ହିଡେନ୍ ଆର୍ଟ ଟ୍ୟାଲେଣ୍ଟ ସିଜନ-୩ର ଶୁଭାରମ୍ଭ କଲା ଆଶ୍ରା; ପ୍ରତିଭା ଦେଖାଉଛନ୍ତି କୁନି କୁନି ପିଲା
ଭୁବନେଶ୍ଵର: ଆଶ୍ରା ଫାଉଣ୍ଡେସନ ଓଡ଼ିଶା ପକ୍ଷରୁ ୟୁନିକ୍ ଆର୍ଟ ଆଣ୍ଡ କ୍ରାଫ୍ଟ ସହଯୋଗରେ 'ହିଡେନ୍ ଆର୍ଟ ଟ୍ୟାଲେଣ୍ଟ'ର ସିଜନ-୩ର ଶୁଭାରମ୍ଭ କରାଯାଇଛି । ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସଚେତନତା ଉପରେ ଗୁରୁତ୍ୱ ଦେଇ…