ଅଫର ଦେଉଛି କମ୍ପାନୀ, ଜାଣନ୍ତୁ କେମିତି ପାଇବେ ଏହି ଟଙ୍କା

ଓଡ଼ିଶା ଭାସ୍କର: ଫେଷ୍ଟିଭ ସିଜନକୁ ଆହୁରି ମଜାଦାର କରିବା ପାଇଁ ଦମଦାର ଅଫର ଆଣିଛି ଗୁଗଲ ପେ’ । ଦୀପାବଳି ଅବସରରେ ଗ୍ରାହକ ମାନଙ୍କୁ ଭେଟି ଦେଉଛି କମ୍ପାନୀ । ୟୁଜରଙ୍କୁ ୧୦୦୧ ଟଙ୍କା ଜିତିବାର ସୁଯୋଗ ଆଣିଛି ଗୁଗଲ ପେ ।…

ବରିଷ୍ଠ ବିଜେପି ନେତା ସମୀର ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ; ଆଇସିୟୁରେ ଚିକିତ୍ସାଧୀନ

କଟକ: (ଓଡ଼ିଶା ଭାସ୍କର) ବରିଷ୍ଠ ବିଜେପି ନେତା ସମୀର ଦେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧିନ ଅଛନ୍ତି । ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରପ ଥଲା ।…

ରାଜଧାନୀରେ ବାଣ ଧୂଆଁ ଭୟଙ୍କର, ବଞ୍ଚାଇଦେଲା ବର୍ଷା: ‘ଦିୱାଲୀ’ ପ୍ରଦୂଷଣକୁ ରୋକିଲା ବର୍ଷା

ଭୁବନେଶ୍ୱର: ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ୱରରେ ଦୀପାବଳି ଧୁମଧାମରେ ପାଳନ ହୋଇଯାଇଛି । ଗୁରୁବାର ଅପରାହ୍ନରୁ ବିଭିନ୍ନ ପ୍ରକାରର ବାଣ ଫୁଟାଇ ଦିୱାଲୀ ପାଳନ କରିଛନ୍ତି ରାଜଧାନୀ ବାସୀ । ଯାହାର ପ୍ରଭାବ ରାଜଧାନୀର…

ଦୀପାବଳୀ ପରେ ଆପଣାନ୍ତୁ ଫେଙ୍ଗ୍‌ଶୁଇ Tips: ସୁଖ-ଶାନ୍ତିରେ ପୁରି ଉଠିବ ଘର

ଓଡ଼ିଶା ଭାସ୍କର: ଚୀନ ବାସ୍ତୁଶାସ୍ତ୍ରରେ ‘ଫେଙ୍ଗ୍‌ଶୁଇ’ର ବହୁତ ମହତ୍ୱ ରହିଛି । ଏହା ଘରୁ ନକାରାତ୍ମକ ଶକ୍ତିକୁ ଦୂରେଇଥାଏ ଏବଂ ସକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ । ଚୀନବାସୀଙ୍କ ମାନ୍ୟତା ଅନୁଯାୟୀ ଫେଙ୍ଗଶୁଇ ଉପାୟ…

Job ଖୋଜୁଥିଲେ ଖୁସି ଖବର, ଏଇଠି ନିଶ୍ଚୟ ମିଳିବ ଚାକିରି: କିପରି କରିବେ ଆବେଦନ? ଜାଣନ୍ତୁ ନିୟମ

ଓଡ଼ିଶା ଭାସ୍କର: ଚାକିରି ସନ୍ଧାନରେ ରହିଥିବା ଯୁବପିଢୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆସନ୍ତା ୬ ତାରିଖରେ ସୁନିଶ୍ଚିତ ଚାକିରି ପାଇବେ ଯୁବକ-ଯୁବତୀ । ୩୦-୩୫ଟି କମ୍ପାନୀରେ ନିଶ୍ଚିତ ଭାବରେ ଚାକିରି ଯୋଗାଇ…

କେନ୍ଦୁଝରରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ମେଗା ଷ୍ଟିଲପ୍ଲାଣ୍ଟ୍; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କେନ୍ଦୁଝରରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଷ୍ଟିଲପ୍ଲାଣ୍ଟ୍ । କେନ୍ଦୁଝରରେ JSW ଓ ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲପ୍ଲାଣ୍ଟ । କେନ୍ଦୁଝର ଗସ୍ତ ଅବସରରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ…

CSK ଶିବିରରେ ସାମିଲ ହେବେ ଋଷଭ! ଧୋନୀଙ୍କୁ ଭେଟିଥିଲେ ପନ୍ତ, ଦିଲ୍ଲୀରୁ ରିଲିଜ ପରେ ଚର୍ଚ୍ଚା

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପୂର୍ବରୁ ପତ୍ୟେକ ଦଳ ନିଜର ରିଟେନସନ ତାଲିକା ଜାରି କରିଛନ୍ତି । ତେବେ ଏହି ତାଲିକାରେ ସବୁଠୁ ଆଶ୍ଚର୍ଯ୍ୟ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳର ଅଧିନାୟକ ଋଷଭ ପନ୍ତଙ୍କୁ ମେଗା ଅକ୍ସନ…

ଖୁବଶୀଘ୍ର ବକ୍ରିରୁ ମାର୍ଗୀ ହେବେ ଶନି; ଏହି ରାଶି ମାନଙ୍କର ଆରମ୍ଭ ହେବ ଦୁଃଖର ଦିନ

ଓଡ଼ିଶା ଭାସ୍କର: ଶନି ଖୁବଶୀଘ୍ର ନିଜର ଗତି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଦୀପାବଳି ପରବର୍ତ୍ତୀ ସମୟ ଅନେକ ରାଶି ପାଇଁ କଷ୍ଟକର ସାବ୍ୟସ୍ତ ହୋଇପାରେ । ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ନିଜର ଲୟ…

କାର୍ତ୍ତିକ ମାସରେ କ’ଣ କଲେ ହୁଏ ଧର୍ମ? ଏହିସବୁ କାମ କଲେ ରାଗି ଯାଆନ୍ତି ମା’ ଲକ୍ଷ୍ମୀ…

କାର୍ତ୍ତିକ ମାସ ହେଉଛି ଭଗବାନ୍ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ମାସ । ମା ଲକ୍ଷ୍ମୀ ମଧ୍ୟ ଏହି ମାସରେ ପୃଥିବୀ ଭ୍ରମଣ କରିବାକୁ ଆସିଥାନ୍ତି ଓ ଭକ୍ତମାନଙ୍କୁ ଅପାର ଧନର ଆର୍ଶିବାଦ ଦେଇଥାନ୍ତି । ଏହି ମାସରେ…

ଦୀପାବଳୀ ଅଘଟଣ; ପୁରୀରେ ବାଣ ବିସ୍ଫୋରଣରେ ଗୁରୁତର ଯୁବକଙ୍କ ମୃତ୍ୟୁ, ଭୁବନେଶ୍ବର ବାପୁଜୀ ନଗର ଭେଣ୍ଡିଂ ଜୋନ୍‌ରେ ଅଗ୍ନିକାଣ୍ଡ

ପୁରୀ: ବାଣ ବିସ୍ଫୋରଣରେ ଗୁରୁତର ଯୁବକଙ୍କ ମୃତ୍ୟୁ । କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ । ପୁରୀ ସଦର ଥାନା ଅଧୀନ ବାଟଗାଁ ରାଉତ ସାହିରେ ଗୁରୁବାର ବାଣ ବିସ୍ଫୋରଣ ହୋଇ ୩ଜଣ ଗୁରୁତର…