ନାବାଳିକା ଦୁଷ୍କର୍ମ ମାମଲା: ୬ ଗିରଫ, ୬୦ରୁ ଅଧିକ ଲୋକଙ୍କ ନାଁ’ରେ ଅଭିଯୋଗ

ତିରୁଅନନ୍ତପୁରମ୍: କେରଳର ପଠାନମଥିଟ୍ଟାରେ ଚାଞ୍ଚଲ୍ୟକର ଘଟଣା। ନାବାଳିକା ଦୁଷ୍କର୍ମ ମାମଲାରେ ୪ଟି ଏଫ୍ଆଇଆର୍ ରୁଜୁ କରିବା ସହ ୬ ଜଣଙ୍କୁ ଗିରଫ କରିଛି କେରଳ ପୋଲିସ। ସୂଚନାଅନୁସାରେ ୧୬ ବର୍ଷ ବୟସରୁ ଲଗାତାର…

Video: ଚଳନ୍ତା ବାଇକରେ ରୋମାନ୍ସ, ରୋଡ୍‌ରେ ଅଶ୍ଳୀଳତାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କାନପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଦମ୍ପତି ଚଳନ୍ତା ବାଇକରେ ରୋମାନ୍ସ କରୁଥିବାର ଭିଡିଓ ତିଆରି କରିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସହରର…

ଆମେରିକାରେ ଅଗ୍ନି ତାଣ୍ଡବ! ୧୧ ଜଣଙ୍କ ମୃତ୍ୟୁ, ପାଉଁଶ ହେଲା ୧୦ ହଜାର କୋଠା

ନୂଆଦିଲ୍ଲୀ: ଲସ୍ ଆଞ୍ଜେଲସରେ ଏବେ ୫ଟି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ନିଆଁ, ସହରର ଉତ୍ତର-ପଶ୍ଚିମ ଦିଗକୁ ବ୍ୟାପିଥିଲା। ପାଲିସାଡେସ୍ ଅଗ୍ନିକାଣ୍ଡ ବର୍ତ୍ତମାନ ସୁଦ୍ଧା ୮୧ ବର୍ଗ…

ବ୍ୟବସାୟୀଙ୍କଠାରୁ ୩୫ ଲକ୍ଷ ଟଙ୍କା ଲୁଟିନେଲା ପୋଲିସ, ଥାନା ମୁଖ୍ୟ ଗିରଫ

ପାଟନା: ବିହାରର ଛପରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗାଡ଼ି ଚେକିଂ ବେଳେ ପୁଲିସ ବ୍ୟବସାୟୀଙ୍କ ଅଳଙ୍କାର ଓ ୩୫ ଲକ୍ଷ ଟଙ୍କା ଲୁଟି ନେଇଥିଲା। ଏହି ଘଟଣାରେ ମକର ଥାନା ଅଧିକାରୀ ରବି ରଞ୍ଜନଙ୍କୁ…

ପୂର୍ବତନ MLAଙ୍କ ଘରୁ ଜୀଅନ୍ତା କୁମ୍ଭୀର ଜବତ, ଚାଲିଥିଲା ଆୟକର ବିଭାଗର ଚଢ଼ାଉ

ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଜଣେ ପୂର୍ବତନ ବିଜେପି ବିଧାୟକ ତଥା ପୂର୍ବତନ କାଉନସିଲରଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ । ଚଢ଼ାଉ ବେଳେ ଆୟକର ବିଭାଗ ନଗଦ ଟଙ୍କା, ସୁନା, ରୂପା ଓ କାଗଜପତ୍ର ସହ ଏଭଳି କିଛି…

ଜୀଇଁ ଥିଲାବେଳେ କଳି; ମୃତ୍ୟରେ ଖୋଜିଲେ ସମ୍ପର୍କର ମୁଲ: ସ୍ୱାମୀଙ୍କ ଆତ୍ମହତ୍ୟା ପରେ ଜୀବନ ହାରିଲା ସ୍ତ୍ରୀ

ନୂଆଦିଲ୍ଲୀ: ଗାଜିଆବାଦର ଲୋନି ସୀମାନ୍ତ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ସ୍ତ୍ରୀ ନିଜେ ମୃତ୍ୟୁକୁ ଆଲିଙ୍ଗନ କରି ସ୍ୱାମୀଙ୍କ ପ୍ରତି ନିଜର ପ୍ରେମର ପ୍ରମାଣ ଦେଇଥିଲେ । ଏ…

ଗାର୍ଲଫ୍ରେଣ୍ଡକୁ ହତ୍ୟା କରି ୯ ମାସ ଧରି ଫ୍ରିଜରେ ରଖିଥିଲା ମୃତଦେହ, ସୁଇଚ୍ ଅଫ୍ କରିବା ପରେ ଜଣାପଡ଼ିଲା ସତ

ଭୋପାଳ: ମଧ୍ୟପ୍ରଦେଶର ଦେବାସ ସହରର ବୃନ୍ଦାବନ ଧାମ କଲୋନୀରେ ଦୃଦୟବିଦାରକ ଘଟଣା। ଏକ ଘରେ ଫ୍ରିଜ୍ ରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବିଦ୍ୟୁତ୍ ବନ୍ଦ ହେବା ପରେ ଘରର ଦୁର୍ଗନ୍ଧ ଆସିଥିଲା। ଘର ମାଲିକଙ୍କୁ…

ପୁଣି ବଢ଼ିଲା ସୁନା-ରୂପା ଦର, ଜାଣନ୍ତୁ ମହଙ୍ଗା ହେବାର କାରଣ

ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭରୁ ସୁନା ଦରରେ କ୍ରମାଗତ ବୃଦ୍ଧି ଦେଖିବାକୁ ମିଳୁଛି। ଶନିବାର ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୩,୦୦୦ ଟଙ୍କା ଅତିକ୍ରମ କରିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୭୯,୬୦୦…

କ୍ରିକେଟରୁ ଅବସର ନେଉଛନ୍ତି ରବୀନ୍ଦ୍ର ଜାଡେଜା! ଇନଷ୍ଟାଗ୍ରାମ ଷ୍ଟୋରୀକୁ ନେଇ ହଇଚଇ

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି, ଯାହା ଇଣ୍ଟରନେଟରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଜାଡେଜା ତାଙ୍କ ଟେଷ୍ଟ ଜର୍ସିର ଏକ ଫଟୋ ସୋସିଆଲ ମିଡିଆ…

ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ଆପ୍‌ ବିଧାୟକ, କାରଣ ଅସ୍ପଷ୍ଟ

ପଞ୍ଜାବ: ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଆପ୍‌ ବିଧାୟକ। ପଶ୍ଚିମ ଲୁଧିଆନାର ଆପ୍‌ ବିଧାୟକ ଗୁରୁପ୍ରୀତ ଗୋଗିଙ୍କ ମୃତ୍ୟୁ। ଗୁରୁତର ବିଧାୟକଙ୍କୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର। ଭୁଲ୍‌ବଶତଃ ନିଜକୁ ନିଜେ…