Breaking News ରାଜଧାନୀରେ ଟମାଟୋ କେଜି ୧୦୦ ଟଙ୍କା: ୨୪ ଘଣ୍ଟାରେ ବଢିଲା ୨୦ ଟଙ୍କା Development Oct 5, 2024 ଓଡ଼ିଶା ଭାସ୍କର: ରାଜଧାନୀରେ ଟମାଟୋ ଦର ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ବର୍ତ୍ତମାନ ଟମାଟୋ ମୂଲ୍ୟ ୧୦୦ ଟଙ୍କା ପାର କରିଛି । ଯାହାକୁ ନେଇ ଅସାନ୍ତାଷ ଜାହିର କରିଛନ୍ତି ଗ୍ରାହକ । ମାତ୍ର ୨୪ ଘଣ୍ଟା ଭିତରେ…
Breaking News ହରିୟାଣା ନିର୍ବାଚନରେ ହିଂସା: ପାର୍ଟି ସମର୍ଥକଙ୍କ ମଧ୍ୟରେ ଲଢେଇ, ମତଦାନ ବେଳେ ଅଶାନ୍ତି Development Oct 5, 2024 ହରିୟାଣା: ଆଜି ସାରା ହରିୟାଣା ନିର୍ବାଚନରେ ମତଦାନ ଜାରି ରହିଛି । ରାଜ୍ୟର ମୋଟ ୯୦ଟି ବିଧାନସଭା ଆସନ ପାଇଁ ଭୋଟ ଦେଉଛନ୍ତି ଜନତା । ତେବେ ଏହା ଭିତରେ ହରିୟାଣାର ଏକାଧିକ ମତଦାନ କେନ୍ଦ୍ରରେ ହିଂସା ଦେଖିବାକୁ ମିଳିଛି ।…
Breaking News ପାକିସ୍ତାନ ଗସ୍ତକୁ ନେଇ ମୁହଁ ଖୋଲିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର Development Oct 5, 2024 ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ…
Breaking News କଏଦୀଙ୍କ ଦୁର୍ଗାପୂଜା ଭୋଜି; ମିଳିବ ମଟନ୍ ବିରିୟାନି, ଚିକେନ୍ କଷା, ଚିଙ୍ଗୁଡ଼ି, ପଲଉ… Development Oct 5, 2024 କୋଲକାତା: ଦୁର୍ଗାପୂଜା ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ସାରା ଦେଶରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଚାଲିଛି । ପଶ୍ଚିମବଙ୍ଗରେ ଏହି ପର୍ବକୁ ନେଇ ଭିନ୍ନ ଧୁମ୍ ଧାମ ଦେଖିବାକୁ ମିଳୁଛି। ଏହି ସମୟରେ…
Astrology ନବରାତ୍ରୀରେ ସ୍ୱପ୍ନରେ କୁକୁର ଦେଖିବା ଶୁଭ ନା ଅଶୁଭ; ଜୀବନରେ କେଉଁ ସଙ୍କେତ ଦିଏ ଏହି ସ୍ୱପ୍ନ? Development Oct 5, 2024 ଓଡ଼ିଶା ଭାସ୍କର: ଶୋଇବା ସମୟରେ ସ୍ୱପ୍ନ ଦେଖିବା ଏକ ସାଧାରଣ କଥା। ତେବେ ସ୍ୱପ୍ନ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ରହିଥାଏ। ଯଦି ଆପଣ ନବରାତ୍ରୀରେ ସ୍ୱପ୍ନରେ କୁକୁରକୁ ଦେଖନ୍ତି ତେବେ ଏହା…
Breaking News ଆଗାମୀ ଦିନରେ ସରକାରୀ ସ୍ତରରେ ପାଳନ ହେବ ବାଜି ରାଉତ ଜୟନ୍ତୀ; ମୁଖ୍ୟମନ୍ତ୍ରୀ ମୋହନ ମାଝୀ Development Oct 5, 2024 ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସହିଦ ବାଜି ରାଉତ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଆଗାମୀ ଦିନରେ ସରକାରୀ ସ୍ତରରେ ପାଳନ ହେବ ବାଜି ରାଉତ ଜୟନ୍ତୀ । ସରକାରୀ ସ୍ତରରେ ରାଜ୍ୟସ୍ତରୀୟ ବାଜି ରାଉତ…
Breaking News ଭାରତରେ ବ୍ୟାନ୍ କରାଗଲା ଜାକିର ନାଇକଙ୍କ ‘ଏକ୍ସ’ ହ୍ୟାଣ୍ଡେଲ Development Oct 5, 2024 ନୂଆଦିଲ୍ଲୀ: ବିବାଦୀୟ ଇସଲାମିକ ପ୍ରଚାରକ ଜାକିର ନାଏକଙ୍କ ଏକ୍ସ (ପୂର୍ବ ଟ୍ୱିଟର) ହ୍ୟାଣ୍ଡେଲରେ ଭାରତକୁ ନିଷିଦ୍ଧ କରାଯାଇଛି ଏବଂ ଭାରତୀୟ ଆଇନ ଅନୁଯାୟୀ ପଳାତକ ଘୋଷଣା କରାଯାଇଛି । ଜାକିର ନାଇକଙ୍କ ଏକ୍ସ…
Breaking News ଭୁବନେଶ୍ୱର କୁଆଖାଇ ପଠାରେ ବୁଲୁଛି କୁମ୍ଭୀର; ପାର୍ବଣରେ ପାଣି ପାଇଁ ନଦୀକୁ ଯାଉଥିଲେ ହୋଇଯାଆନ୍ତୁ ସାବଧାନ Development Oct 5, 2024 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀବାସୀଙ୍କ ପାଇଁ ଆସିଛି ଏକ ଚିନ୍ତାଜନକ ଖବର । ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆ ନଦୀ ପଠାରେ ଦେଖାଦେଇଛି କୁମ୍ଭୀର । କୁଆଖାଇ ନଦୀ ପଠାରେ ବୁଲୁଛି କୁମ୍ଭୀର । କୁମ୍ଭୀରକୁ ଦେଖି…
Breaking News ହରିୟାଣା ନିର୍ବାଚନ: ପ୍ରଥମ ଥର ଭୋଟ୍ ଦେବା ପରେ କ’ଣ କହିଲେ ମନୁ ଭାକର Development Oct 5, 2024 ନୂଆଦିଲ୍ଲୀ: ଅଲିମ୍ପିକ୍ସ୨୦୨୪ରେ ଦୁଇଟି କାଂସ୍ୟ ପଦକ ଜିତିଥିବା ସୁଟର ମନୁ ଭାକର ମଧ୍ୟ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ କରିଛନ୍ତି । ସେ ଝଜ୍ଜର ଜିଲ୍ଲାର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି । ଏହାପରେ…
Breaking News ନବରାତ୍ରୀରେ ଖାଇବା ଆଗରୁ ଗୋମାତାଙ୍କୁ ସମର୍ପଣ କରି ଖାଆନ୍ତୁ; ପ୍ରସନ୍ନ ହେବେ ମା’ ଲକ୍ଷ୍ମୀ, ପାଖ ମାଡ଼ିବନି ଅଭାବ Development Oct 5, 2024 ଓଡ଼ିଶା ଭାସ୍କର: ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ନବରାତ୍ରୀରେ ମା’ଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ । ନବରାତ୍ରୀ ସମୟରେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ । ଏହି ୯ ଦିନରେ ମାତା ଦୁର୍ଗା,…