‘ବେଣ୍ଟମୁଆଁ’କୁ ଜାଣିଥିବା ଶେଷ ପୀଢ଼ି ଏବେର ବାପା-ମାଆ; ପିଲା ଦେଖି ପଚାରୁଛନ୍ତି ଇଏ କ’ଣ ?

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦୃତ ସହରିକରଣ ଭିତରେ ହଜିଗଲାଣି ପାରମ୍ପରିକ ଖାଦ୍ୟର ଚାହିଦା । ବିଭିନ୍ନ ସୁବିଧା ପାଇବା ଆଶାରେ ସହର ମୁହାଁ ହେଉଛନ୍ତି ଗାଁ ଲୋକ । ସମାଜ ସହ ତାଳ ଦେଇ ବଞ୍ଚିବା ପାଇଁ ନିତି ସଂଘର୍ଷ…

ନୂଆବର୍ଷରେ ବ୍ରହ୍ମପୁରବାସୀ ପାଇବେ ନୂଆ ସୁଆଦ: ଖୋଲିଲା ଗ୍ରୀନଚିଲିଜ୍ କାଫେ ଏଣ୍ଡ କେଟରିଂ

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରକୁ ସୁସ୍ୱାଦୁ ଏବଂ ଚଟପଟି ଖାଦ୍ୟ ପାଇଁ ସାରା ଓଡିଶା ଜାଣିଛି। ଏଠାରେ ସମସ୍ତ ବର୍ଗର ଲୋକଙ୍କ ପାଇଁ ଖୁବ କମ ଦାମରେ ଉପଲବ୍ଧ ରହିଛି। ସହରର ରୁକ୍ମଣି ସିନେମା ହଲ ରୋଡ ସ୍ଥିତ ବିଜୁ…

ପିଲାଙ୍କ ନାମକରଣ କରିବା ପୂର୍ବରୁ କରନ୍ତୁ ଏହି କାମ, ନଚେତ୍ ଆସିପାରେ ବଡ଼ ସମସ୍ୟା

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିଛି ନା କିଛି ରୀତିନୀତି ପାଳନ କରଯାଇଥାଏ । ଶିଶୁଟିଏ ଜନ୍ମ ନେଲେ ପ୍ରଥମେ ତାହାର ନାମକରଣ ହୋଇଥାଏ, ଏହା ତାର ପ୍ରଥମ ସଂସ୍କାର କୁହାଯାଏ । ସେହିପରି…

ଆସନ୍ତା ୩୦ ତାରିଖ ମଧ୍ୟରେ ମଧ୍ୟରେ ଫସଲ କ୍ଷତି ଆକଳନ: ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତା ୩୦ ତାରିଖ ମଧ୍ୟରେ ମଧ୍ୟରେ ଫସଲ କ୍ଷତି ଆକଳନ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଫସଲ କ୍ଷତି ନେଇ ସମୀକ୍ଷା ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…

ମହାବଳ ବାଘ ଛାଲ ଜବତ ଘଟଣା: ଉଦଳା ହସ୍ପିଟାଲର ଜଣେ ଡାକ୍ତରଙ୍କୁ ଗିରଫ କଲା ବନ ବିଭାଗ

ବାଲେଶ୍ବର: (ଓଡ଼ିଶା ଭାସ୍କର) ମହାବଳ ବାଘ ଛାଲ ଜବତ ଘଟଣାରେ ଗିରଫ ହେଲେ ଜଣେ ଡାକ୍ତର । ଉଦଳା ହସ୍ପିଟାଲର ଜଣେ ଡାକ୍ତରଙ୍କୁ ଗିରଫ କଲା ବନ ବିଭାଗ । ଡାକ୍ତର ଜଣଙ୍କ ଟଙ୍କା ଦେଣନେଣର ମୁଖ୍ୟ କାର୍ପଟଦାର ଥିବା ମିଳିଲା…

ନୂଆବର୍ଷରେ ରାଶି ପରିବର୍ତ୍ତନ କରିବେ ଶନିଦେବ, ବଦଳିଯିବ ଏହି ତିନି ରାଶିର ଲୋକଙ୍କ ଭାଗ୍ୟ

ଓଡ଼ିଶା ଭାସ୍କର: ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି। ଏହି ସମୟରେ ଅନେକ ବଡ ଗ୍ରହଙ୍କ ବେଗରେ ପରିବର୍ତ୍ତନ ଆସିବ । ଶନିଙ୍କ ରାଶି, କର୍ମଦାତା, ବିଚାରପତି ଓ ମାଜିଷ୍ଟ୍ରେଟ ବିଶେଷ ରହିବେ।…

ଇରାନରେ ୧୦ ହଜାରରୁ ଅଧିକ ପାକିସ୍ତାନୀ ନାଗରିକଙ୍କୁ କାହିଁକି ଗିରଫ କରାଗଲା?

ନୂଆଦିଲ୍ଲୀ: ଚଳିତ ବର୍ଷ ଇରାନରେ ୧୦ ହଜାରରୁ ଅଧିକ ପାକିସ୍ତାନୀଙ୍କୁ ଗିରଫ କରାଯାଇଛି ବୋଲି ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫ୍ଆଇଏ) କହିଛି। ଏହି ଲୋକମାନେ ବେଆଇନ ଭାବେ ବିଦେଶରେ ପହଞ୍ଚିବାକୁ ଚାହୁଁଥିଲେ। ୨୦୨୪…

ଶେଷ ହେଲା ସପ୍ତାହର ସେନ୍ସେକ୍ସ, ୨୭୦ ପଏଣ୍ଟ ବୃଦ୍ଧି, ଅଟୋ ଓ ଫାର୍ମା ସେୟାର କଲେ ସମର୍ଥନ

ମୁମ୍ୱାଇ: ଡିସେମ୍ବର ୨୭, ଶୁକ୍ରବାର ଦିନ ଷ୍ଟକ ବଜାର ସୁଦୃଢ଼ ଭାବେ ବନ୍ଦ ହେବା ସହ ସପ୍ତାହ ଶେଷ ହୋଇଥିଲା। ଏହି ଦିନଟି ବିଶେଷ ଥିଲା କାରଣ ନିଫ୍ଟିର ଜାନୁଆରୀ ସିରିଜ୍ ଶକ୍ତିଶାଳୀ ଆରମ୍ଭ ହୋଇଥିଲା। ଦିନସାରା ବଜାରରେ…

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ: ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍ କୁ ୫ ଓ୍ଵିକେଟରେ ପରାସ୍ତ କରିଲା ଭାରତୀୟ ମହିଳା କ୍ରିକେଟ୍ ଦଳ । ୩-୦ରେ ସିରିଜ୍ ଜିତିଲା ମହିଳା ଦଳ । ଭଦୋଦରାରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଦଳ ଟସ୍…

ମୋରୋକ୍କୋରେ ବୁଡ଼ିଲା ସ୍ପେନ୍ ଅଭିମୁଖେ ଯାଉଥିବା ଡ଼ଙ୍ଗା: ୬୯ ଜଣ ପ୍ରବାସୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାରୁ ସ୍ପେନ୍ ଅଭିମୁଖେ ଯାଉଥିବା ଏକ ଡଙ୍ଗା ମୋରୋକ୍କୋରେ ବୁଡ଼ି ଯିବାରୁ ୬୯ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ୨୫ ଜଣ ମାଲିୟାନ ଥିଲେ । ଅସ୍ଥାୟୀ ଡଙ୍ଗାରେ ପ୍ରାୟ ୮୦ ଜଣ ଯାତ୍ରୀ…