ଛତିଶଗଡ଼: ସାମ୍ବାଦିକଙ୍କ ସମେତ ପୂରା ପରିବାରକୁ କୁରାଡ଼ିରେ ହାଣି ହତ୍ୟା
ରାୟପୁର: ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କ ହତ୍ୟା ମାମଲାର ସମାଧାନ ହୋଇନଥିବା ବେଳେ ଏବେ ଛତିଶଗଡ଼ରେ ଆଉ ଜଣେ ସାମ୍ବାଦିକଙ୍କ ପୂରା ପରିବାରକୁ ହତ୍ୟା କରାଯାଇଛି।
ସୁରଜପୁର ଜିଲ୍ଲାରେ ଜମିଜମା ବିବାଦକୁ କେନ୍ଦ୍ର କରି…