(Video) ତାଣ୍ଡବ ଆରମ୍ଭ କଲାଣି ‘ଦାନା’! ବାତ୍ୟା ଲ୍ୟାଣ୍ଡପଲ ପୂର୍ବରୁ ଧାମରା ମଝିରେ ଭୟଙ୍କର ଦୃଶ୍ୟ, ପ୍ରବଳ ବର୍ଷା
ଓଡ଼ିଶା ଭାସ୍କର: ମାଡ଼ି ଆସୁଛି ବାତ୍ୟା ‘ଦାନା ’ । ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେଇ ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଭିତରକନିକା-ଧାମରା ମଧ୍ୟରେ ସ୍ଥଳର ଭାଗ ଛୁଇଁବାର ସମ୍ଭାବନା ରହିଛି । କିନ୍ତୁ…